Odisha Link
Bridging the Missing Links in Odisha

ଆଜିଠୁ ରାଜଧାନୀରେ ସେରୋ ସର୍ଭେ

ଭୁବନେଶ୍ୱର: ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ହେବ ସେରୋ ସର୍ଭେ। ମଙ୍ଗଳବାର ଓ ବୁଧବାର ସେରୋ ସର୍ଭେ ଜାରି ରହିବ। ବିଏମ୍‌ସି ପକ୍ଷରୁ ୫ଟି ଓ୍ୱାର୍ଡରେ ସେରୋ ସର୍ଭେ କରାଯିବ।

ଆଜି ଓ ଆସନ୍ତା କାଲି ସେରୋ ସର୍ଭେ କରାଯିବ। ଆଇସିଏମଆର ଅନୁରୋଧ କ୍ରମେ ଵିଏମସି ପକ୍ଷରୁ ୫ଟି ୱାର୍ଡରେ ଏହି ସର୍ଭେ କରାଯିବ। ବିଏମସି ଅନ୍ତର୍ଗତ ୩ଟି ଜୋନର ୮, ୧୫, ୩୨ ୪୧ଓ ୬୩ ନମ୍ବର ୱାର୍ଡରେ ସେରୋ ସର୍ଭେ ହେବ। ଏଥିପାଇଁ ୫ଟି ଟିମ୍ ଗଠନ କରାଯାଇଛି। ଶିଶୁଙ୍କ ସମେତ ବିଭିନ୍ନ ବୟସ ବର୍ଗର ପ୍ରତି ୱାର୍ଡରେ ଅନ୍ୟୁନ ୨୦୦ ଜଣଙ୍କ ନମୁନା ସଂଗ୍ରହ କରାଯିବ। ଏନେଇ ବିଏମସି ପକ୍ଷରୁ ନିର୍ଦେଶ ଜାରି ହୋଇଛି।

Leave A Reply

Your email address will not be published.