Odisha Link
Bridging the Missing Links in Odisha
Daily Archives

August 28, 2021

ଋଷଠୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବ…

ନୂଆଦିଲ୍ଲୀ: ବଢିବ ଭାରତୀୟ ବାୟୁସେନାର ଶକ୍ତି। ଭାରତୀୟ ବାୟୁସେନା ଜରୁରୀକାଳୀନ ବ୍ୟବହାର ପାଇଁ ଋଷ ଠାରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବ। ଏହି ରାଇଫଲ ସେନା ନିକଟରେ ଥିବା ଇନସାସ ରାଇଫଲ ସ୍ଥାନରେ ବ୍ୟବହାର କରାଯିବ। ଆଗାମୀ କିଛିମାସ ମଧ୍ୟରେ ଭାରତୀୟ ବାୟୁସେନାକୁ ଏହି ରାଇଫଲ ମିଳିବ। ଏବେ ଭାରତୀୟ…

ଅଭିଷେକ ବାନାର୍ଜୀ ଓ ତାଙ୍କ ସ୍ତ୍ରୀଙ୍କୁ…

ପଶ୍ଚିମବଙ୍ଗ: ଦିଦିଙ୍କ ପାଇଁ ବଢ଼ିବାରେ ଲାଗିଛି ଅଡୁଆ। ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ସିବିଆଇ ଯାଞ୍ଚ ଆରମ୍ଭ କରିଥିବା ବେଳେ ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବି କୋଇଲା ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀ ଓ…

ହରିଣଠାରେ କରୋନା ପଜିଟିଭ୍ ଚିହ୍ନଟ

ନ୍ୟୁୟର୍କ: ବାଘ ଓ ସିଂହଙ୍କ ଶରୀରରେ ଭାଇରସ ଠାବ ପରେ ଏବେ ହରିଣ ଶରୀରରେ ଠାବ ହେଲା କରୋନା ଭାଇରସ। ହରିଣଠାରେ କୋଭିଡ୍-୧୯ ମିଳିବା ନେଇ ଆମେରିକାର ଗବେଷକମାନେ ସ୍ପଷ୍ଟ କରିଛନ୍ତି। ଆମେରିକା କୃଷି ବିଭାଗର ରିପୋର୍ଟ ଅନୁସାରେ, ହରିଣକୁ କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଓହିଓରେ ଏକ…

ଚଳଚ୍ଚିତ୍ରରେ ନଜର ଆସିବେ ସୁର ରାଉତରାୟ

ଭୁବନେଶ୍ବର: ଚଳଚ୍ଚିତ୍ରରେ ନଜର ଆସିବେ ସୁର ରାଉତରାୟ। ଗଣମାଧ୍ୟମରେ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ବିଧାୟକ ସୁରେଶ ରାଉତରାୟ ରାଜନେତାରୁ ଅଭିନେତା ଆଡକୁ ମନ ବଳାଇଛନ୍ତି। ପୂର୍ବରୁ ଗୀତ ଗାଇ ଚର୍ଚ୍ଚା ସୃଷ୍ଟି କରିଥିବା ସୁର ରାଉତରାୟ ଏବେ ବଡ ପରଦାରେ ଆସିବାକୁ ଯାଉଛନ୍ତି। ସୁମିତ୍ରା…

କାବୁଲ ବିସ୍ଫୋରଣରେ ୧୪ କେରଳ ନାଗରିକଙ୍କ…

ନୂଆଦିଲ୍ଲୀ: ଆଫଗାନିସ୍ତାନର କାବୁଲ ବିମାନ ବନ୍ଦରରେ ହୋଇଥିବା ବୋମା ବିସ୍ଫୋରଣରେ ଶତାଥିକ ଲୋକ ପ୍ରାଣ ହରାଇଛନ୍ତି। ଏୟାରପୋର୍ଟରେ ବିସ୍ଫୋରଣ ଭିଆଇଥିବା ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ୍ ଷ୍ଟେଟ୍ ଅଫ୍ ଖୁରାସନ୍ (ଆଇଏସ୍‌-କେ)ରେ ୧୪ କେରଳ ନାଗରିକଙ୍କ ଲିଙ୍କ୍‌ ରହିଛି। କୁହାଯାଉଛି ଯେ, ଏମାନଙ୍କୁ…

ନୀତିନ ପଟେଲଙ୍କ ବିବାଦୀୟ ମନ୍ତବ୍ୟ:…

ଗୁଜୁରାଟ: ଆମ ଦେଶ ଏକ ଧର୍ମନୀରପେକ୍ଷ ଦେଶ। ଏଠି ସମ୍ବିଧାନ ଓ ସବୁ ଧର୍ମକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଗୁଜୁରାଟ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ବିବାଦୀୟ ମନ୍ତବ୍ୟ ଚର୍ଚ୍ଚାକୁ ଆସିଛି। ଗୁଜୁରାଟ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଏକ ଗଣମାଧ୍ୟମ ସମ୍ମିଳନୀରେ ବିବାଦୀୟ ମନ୍ତବ୍ୟ ଦେଇ କହିଛନ୍ତି ଯେ,…

ପାର୍ବଣ ପାଇଁ ଆସିବ ନୂଆ ଗାଇଡଲାଇନ:…

ଭୁବନେଶ୍ବର: ପାର୍ବଣ ଋତୁ ପାଇଁ ଆସିବ ନୂଆ ଗାଇଡଲାଇନ। ରାଜ୍ୟରେ ବର୍ତ୍ତମାନା ଦୈନିକ ସଂକ୍ରମଣ ଏବେ ନିୟନ୍ତ୍ରଣରେ ଅଛି, ହେଲେ ଆଗକୁ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଋତୁ ପାଇଁ ନୂଆ ଗାଇଡଲାଇନ ଆଣିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟସେବା…

ଟିକା ପାଇଁ ରାତି ଅନିଦ୍ରା

ସୁନ୍ଦରଗଡ଼: ଟିକା ପାଇଁ ରାତି ଅନିଦ୍ରା। ଏମିତି ଅଭାବନୀୟ ଦୃଶ୍ୟ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଡାକ୍ତରଖାନାରେ ଦେଖିବାକୁ ମିଳିଛି। କରୋନା ଟିକା ନେବା ପାଇଁ ଗତକାଲି ରାତିରୁ ଆସି ଡାକ୍ତରଖାନାରେ ଜଗି ରହିଛନ୍ତି ଲୋକେ। ଯାହାରଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଟିକା ନେବା ପାଇଁ ଆସିଥିବା ଜଣେ ବ୍ୟକ୍ତି…

ଏଣିକି ରବିବାର ଦିଆଯିବ ଟିକା

ଭୁବନେଶ୍ବର: ଟିକାକରଣରେ ଭାରତ ଐତିହାସିକ ସଫଳତା ଲାଭ କରିଛି। ଗୋଟିଏ ଦିନରେ ୧ କୋଟିରୁ ଅଧିକ ଡୋଜ୍‌ ଟିକା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଶୁକ୍ରବାର ୧,୦୦,୬୩,୯୩୧ ଡୋଜ୍‌ ଟିକା ଦିଆଯାଇଛି। ଉତ୍ତରପ୍ରଦେଶରେ ସର୍ବାଧିକ ୨୮ ଲକ୍ଷରୁ ଅଧିକ ଡୋଜ୍‌ ଟିକା ପ୍ରଦାନ କରାଯାଇଛି।…

ଆଜିଠୁ ରାଜ୍ୟରେ ଲଘୁଚାପ ବର୍ଷା

ଭୁବନେଶ୍ବର: ରାଜ୍ୟରେ ମରୁଡ଼ି ସ୍ଥିତି ଦେଖାଯାଇଥିବା ବେଳେ ଆସିଲା ଆଶ୍ବସ୍ତିକର ଖବର। କାରଣ ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଦିନ ଲଘୁଚାପରେ ପରିଣତ ହୋଇଛି। ଯାହାର ପ୍ରଭାବରେ ଆସନ୍ତା ଦୁଇ ଦିନ ଧରି ରାଜ୍ୟରେ ବର୍ଷା ଲାଗି…