Odisha Link
Bridging the Missing Links in Odisha

୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭଦ୍ରକ: ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ। ଭଦ୍ରକ ଚାନ୍ଦବାଲି ରାଜ୍ୟପଥର ସରକାରନଗରଠାରୁ ପୋଲିସ ଏହି ବ୍ରାଉନସୁଗାର ଜବତ କରିଛି। ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ।

ଦୁଇ ଅଭିଯୁକ୍ତ ହେଲେ ଅଜୟ ପଢ଼ିଆରୀ ଓ କାଳନ୍ଦୀ ବେହେରା। ଉଭୟ ବ୍ରାଉନସୁଗାର ନେଇ ଯାଉଥିବା ବେଳେ ପୋଲିସ ଚେକିଂ ସମୟରେ ସନ୍ଦେହ ହେବାରୁ ପୋଲିସ ଯାଞ୍ଚ କରିଥିଲା। ତେବେ ପୋଲିସ ଦୁଇ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.