Odisha Link
Bridging the Missing Links in Odisha

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ବଢ଼ିବାରେ ଲାଗିଛି ବ୍ରାଉନସୁଗାର କାରବାର। ବି-ଟେକ୍ ଛାତ୍ର ବି ଏଥିରେ ମାତିଛନ୍ତି। ଖୋର୍ଦ୍ଧା କୁମାରବସ୍ତରୁ ୧କେଜି ୩୪ଗ୍ରାମ ବ୍ରାଉନସୁଗାର ଜବତ। ଏହି ମାମଲାରେ ଜଣେ ବି.ଟେକ ଛାତ୍ର ମନୋରଞ୍ଜନ ଦାସ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧କୋଟି ଟଙ୍କାରୁ ଅଧିକ।

କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ବର୍ତ୍ତମାନ ସୁଦ୍ଧା ୩୯କେଜି ବ୍ରାଉନସୁଗାର ଜବତ କରିଛି। ଏଥିସହ ୮୬କୁଇଣ୍ଟାଲ ୮୧କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୧୦୦ରୁ ଅଧିକ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍।

Leave A Reply

Your email address will not be published.