Odisha Link
Bridging the Missing Links in Odisha
Daily Archives

August 25, 2021

ଆଫଗାନିସ୍ତାନରେ ଖୁନ୍ଦି ହୋଇଛନ୍ତି…

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ଆତଙ୍କୀ ଗୋଷ୍ଠୀ ତାଲିବାନ ନିଜ କବ୍‌ଜାକୁ ନେବା ପରେ ଆତଙ୍କିତ ବିଶ୍ୱବାସୀ। ବିଶ୍ୱବ୍ୟାପୀ ପୁଣି ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବା ନେଇ ଭୟ ସଞ୍ଚାର ହୋଇଛି। ତେବେ ଆଫଗାନିସ୍ତାନରେ କେବଳ ତାଲିବାନ ଆତଙ୍କୀ ନାହାନ୍ତି। ଦେଶ ଆହୁରି ଅନେକ ଘାତକ ଗୋଷ୍ଠୀର ଚରାଭୂଇଁ ପାଲଟିଛି।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୋଟିଏ…

ରାଉରକେଲା: ଝାଡ଼ଖଣ୍ଡ ଚିରିଗିଢିପା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ରାଉରକେଲା ପାନପୋଷ ଅଞ୍ଚଳର ଗୋଟିଏ ପରିବାରର ୪ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମୃତକଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବା ସୂଚନା। ଦୁର୍ଘଟଣାରେ ୨ଜଣ ଆହତ ହୋଇଛନ୍ତି। ମୃତକ ହେଲେ କହ୍ନେୟା ଜୈନ, ପତ୍ନୀ ରୋମା ଜୈନ, ୩…

ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ:…

ଭୁବନେଶ୍ବର: ଘୋଷଣା ହେଲା ଚଳିତ ବର୍ଷ ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ। ଏନେଇ କ୍ରୀଡା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଟୋକିଓ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ହକି ଟିମ୍‌ର ସଦସ୍ୟ ତଥା ଓଡ଼ିଆ ପୁଅ ଅମିତ୍‌ ରୋହି ଦାସଙ୍କୁ ରାଜ୍ୟର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ସମ୍ମାନ ମିଳିବା ନେଇ…

ବିନା ଶତକରେ କୋହଲିଙ୍କ ଅର୍ଦ୍ଧଶତକ

ଲିଡ୍ସ: ହେଡିଂଲେରେ ଆଜିଠାରୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୩ୟ ମ୍ୟାଚ୍। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ହେଲେ ବିରାଟଙ୍କ ପାଇଁ ତାହା ବୁମେରାଂ ସାବ୍ୟସ୍ତ ହୋଇଛି। ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୭୮ ରନ୍‌ କରି…

୮୦ କୋଟି ଚଳୁକଲେ ନୟାଗଡ଼ ନେତା, ଗିରଫ…

ନୟାଗଡ଼: ନୟାଗଡ଼ ବିଜେଡିର ବାହୁବଳୀ ନେତା ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧରୀ ପରିଡ଼ାଙ୍କ ଗିରଫ ଦାବି କଲେ ଦଳିତ-ଆଦିବାସୀ ସୁରକ୍ଷା ମଞ୍ଚ। ବୁଧବାର ଦିନ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଶହ ଶହ ଦଳିତ ଲୋକ ନୟାଗଡ଼ ଜିଲ୍ଲାପାଳ ଅଫିସ୍‌ ଘେରାଉ କରିବା ସହ ଦେଇଛନ୍ତି ଧାରଣା। ଏପରିକି ଗୟାଧର ଗିରଫ ନହେଲା…

ମାତ୍ର ୬ଟି ବଲରେ ଆଉଟ୍‌ ହେଲେ ୪ ଖେଳାଳି,…

ଲିଡ୍ସ: ହେଡିଂଲେରେ ଆଜିଠାରୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୩ୟ ମ୍ୟାଚ୍। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ହେଲେ ବିରାଟଙ୍କ ପାଇଁ ତାହା ବୁମେରାଂ ସାବ୍ୟସ୍ତ ହୋଇଛି। ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୭୮ ରନ୍‌ କରି…

ବର୍ଷାଙ୍କୁ ପୁଣି ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ନୂଆ ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି। ଆଉ ତାଙ୍କୁ ଶୁଭେଚ୍ଛା ଜଣାଇ ଚର୍ଚ୍ଚାରେ ଅନୁଭବ ମହାନ୍ତି। ନୂଆ ଫିଲ୍ମ ପାଇଁ ଅନୁଭବ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏ ନେଇ ଅନୁଭବ ଟ୍ବିଟ୍‌ କରି ଲେଖିଛନ୍ତି,…

ନୟାଗଡ଼ର ସୋମନାଥଙ୍କୁ CISFର ପ୍ରଶଂସା

ଭୁବନେଶ୍ବର: ବର୍ତ୍ତମାନ ସୋସିଆଲ ମିଡିଆରେ ସବୁଠି ଚର୍ଚ୍ଚାରେ CISF ଯବାନ ସୋମନାଥ ମହାନ୍ତି। ମୁମ୍ବାଇ ବିମାନବନ୍ଦରରେ ସଲମାନଙ୍କୁ ଅଟକାଇ ରାତି ରାତି ହିରୋ ପାଲଟିଥିଲେ ନୟାଗଡ଼ ଯୁବକ ସୋମନାଥ। ହେଲେ ଦିନକ ପରେ ତାଙ୍କ ମୋବାଇଲ ଜବତ କରିଯାଇଥିବା ନେଇ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।…

୬ ମାସ ପରେ ଟସ୍‌ ଜିତିଲେ ବିରାଟ,…

ଲିଡ୍ସ: ହେଡିଂଲେରେ ଆଜିଠାରୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୩ୟ ମ୍ୟାଚ୍। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଦୀର୍ଘଦିନ ପରେ ବିରାଟଙ୍କ ସପକ୍ଷରେ ଟସ୍‌ ଯାଇଛି। ଶେଷଥର ପାଇଁ କୋହଲି ଫେବୃଆରୀ ମାସରେ ଚେନ୍ନାଇରେ…

ଜର୍ମାନୀରେ ପିଜ୍ଜା ଡେଲିଭରୀ କରୁଛନ୍ତି…

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ରାଷ୍ଟ୍ରପତି ଆଶରଫ ଘନିଙ୍କ ସମେତ ବହୁ ରାଜନେତା ଓ ମନ୍ତ୍ରୀ ଦେଶ ଛାଡି ପଳାୟନ କରିଛନ୍ତି। ଏହାରି ମଧ୍ୟରେ ଆଫଗାନିସ୍ତାନର ପୂର୍ବତନ ଆଇଟି ମନ୍ତ୍ରୀ ସଇଦ ଅହମ୍ମଦ ଶାହା ସାଦତ ମଧ୍ୟ ଜର୍ମାନୀରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି। ସୟଦ ସେଠାରେ ଗତ ୨…