Odisha Link
Bridging the Missing Links in Odisha
Daily Archives

December 21, 2021

ୟୁପିରେ ବିଜେପିର ଡବଲ ଇଞ୍ଜିନ ସରକାର…

ଉତ୍ତରପ୍ରଦେଶ: ଉତରପ୍ରଦେଶର ନାଗରିକଙ୍କ ଆଶୀର୍ବାଦ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ରହିଛି। ୟୁପିରେ ବିଜେପିର ଡବଲ ଇଞ୍ଜିନ ସରକାର ଲୋକଙ୍କ ଜୀବନଶୈଳିକୁ ପରିବର୍ତନ କରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ୟୁପିର ନିର୍ବାଚନ ପ୍ରଭାରୀ…

ପରିବେଶକୁ ସ୍ବଚ୍ଛ ରଖିବା ଦିଗରେ…

ଭୁବନେଶ୍ବର: ଗୋଟିଏ ପଟେ କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଅନ୍ୟ ପଟେ ଦ୍ରୁତ ଗତିରେ ପ୍ରଦୂଷିତ ହେବାରେ ଲାଗିଛି ଆମ ପରିବେଶ। ପରିବେଶ ପ୍ରଦୂଷିତ ହେବା ଦ୍ୱାରା ଜନସାଧାରଣ ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ପରିବେଶକୁ ସ୍ୱଚ୍ଛ ରଖିବା ଦିଗରେ…

ଜାଡ଼ରେ ଥରୁଛି ଓଡ଼ିଶା, ଶୀତରେ ଥରିବ ୭…

ଭୁବନେଶ୍ବର: ଜାଡ଼ରେ ଥରୁଛି ଓଡ଼ିଶା। ଏପରିକି ରାଜ୍ୟରେ ଆହୁରି ବଢ଼ିବ ଶୀତ ଲହରୀ। ଆସନ୍ତା ୫ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ ଶୀତ ଲହରୀ ପାଇଁ ଓ୍ବାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର। ଆସନ୍ତା ୨୪ଘଣ୍ଟାରେ ସୁନ୍ଦରଗଡ, ଝାରସୁଗୁଡା, ମୟୁରଭଞ୍ଜ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର…

ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ଭୁବନେଶ୍ବର: ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଏଣ୍ଟ୍ରି। ଅନ୍ୟପଟେ ରାଜଧାନୀ ଭୁବନେଶ୍ବରକୁ ପୁଣିଥରେ ଫେରିଲା କଣ୍ଟେନମେଣ୍ଟ ଜୋନ୍। ବମିଖାଲ ଜୟଦୁର୍ଗା ନଗର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ବିଏମସି। ବମିଖାଳ ଜୟଦୁର୍ଗା ଅଞ୍ଚଳରେ ଥିବା ପ୍ଲଟ୍‌ ନଂ ୧୩୦୩/ ୧୩୦୪ ଅଞ୍ଚଳରୁ ଏକାଧିକ…

ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଆଇନ…

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଆଇନ ବିଭାଗ ତରଫରୁ ଅନୁଷ୍ଠାନର ସଭାଗୃହରେ Informed Consent During Covid Pandamic: Medico- legal Perspective ବିଷୟକୁ ନେଇ ଏକ ଜାତୀୟ ସ୍ତରୀୟ ସେମିନାର ଆୟୋଜିତ ହୋଇଯାଇଛି। ଏହି ସେମିନାରରେ ମୁଖ୍ୟବକ୍ତା ଭାବେ ବନାରସ ହିନ୍ଦୁ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଭୁବନେଶ୍ବର: ଆଉ କିଛି ମାସ ପରେ ରାଜ୍ୟରେ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏହାକୁ ନଜରରେ ରଖି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାରା ରାଜ୍ୟର ଜିଲ୍ଲା ବୁଲି ବୁଲି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବା ପରେ ଏବେ ବଡ଼ ଘୋଷଣା କରିଛନ୍ତି…

ଅନୁଭବଙ୍କ ରାତିଅଧିଆ ପୋଷ୍ଟରେ ଜାଗ୍ରତି…

ଭୁବନେଶ୍ବର: ଅଭିନେତାରୁ ନେତା ସାଜିଥିବା ଅନୁଭବ ମହାନ୍ତିଙ୍କ ରାତି ଅଧିଆ ପୋଷ୍ଟକୁ ନେଇ ଚର୍ଚ୍ଚା ସରିନଥିବା ବେଳେ ତାଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କ କମେଣ୍ଟକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା। ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦ…

୨ ଜଣ ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର ଛୁ

ଭୁବନେଶ୍ବର: ଗୁରୁ-ଶିଷ୍ୟ ସମ୍ପର୍କରେ ପୁଣିଥରେ ଲାଗିଲା କଳଙ୍କ | ଟ୍ୟୁସନ୍‌ କରିବାକୁ ଆସୁଥିବା ଶିକ୍ଷକ ଦୁଇ ଛାତ୍ରୀଙ୍କୁ ଧରି ମାରିଲେ ଚମ୍ପଟ। ଏମିତି ଏକ ଅଭାବବନୀୟ ଖବର ଆସିଛି ରାଜଧାନୀ ଭୁବନେଶ୍ବରରୁ। ଦୁଇ ଦିନ ହେବ ଛୁ ମାରିଥିବା ନେଇ ହୋଇଛି ଅଭିଯୋଗ। ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର ଛୁ। ଜଣେ…

ଜେଲ୍‌ରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା…

ଭୁବନେଶ୍ବର: ଜେଲ୍‌ରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। ଦାଦାବଟି ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ସୋମବାର ସନ୍ଧ୍ୟାରେ ଜେଲରୁ ମୁକୁଳିଛନ୍ତି। ସୂଚନାଯୋଗ୍ୟ, ରାଜା ଆଚାର୍ଯ୍ୟ ୨୦୨୦ ଅକ୍ଟୋବର ମାସରେ ଗିରଫ ହେବା ପରେ ପୁଲିସ୍‌ ତାଙ୍କ ବିରୋଧରେ ଏନ୍‌ଏସ୍‌ଏ ଓ…

ଓଡ଼ିଶାରେ ‘ଓମିକ୍ରନ୍‌’, ୨…

ଭୁବନେଶ୍ବର: ଚିନ୍ତା ବଢ଼ାଇଲା କରୋନାର ନୂଆ ଭାରିଆଣ୍ଟ। ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଏଣ୍ଟ୍ରି। ଦୁଇ ବିଦେଶ ଫେରନ୍ତା ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଟକ ଓ ଖୋର୍ଦ୍ଧାର ୨ ଜର ପୁରୁଷ ଓମିକ୍ରନ୍‌ ଚିହ୍ନଟ ହୋଇଛନ୍ତି। ଜଣଙ୍କ ବୟସ ୪୧ ଓ ଆଉ ଜଣଙ୍କ ବୟସ ୪୩…