Odisha Link
Bridging the Missing Links in Odisha
Daily Archives

December 31, 2021

ସରିଲା ବର୍ଷର ଶେଷ କ୍ୟାବିନେଟ ବୈଠକ, ୯ଟି…

ଭୁବନେଶ୍ବର: ଶେଷ ହେଲା ବର୍ଷର ଶେଷ କ୍ୟାବିନେଟ୍‌ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ୯ଟି ପ୍ରସ୍ତାବ ଉପରେ ଲାଗିଲା ମୋହର। ୫ ମହାନଗରରେ ହେବ ଜାଗା ମିଶନ। ଏହାଦ୍ବାରା ୫ ମହାନଗରରେ ବସ୍ତି ବାସିନ୍ଦାଙ୍କୁ ଜାଗା ଯୋଗାଇବେ ସରକାର। ୯୩୮ଟି ବସ୍ତିର ୧ ଲକ୍ଷ ୯୦ ହଜାର…

ଭାରତରେ ଓମିକ୍ରନ୍‌ ନେଲା ପ୍ରଥମ ମୁଣ୍ଡ

ନୂଆାଦିଲ୍ଲୀ: ସାରା ବିଶ୍ବରେ କାୟା ବିସ୍ତାର କରିବାରେ ଲାଗିଛି କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌। ଏଥିସହିତ ଭାରତରେ ମଧ୍ୟ ଓମିକ୍ରନ୍‌ ଆତଙ୍କ ଦେଖିବାକୁ ମିଳିଛି। ଓମିକ୍ରନକୁ ନେଇ ଦେଶବାସୀ ଚିନ୍ତାରେ ଥିବାବେଳେ ଆସିଛି ବଡ଼ ଖବର। ଭାରରତରେ ଓମିକ୍ରନ୍ରେ ପ୍ରଥମ ମୃତ୍ୟୁ ଘଟିଥିବା ଖବର ଏବେ ସାମ୍ନାକୁ…

ଆଜି ଝାରସୁଗୁଡ଼ାରେ କିଶୋର କୁମାର…

ଝାରସୁଗୁଡ଼ା: ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗରର ବିଧାୟକ କିଶୋର କୁମାର ମହାନ୍ତି୍ଙ୍କ ଅନ୍ତିମ ସଂସ୍କାର ଆଜି ଅରାହ୍ନରେ ଅନୁଷ୍ଠିତ ହେବ। ଝାରସୁଗୁଡ଼ାର ଝାଡ଼େଶ୍ବର ମନ୍ଦିର ନିକଟସ୍ଥ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ରହିଛି। ଗତକାଲି ରାତିରେ ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ,…

ଉତ୍କଳ ବିଶ୍ୱବିଦ୍ୟାଳୟ: ସ୍ନାତକୋତ୍ତର…

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଆଇନ ବିଭାଗ ତରଫରୁ ଅନୁଷ୍ଠାନର ସଭାଗୃହରେ ଆଜି ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୋଆ ବିଶ୍ୱବିଦ୍ୟାଳୟର ଆଇନ ବିଭାଗ ପ୍ରଫେସର ଡ. ପ୍ରବୀର କୁମାର ପଟ୍ଟନାୟକ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆଇନ ବିଭାଗର…

ଆଜି ବର୍ଷର ଶେଷ କ୍ୟାବିନେଟ

ଭୁବନେଶ୍ବର: ଆଜି ଅନୁଷ୍ଠିତ ହେବ ୨୦୨୧ ବର୍ଷର ଶେଷ କ୍ୟାବିିନେଟ୍‌ ବୈଠକ। ଆଜି ଦିନ ସାଢ଼େ ୧୨ ଟା ସମୟରେ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବ ବୈଠକ। ନବୀନ ପଟ୍ଟନାୟକ ଭର୍ଚ୍ୟୁଆଲ ମୋଡରେ ବୈଠକରେ ଯୋଗଦେବେ। ବୈଠକରେ ପଞ୍ଚାୟତିରାଜ…