Odisha Link
Bridging the Missing Links in Odisha
Daily Archives

September 21, 2021

ସୁସ୍ଥ ହେଲା ମଞ୍ଜୁଳା

କଟକ: ସାପ କାମୁଡ଼ା ପରେ ବିଷ ଜ୍ୱଳାରେ ଛଟପଟ ହେଉଥିବା ମଞ୍ଜୁଳା ଏବେ ସୁସ୍ଥ ହୋଇଛି। ୪ ମାସ ପୂର୍ବେ ଗୁରୁତର ହୋଇପଡ଼ିଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟର ୯ ବର୍ଷୀୟା ନାବାଳିକା ମଂଜୁଳା ମୁହଁରେ ଶେଷରେ ଫୁଟିଛି ହସ। କଟକ ବଡ ମେଡିକାଲର ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ନୂଆ ଜୀବନ ପାଇପାରିଛି…

ରାଜ୍ୟରେ ବ୍ଲାକ୍ ଫଙ୍ଗସ୍‌ରେ ୨୯ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନାର ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଏହାର ପ୍ରକୋପ ସମ୍ପୂର୍ଣ୍ଣ ଥମିନି। ଏହାରି ମଧ୍ୟରେ ରାଜ୍ୟରେ ବ୍ଲାକ୍ ଫଙ୍ଗସରେ ୨୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୧୨ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ ହୋଇସାରିଛନ୍ତି। ସେମାନଙ୍କ ମଧ୍ୟରୁ ୧୦୯ ଜଣ ରୋଗୀ ହସ୍ପିଟାଲରେ…

ଗୋଆବାସୀଙ୍କୁ କେଜ୍ରିୱାଲଙ୍କ ୭…

ଗୋଆ: ଆଗାମୀ ନିର୍ବାଚନ ପାଇଁ ଗୋଆବାସୀଙ୍କୁ କେଜ୍ରିୱାଲଙ୍କ ନୂଆ ପ୍ରତିଶ୍ରୁତି। ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ କେଜ୍ରିୱାଲଙ୍କ ଆପ୍‌ ଅଣ୍ଟା ଭିଡ଼ିଛି। ଆଜି ଏଥିପାଇଁ କେଜ୍ରିୱାଲ ଗୋଆ ଗସ୍ତ କରି ରାଜ୍ୟବାସୀଙ୍କୁ ୭ଟି ପ୍ରତିଶ୍ରୁତି ଦେଇଛନ୍ତି। ପଞ୍ଜାବ ଓ ଉତ୍ତରାଖଣ୍ଡ ଭଳି ଗୋଆରେ ଆପ୍‌…

ରାଜଧାନୀରୁ ୫୫ କେଜି ଗଞ୍ଜେଇ ଜବତ

ଭୁବନେଶ୍ବର: ରାଜଧାନୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ। ଏନେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଯୁବକଙ୍କ ନାମ ମାଧବା ଦିଗାଲ ବୋଲି ଜଣାପଡିଛି। ସୂଚନା ମୁତାବକ, ଗଞ୍ଜେଇ କାରବାର ନେଇ ଅକବାରୀ ନିକଟରେ ଖବର ରହିଥିଲା। ପୂର୍ବ ସୂଚନାନୁସାରେ ଅବକାରୀ ବିଭାଗ ବରମୁଣ୍ଡା…

ଗିରଫ ଭୟରେ ନଦୀକୁ ଡେଇଁ ଚାଲିଗଲା ଜୀବନ

ବାଲେଶ୍ୱର: ଗିରଫ ଭୟରେ ନଦୀକୁ ଡେଇଁ ପଡ଼ିଲେ ମଦ ବେପାରୀ। ହେଲେ ପାଣିରେ ଚାଲିଗଲା ଜୀବନ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଶ୍ରୀଜଙ୍ଗ ଗାଁରେ। ଗତକାଲି ସନ୍ଧ୍ୟାରେ ୪ ଜଣ ଦେଶୀ ମଦ ବ୍ୟବସାୟୀ ମଟୋର ସାଇକେଲରେ ମଦ ନେଇ ଯାଉଥିବା ନେଇ ଅବକାରୀ ବିଭାଗ ଖବର ପାଇ ପିଛା କରିଥିଲା। ଏହି…

ଫୁଡ୍ ସେଫ୍ଟି ଇଣ୍ଡେକ୍ସରେ ଚତୁର୍ଥ…

ନୂଆଦିଲ୍ଲୀ: ଭାରତୀୟ ମାନେ ଖାଇବା ଓ ଖୁଆଇବାରେ ସବୁଠାରୁ ଆଗରେ। ଦେଶରେ ଅନେକ ଭାଷାଭାଷୀ ଲୋକ ବାସ କରୁଥିବା ବେଳେ ପରମ୍ପରା ଅନୁସାରେ, ଅନେକ ପ୍ରକାରର ବ୍ୟଞ୍ଜନ  ତିଆରି କରିଥାନ୍ତି। ତେବେ ଭଲ ତଥା ଉଚ୍ଚ ଗୁଣବତ୍ତାର ଖାଦ୍ୟ ଗ୍ରହଣ କରିବା ମଧ୍ୟ ଜରୁରୀ। କାରଣ ସୁସ୍ୱାଦୁ ଖାଦ୍ୟ ଖାଇବା ସହିତ ଶରୀରର ଧ୍ୟାନ…

ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ବଡ଼ ଖୁଲାସା

ଚାନ୍ଦିପୁର: ଚାନ୍ଦିପୁର ପ୍ରତିରକ୍ଷା ଘାଟିରେ ଗୁପ୍ତ ତଥ୍ୟ ଲିକ ଘଟଣା। ଗିରଫ ଅଭିଯୁକ୍ତଙ୍କୁ ଜେରା କରି ଅନେକ ଚାଞ୍ଚଲ୍ୟକର ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ଭାରତୀୟ ପ୍ରତିରକ୍ଷା ବିଭାଗର ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍‌ ଏବ˚ ଅନ୍ୟ କ୍ଷେପଣାସ୍ତ୍ର ସମ୍ପର୍କିତ ଗୋପନୀୟ ତଥ୍ୟ ପାକିସ୍ତାନ…

ବଢିଲା ଭାରତୀୟ ଘରୋଇ କ୍ରିକେଟରଙ୍କ ଦରମା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରଙ୍କ ପାଇଁ ବିସିସିଆଇର ବଡ଼ ଘୋଷଣା। କରୋନା କାଳରେ ଭାରତୀୟ ଘରୋଇ କ୍ରିକେଟରଙ୍କ ପାରିଶ୍ରମିକ ବଢାଇଛି ବିସିସିଆଇ। ଏଣିକି ବରିଷ୍ଠ ଘରୋଇ କ୍ରିକେଟରଙ୍କ ପାଇଁ ପ୍ରତି ମ୍ୟାଚ୍ ପିଛା ପାରିଶ୍ରମିକ ୬୦ ହଜାର ଟଙ୍କା ଘୋଷଣା କରିଛି ବୋର୍ଡ। କିନ୍ତୁ ଏହି ବରିଷ୍ଠ ଖେଳାଳି ସର୍ବନିମ୍ନ…

ଆତଙ୍କବାଦୀଙ୍କ ଆକ୍ରମଣ ଆଶଙ୍କା, ଉରିରେ…

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଆକ୍ରମଣ ଆଶଙ୍କା। ବିପୁଳ ଅସ୍ତ୍ରଶସ୍ତ୍ର ସହ ଭାରତରେ ପ୍ରବେଶ କରିବା ଲାଗି ଆତଙ୍କବାଦୀଙ୍କ ସବୁଠାରୁ ବଡ ଉଦ୍ୟମ। ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଜାମ୍ମୁ ଓ କାଶ୍ମୀରର ଉରି ସେକ୍ଟରରେ ବ୍ୟାପକ ସତର୍କତା। ଉରି ସେକ୍ଟରରେ ପ୍ରଥମ ଥର ଲାଗି ଇଣ୍ଟରନେଟ ଓ ମୋବାଇଲ ଫୋନ ସେବାକୁ…

୨୪ରେ ବାଇଡେନଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ । ଚଳିତ ମାସ ୨୪ରେ କ୍ୱାଡ ବୈଠକରେ ଏହି ଦୁଇ ନେତା ଯୋଗ ଦେବେ। ପୂର୍ବରୁ ଏହି ଦୁଇ ନେତା ଭର୍ଚୁଆଲ ମୋଡରେ ଅନେକ ବୈଠକ କରିସାରିଛନ୍ତି। ହେଲେ ଏବେ ମୋଦି ଏବଂ ବାଇଡେନ ଫେସ ଟୁ ଫେସ…