Odisha Link
Bridging the Missing Links in Odisha
Daily Archives

September 16, 2021

ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଆଉ ଜଣେ…

ଚାନ୍ଦିପୁର: ଚାନ୍ଦିପୁର ଡିଆରଡିଓର ତଥ୍ୟ ଲିକ ଘଟଣାରେ ଆଉ ଏକ ବଡ଼ ଖବର ସାମନାକୁ ଆସିଛି। ଏହି ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିବାବେଳେ ଆଜି ଏକ ତଦନ୍ତକାରୀ ଟିମ ବାଲେଶ୍ୱରକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ମାମଲାରେ ଆଉ ଜଣକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ସଚିନ…

ଗିରଫ ହେଲେ ସ୍ୱିଗି ବୟ

ଭୁବନେଶ୍ୱର: ଗିରଫ ହେଲା ସ୍ୱିଗିବୟ ଚିକୁନ। ଆଜି ଧଉଳି ପୁଲିସ ତାକୁ ଗିରଫ କରିଛି। ମିଛ ଅପହରଣର ଭ୍ରମ ସୃଷ୍ଟି କରିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି। ମଧ୍ୟପ୍ରଦେଶରେ ପ୍ରେମିକ ସହ ଧରାପଡ଼ିବା ପରେ ଆଜି ଉଭୟଙ୍କୁ ଓଡ଼ିଶା ଅଣାଯାଇଥିଲା। ତେବେ ତାଙ୍କ ପ୍ରେମିକା କହିଛନ୍ତି ମୁଁ ମୋ ଇଚ୍ଛାରେ ଯାଇଥିଲି…

ନୁସରତଙ୍କ ପୁତ୍ରର ବାପାଙ୍କ ନାଁ ଉପରୁ…

ନୂଆଦିଲ୍ଲୀ: ନିକଟରେ ଏକ ପୁତ୍ରା ସନ୍ତାନର ମା’ ହୋଇଛନ୍ତି ତ୍ରୁଣମୂଳ ସାଂସଦ ନୁସରତ ଜାହାଁ । ସେ ଗର୍ଭବତୀ ହେବା ଦିନ ଠାରୁ ଛୁଆ ଜନ୍ମ ହେବା ଯାଏଁ ତାଙ୍କ ଛୁଆର ବାପା କିଏ ବୋଲି ଚର୍ଚ୍ଚା ହୋଇ ଆସିଛି। ଛୁଆର ବାପା କିଏ ସେ କେବେ କହିନଥିବା ବେଳେ ସେ ସିଙ୍ଗିଲ ମଦର ହେବେ ବୋଲି ସର୍ବସମ୍ମୁଖରେ କହିଥିଲେ।…

ପିପିଲି ଉପନିର୍ବାଚନ: ୨୦ରୁ ପ୍ରଚାର କରିବ…

ପିପିଲି: ପିପିଲି ଉପନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ। ତେବେ ଆସନ୍ତା ୨୦ରୁ ୨୮ ପର୍ଯ୍ୟନ୍ତ ପିପିଲିରେ ବିଜେଡି ପକ୍ଷରୁ ପ୍ରଚାର କରାଯିବ। ଆଜି ବିଜେଡିର ଏକ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ। ସେ କହିଛନ୍ତି ଯେ, ଆସନ୍ତା ୨୦ରୁ ୨୮ ତାରିଖ…

ଇସ୍ତଫା ଦେଲେ ଗୁଜୁରାଟ ବିଧାନସଭା…

ଗୁଜୁରାଟ: ପଦାରେ ପଡିଛି ଗୁଜୁରାଟ ବିଜେପିର କନ୍ଦଳ। ବିଜୟ ରୂପାଣୀଙ୍କ ଇସ୍ତଫା ପରେ ଗୁଜୁରାଟ ବିଜେପିରେ କନ୍ଦଳ। ଭୂପେନ୍ଦ୍ର ପଟେଲ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆଜି ମନ୍ତ୍ରୀମଣ୍ଡଳର ଅନ୍ୟ ମନ୍ତ୍ରୀମାନେ ଶପଥ ନେବେ। ଏହା ପୂର୍ବରୁ ଗୁଜୁରାଟ ବିଧାନସଭାର ବାଚସ୍ପତି ତଥା ବିଜେପି ବିଧାୟକ…

ଏନ୍‌କାଉଣ୍ଟର ଧମକକୁ ୨୪ ଘଣ୍ଟା ନପୁରୁଣୁ…

ହାଇଦ୍ରାବାଦ: ଏନ୍‌କାଉଣ୍ଟର ଧମକକୁ ୨୪ ଘଣ୍ଟା ନପୁରୁଣୁ ଅଭିଯୁକ୍ତ ମୃତ। ହାଇଦ୍ରାବାଦର ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତର ମୃତଦେହ ରେଳ ଲାଇନରୁ ମିଳିଛି । ୬ ବର୍ଷୀୟ ବାଳିକାକୁ ‘ଦୁଷ୍କର୍ମ ଓ ହତ୍ୟା’ରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଶବ ଆଜି ସକାଳେ ରେଳଧାରଣା ଉପରୁ ମିଳିଛି। ଅଭିଯୁକ୍ତ ଦୌଡ଼ି…

ଚାଲିଛି ଏମାର ମଠର ଯାଞ୍ଚ

ପୁରୀ: ପୁରୀ ପ୍ରଶାସନ ପକ୍ଷରୁ ଚାଲିଛି ଏମାର ମଠର ଯାଞ୍ଚ। ମେଟାଲ ଡିଟେକ୍ଟର ସାହାର୍ଯ୍ୟରେ ମଠର ବିଭିନ୍ନ ସ୍ଥାନକୁ ଯାଞ୍ଚ କରାଯାଉଛି। ମଠରେ ଆଉ ରୁପା ଇଟା ଅଛି କି ନାହିଁ, ସେନେଇ ଯାଞ୍ଚ ଚାଲିଛି। ଯାଞ୍ଚ କାର୍ଯ୍ୟରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଛି। ଜିଲ୍ଲାପାଳ,…

ଘୂର୍ଣ୍ଣିବଳୟ: ୧୯ ଓ ୨୦ରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା କ୍ରମଶଃ ପଶ୍ଚିମ, ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୮ ତାରିଖରେ ଉତ୍ତର ଓଡ଼ିଶା ଉପକୂଳରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହେବ। ଏହା ବେଶି ଘନିଭୂତ ହେବାର ସମ୍ଭାବନା…

ଖୋଲିଲା ହୀରାକୁଦର ୨୮ଟି ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଫଳରେ ହୀରାକୁଦରେ ଏବେ ଜଳସ୍ତର ବଢିବାର ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ୨୪ଟି ଗେଟ୍‌ ଜଳ ନିଷ୍କାସନ ହେଉଥିବା ବେଳେ ଏବେ ଆଉ ୪ଟି ଗେଟ୍‌ ଖୋଲାଯାଇଛି। ମୋଟ ୨୮ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍ପାସନ ହେଉଛି। ୨୮ଟି ଗେଟ୍ ଦେଇ ହୀରାକୁଦ…

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ: ଆସନ୍ତାକାଲି…

କଟକ: ହାଇକୋର୍ଟରେ ଶେଷ ହୋଇଛି ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ ମାମଲାର ଶୁଣାଣି। ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ। ତେବେ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ବାଲୁବଜାର ପୂଜା କମିଟି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ପୂଜା କମିଟି ଏସଆରସିଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ…