୧୯ ବର୍ଷ ପରେ ଜେଲ୍ରୁ ନିର୍ଦ୍ଦୋଷରେ…
ବାରିପଦା: ଜେଲ୍ରେ ୧୯ ବର୍ଷର ଦଣ୍ଡ ଭୋଗିବା ପରେ ଜଣେ ବିଚାରାଧୀନ ବନ୍ଦୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ନ୍ୟାୟାଳୟ। ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନାର ବଳରାମପୁର ବାସିନ୍ଦା ହାବେଳି ସିଦ୍ଧୁଙ୍କ ବାରିପଦା ଜିଲ୍ଲା ଦୌରା ନ୍ୟାୟଧୀଶ ଶୁକ୍ରବାର ଦିନ ନିର୍ଦ୍ଦୋଷରେ ମୁକ୍ତି ଦେଇଛନ୍ତି।
ହାବେଳି ନିଜ…