Odisha Link
Bridging the Missing Links in Odisha
Daily Archives

August 30, 2021

ଶ୍ରୀମନ୍ଦିର ଶୈଳୀରେ ଲକ୍ଷ୍ନୌରେ ନିର୍ମାଣ…

ଲକ୍ଷ୍ନୌ: ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ନିର୍ମାଣ ହେବ ଏକ ଜଗନ୍ନାଥ ମନ୍ଦିର। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ନିର୍ମାଣ ହେବ ମହାପ୍ରଭୁ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର। ଏଥିପାଇଁ ଜମି ଦେବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପୁରୀ ଶ୍ରୀମନ୍ଦିର ଶୈଳୀରେ ଲକ୍ଷ୍ନୌରେ…

ନରମିଗଲା ସ୍ବର, ଡରିଗଲେ କି ତାରା?

ଭୁବନେଶ୍ବର: କୋରାପୁଟିଆ ନେତାଙ୍କ ବିବାଦ ରାଜ୍ୟ କଂଗ୍ରେସର ରାଜନୀତିକୁ ବେଶ ସରଗରମ କରିଥିଲା। ଏପରିକି କାଦୁଅ ଫିଙ୍ଗା ରାଜନୀତି ଦେଖିବାକୁ ମିଳିଥିଲା। ଦିନେ ବିଧାୟକ ତାରା ବାହିନୀପତି ପିସିସି ସଭାପତି ନିରଞ୍ଜନଙ୍କ ବିରୋଧରେ ବର୍ଷୁଥିବାର ଦେଖିବାକୁ ମିଳୁଥିଲା ତ ତା’ ପରଦିନ ନିରଞ୍ଜନଙ୍କ ସମର୍ଥକ…

୫୦ଟି ରୂପାନ୍ତରିତ ସରକାରୀ ସ୍କୁଲ…

ଭୁବନେଶ୍ବର: ୫-T କାର୍ଯ୍ୟକ୍ରମ ର ହିଞ୍ଜିଳିର ସମସ୍ତ ୫୦ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ସୋମବାର ପଞ୍ଚମ ଓ ଶେଷ ପର୍ଯ୍ୟାୟରେ ସେ ଆଉ ୧୦ଟି ସ୍କୁଲକୁ ଆଜି ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସବୁ ଛାତ୍ରଛାତ୍ରୀ…

ଜାଭେଲିନ୍ ଥ୍ରୋରେ ସୁମିତ୍‌ଙ୍କ ବିଶ୍ବ…

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସର ୬ଷ୍ଠ ଦିନରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ। ଷଷ୍ଠ ଦିନରେ ଭରତୀୟ ଖେଳାଳି ହାତେଇଛନ୍ତି ୫ ପଦକ। ଅବନୀ ଲେଖରାଙ୍କ ପରେ ସୋମବାର ସୁମିତ୍ ଅନ୍ତିଲ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୁମିତ୍ ପୁରୁଷ ଜାଭେଲିନ୍ ଥ୍ରୋ’ ଏଫ୍-୬୪ ବର୍ଗରେ ଏହି ଐତିହାସିକ…

କପିଲ ଶର୍ମା ସୋ’ରେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ୱର: ଲୋକପ୍ରିୟ କପିଲ ଶର୍ମା ସୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତୀୟ ଟେଲିଭିଜନ ସୋନି ଟିଭିରେ ପ୍ରସାରିତ କପିଲ୍‌ ଶର୍ମା ସୋରେ ସାଧାରଣତଃ ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ଦେଖିବାକୁ ମିଳେ। ସୋରେ ବଲିଉଡ ତାରକାମାନେ ନିଜ ଫିଲ୍ମର ପ୍ରମୋଶନ ପାଇଁ ଏଠାକୁ ଆସନ୍ତି। କିନ୍ତୁ ଏଥିରେ…

ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟିଲା ସ୍ବାମୀ

ଭବାନୀପାଟଣା: ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟିଲା ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି କେସିଙ୍ଗା ଥାନା ଧନରମାଲ ଗାଁରେ। ଗୁରୁତର ସ୍ତ୍ରୀ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ,  ପ୍ରକାଶନୀ ସାହାଣୀ ଧନରମାଲ ଅଞ୍ଚଳର ନିହାର ସାହାଣୀଙ୍କୁ ବିବାହ କରିଥିଲେ। ଗତକାଲି ରାତିରେ…

ନାବାଳିକାକୁ ନିର୍ଯାତନା ସହ ବାରମ୍ବାର…

ସମ୍ବଲପୁର: ସମ୍ବଲପୁରରେ ଲଜ୍ଜା। ବୁର୍ଲାରେ ଦଳିତ ନାବାଳିକାକୁ ଶାରିରୀକ ନିର୍ଯାତନା ସହ ବାରମ୍ବାର ଦୁଷ୍କର୍ମ ଅଭିଯୋଗ। ବୁର୍ଲାରେ ରହୁଥିବା ଏକ ପରିବାର ଭୁବନେଶ୍ୱରରେ ରହୁଥିବା ସମ୍ପର୍କୀୟଙ୍କ ଘର କାମ କରିବା ପାଇଁ ଆଣି ନାବାଳିକାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଝିଅର ପାଠପଢା ଓ…

ଆଫଗାନିସ୍ତାନରେ ସହଶିକ୍ଷା ଉପରେ ଲାଗିଲା…

କାବୁଲ: ଆଫଗାନିସ୍ତାନକୁ ଅକ୍ତିଆର ପରେ ତାଲିବାନୀଙ୍କ ରାଜ। ଆଫଗାନିସ୍ତାନରେ ସହଶିକ୍ଷା ଉପରେ ଲାଗିଲା ରୋକ୍।ଆଫଗାନିସ୍ତାନରେ ନୂତନ ସରକାର ଗଠନ କରିବା ପାଇଁ ଚେଷ୍ଟା କରୁଥିବା ତାଲିବାନ ଶେଖ ଅବଦୁଲ ବାକି ହକାନୀଙ୍କୁ ଆଫଗାନିସ୍ତାନର ଉଚ୍ଚଶିକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରିଛି। କ୍ଷମତା ଦଖଲ ପରେ…

ବିବାହ ମଣ୍ଡପରେ ବର-କନିଆଁଙ୍କ…

ନୂଆଦିଲ୍ଲୀ: ନିଜ ବିବାହକୁ ସ୍ମରଣୀୟ କରିବାକୁ ବର-କନିଆଁ ସବୁ ବେଳେ କିଛି ନୂଆ ପ୍ରୟାସ କରିଥାନ୍ତି। ଏଥିସହ ବିବାହ ପୂର୍ବରୁ କିଭଳି ସ୍ଲିମ ଏବଂ ଫିଟ୍‌ ରହିବେ ସେଥିପାଇଁ ମଧ୍ୟ ତତ୍ପର ଥାଆନ୍ତି। କିନ୍ତୁ ଏଭଳି ଏକ ବର-କନିଆଁ ଯିଏ ବିବାହ ମଣ୍ଡପ ଉପରେ ଫିଟ୍‌ ରହିବା ପାଇଁ ଉଦ୍ୟମ କରୁଥିବା ଦେଖିବାକୁ…

ସେପ୍ଟେମ୍ବର ୧ରୁ ସୁପ୍ରିମକୋର୍ଟରେ…

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧ରୁ ସୁପ୍ରିମକୋର୍ଟରେ ହେବ ଅଫ୍‌ଲାଇନ ଶୁଣାଣି। କୋଭିଡ ସ୍ଥିତି ଯୋଗୁ ଦୀର୍ଘ ଦିନ ଧରି ସର୍ବୋଚ୍ଚ ଅଦାଲତରେ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି ହୋଇ ଆସୁଥିଲା। ସେପ୍ଟେମ୍ବର ୧ରୁ ସୁପ୍ରିମକୋର୍ଟରେ ସ୍ବାଭାବିକ ଶୁଣାଣି ହେବ। ଭର୍ଚୁଆଲ ଶୁଣାଣି ନେଇ ଓକିଲ ମାନଙ୍କୁ…