Odisha Link
Bridging the Missing Links in Odisha
Daily Archives

September 11, 2021

ପୂରଣ ହେଲା ନୀରଜଙ୍କର ଆଉ ଏକ ସ୍ୱପ୍ନ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କର ଆଉ ଏକ ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇଛି। ନିଜ ମାତାପିତାଙ୍କୁ ଫ୍ଲାଇଟରେ ବସାଇବା ନୀରଜଙ୍କର ସ୍ୱପ୍ନ ଥିଲା। ଏବେ ନୀରଜଙ୍କ ନିଜ ମାତାପିତାଙ୍କୁ ବିମାନରେ ଯାତ୍ରା କରାଇଛନ୍ତି। ଏନେଇ ନୀରଜ ଶନିବାର ସୋଶାଲ ମିଡିଆରେ ସୂଚନା…

ବିଷ ପିଇ ଆତ୍ମହତ୍ୟା କଲେ ଦମ୍ପତି

ଗଞ୍ଜାମ: ବିଷ ପିଇ ଆତ୍ମହତ୍ୟା କଲେ ଦମ୍ପତି। ପାରିବାରିକ କଳହ କାରଣରୁ ଆତ୍ମହତ୍ୟା କଲେ ଦମ୍ପତି। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡାମାରି ଭଞ୍ଜ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ପାଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ନିର୍ଭୟା ମାମଲାର ପୁନରାବୃତ୍ତି:…

ମୁମ୍ବାଇ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ପୁନରାବୃତ୍ତି। ମୁମ୍ବାଇର ସାକିନାକା ଅଞ୍ଚଳରେ ଜଣେ ଦୁଷ୍କର୍ମ ପିଡିତା ଚିକିତ୍ସାଧିନ ଅବସ୍ଥାରେ ଶନିବାର ଦିନ ମୃତ୍ୟୁ ବରଣ କରିଛନ୍ତି। ୩୨ ବର୍ଷୀୟ ଏହି ପିଡିତା ଜଣକ ରାଜାବାଡି ହସ୍ପିଟାଲ୍ ଘାଟକୋପରରେ ଚିକିତ୍ସିତ ହେଉଥିଲେ। ଏନେଇ ହସ୍ପିଟାଲ୍ ପକ୍ଷରୁ ସ୍ପଷ୍ଟ…

ଇସ୍ତଫା ଦେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ଇସ୍ତଫା ଦେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ। ଆଜି ଦ୍ୱିପହରରେ ରୁପାଣୀ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି। ଇସ୍ତଫା ପତ୍ର ଦେବା ପରେ ରୁପାଣୀ ବିଜେପି ନେତୃତ୍ୱକୁ ଧନ୍ୟବାଦ ଜଣାଇଛନ୍ତି। ସେ ପାଞ୍ଚ ବର୍ଷ ଧରି ବିଜେପିର ମୁଖ୍ୟମନ୍ତ୍ରୀ ଥିଲେ। ଇସ୍ତଫା ଦେଇଥିଲେ…

୨୦ରୁ ୨୨ ପ୍ରତିଶତଙ୍କ କ୍ଷେତ୍ରରେ କାମ…

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା ବେଳେ ଟିକାଦାନ ଜାରି ରହିଛି। ରାଜ୍ୟରେ ପ୍ରାୟ ୭୦-୮୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଟିକା କାମ ଦେଉଛି। ହେଲେ ୨୦ରୁ ୨୨ ପ୍ରତିଶତଙ୍କ। କ୍ଷେତ୍ରରେ ଏହା କାମ ଦେଉନି। ଜେନମ ସିକୁଏନସିଂ ବିଶ୍ଳେଷଣ ଆଧାରରେ ଏପରି ସୂଚନା ଦେଇଛନ୍ତି ILS…

ବର୍ଷାରେ ଦିଲ୍ଲୀ ବିମାନବନ୍ଦର ପାଲଟିଲା…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୪୬ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା। ପ୍ରବଳ ବର୍ଷାର ପ୍ରଭାବ ରାସ୍ତାଘାଟ ସହ ଦିଲ୍ଲୀ ବିମାନବନ୍ଦରରେ ମଧ୍ୟ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଦିଲ୍ଲୀ ବିମାନବନ୍ଦରରେ ଅଧିକ ବର୍ଷା କାରଣରୁ ବିମାନବନ୍ଦରରେ ଗୋଳିଆ ପାଣି ପଶିଯାଇଥିଲା, ଯାହାର ଫଟୋ ଏବଂ ଭିଡିଓ ଏବେ…

ଚିନ୍ତା ବଢ଼ାଉଛି ଛୁଆ ଆକ୍ରାନ୍ତଙ୍କ…

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ। ଦୈନିକ ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଛି। ହେଲେ ଚିନ୍ତା ବଢ଼ାଉଛି ୧୮ ବର୍ଷରୁ କମ୍ ବର୍ଗର ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୩୬୮ ଜଣ କ୍ବାରାଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ…

ଆଜି ନୂଆଁଖାଇ: ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ। ଏଥିପାଇଁ ସାରା ପଶ୍ଚିମ ଓଡିଶା ଚଳଚଞ୍ଚଳ। ଘରବାହୁଡା ପାଇଁ ରେଳ ଷ୍ଟେସନରୁ ଆରମ୍ଭ କରି ବସଷ୍ଟାଣ୍ଡ ଯାଏ ସବୁଠି ଯାତ୍ରୀଙ୍କ ନାହିଁନଥିବା ଭିଡ। ସେପଟେ ସବୁ ଘର ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ପୂରି ଉଠିଛି। ଦୀର୍ଘ ଦିନ ପରେ ଆପଣାର…

ବଙ୍ଗପୋସାଗରରେ ଲଘୁଚାପ, କାଲିଠୁ ପ୍ରବଳ…

ଭୁବନେଶ୍ବର: ବଙ୍ଗପୋସାଗରରେ ଲଘୁଚାପ। ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ପୂର୍ବ କେନ୍ଦ୍ରୀୟ ଏବଂ ତତ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହା ପ୍ରଭାବରେ ରବିବାରଠାରୁ ରାଜ୍ୟରେ ବର୍ଷା ବଢ଼ିଯିବ।…