Odisha Link
Bridging the Missing Links in Odisha
Daily Archives

November 20, 2021

ଆନ୍ଧ୍ରପ୍ରଦେଶ ବନ୍ୟା: ୨୫ ମୃତ, ଶତାଧିକ…

ହାଇଦ୍ରାବାଦ: ଆନ୍ଧ୍ରପ୍ରେଦଶରେ ପ୍ରଳୟଙ୍କରୀ ବନ୍ୟାର ପ୍ରଭାବ ଜାରି ରହିଛି। ଏଯାଏଁ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ବ୍ୟକ୍ତି ଏବେ ବି ନିଖୋଜ ଅଛନ୍ତି। ବଙ୍ଗୋପସାଗରରେ ଲଗାତାର ଦୁଇଟି ଲଘୁଚାପ ପରେ ଆନ୍ଧ୍ରରେ ବର୍ଷା ବିତ୍ପାତ ପ୍ରବଳ ହୋଇଛି। ଧାର୍ମିକ ସହ ତିରୁପତି ସମ୍ପୂର୍ଣ୍ଣ ଜଳାଣ୍ଣବ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଉଭୟ ଜିଲ୍ଲାର ୧୦ ଲକ୍ଷ ଲେଖାଏଁ ଲୋକ ଏହି ସୁବିଧା ପାଇବେ। ଆଜିକୁ ମିଶାଇ ଏଯାବତ୍‌ ରାଜ୍ୟର ୧୫ଟି ଜିଲ୍ଲାର ଜନସାଧାରଣ…

ରାଜସ୍ଥାନ: ସମସ୍ତ ମନ୍ତ୍ରୀଙ୍କ ସମୁହ…

ଜୟପୁର: ରାଜସ୍ଥାନ ସରକାରରେ ବଡ଼ ପରିବର୍ତ୍ତନ ଆଶ କରାଯାଉଛି। କଂଗ୍ରେସ ନେତୃତ୍ବାଧୀନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାରେ ସମସ୍ତ ମନ୍ତ୍ରୀ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ହଠାତ ମନ୍ତ୍ରୀମାନଙ୍କ ସମୁହ ଇସ୍ତଫାର କାରଣ ଜଣାପଡ଼ିନାହିଁ। ତେବେ ଆଗକୁ କ୍ୟାବିନେଟ୍‌ ପୁନର୍ଗଠନ ଥିବା ବେଳେ ରାଜସ୍ଥାନ…

ସୂର୍ଯ୍ୟମଣି ମିଶ୍ରଙ୍କ ପ୍ରବନ୍ଧ ସଂକଳନ…

ଭୁବନେଶ୍ବର: ଗଣମାଧ୍ୟମ ବିକ୍ରି ହୋଇପାରେ, ନିର୍ଦ୍ଦିଷ୍ଟ ବିଚାରର ସମର୍ଥନ କରିପାରେ, କିନ୍ତୁ ସ୍ତମ୍ଭକାର ନୁହେଁ। ମୁକ୍ତ ଓ ମୌଳିକ ଚିନ୍ତା ମାଧ୍ୟମରେ ସମାଜରେ ଏକ ବିକଳ୍ପ ବିମର୍ଶର ସୂତ୍ରପାତ କେବଳ ସ୍ତମ୍ଭକାର କରିପାରିବ ବୋଲି ବରିଷ୍ଠ କବି ତଥା ଚିନ୍ତକ ହରପ୍ରସାଦ ଦାସ ମତବ୍ୟକ୍ତ କରିଛନ୍ତି। ବରିଷ୍ଠ…