Odisha Link
Bridging the Missing Links in Odisha
Daily Archives

January 4, 2022

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ…

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନିଜର ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନମୋହନ ରେଡ୍ଡୀଙ୍କୁ ସାକ୍ଷାତ୍‌ କରିବା ସହ ଶିକ୍ଷା କ୍ଷେତ୍ର ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା…

ରାତିପାହିଲେ ମାଟ୍ରିକ୍‌ ସମେଟିଭ୍-୧…

ଭୁବନେଶ୍ବର: ରାତିପାହିଲେ ଆରମ୍ଭ ହେବ ଦଶମ ଶ୍ରେଣୀ ସମେଟିଭ୍‌-୧ ପରୀକ୍ଷା। ଜାନୁଆରୀ ୫ରୁ ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଆଗକୁ ତୃତୀୟ ଲହର…

ପଞ୍ଚଭୂତରେ ବିଲୀନ ହେଲେ ଶତାୟୁ ସାମରିକ…

ପୁରୀ: ପଞ୍ଚଭୂତରେ ବିଲୀନ ହେଲା ଓଡ଼ିଶାର ସୁପୁତ୍ର ଶତାୟୁ ସାମରିକ ଅଧିକାରୀ ଭାଇସ ଆଡମିରାଲ ଏସ୍. ଏଚ୍ ଶର୍ମାଙ୍କ ପାର୍ଥିବ ଶରୀର। ଆଜି ପୁରୀ ସ୍ବର୍ଗଦ୍ବାରରେ ସମାପ୍ତ ହୋଇଛି ଅନ୍ତେଷ୍ଟି କ୍ରିୟା। ଆଜି ସ୍ବର୍ଗତ ଶର୍ମାଙ୍କ ପାର୍ଥିବ ଶରୀର ପୁରୀ ସ୍ବର୍ଗଦ୍ବାରରେ ପହଁଞ୍ଚିବା ପରେ ସେଠାରେ ଜିଲ୍ଲା…

୧୦ ଦିନ ମଧ୍ୟରେ କୋଭିଡ ହସ୍‌ପିଟାଲ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୦ ଦିନ ମଧ୍ୟରେ…

ବ୍ରହ୍ମପୁର ବିବାହ ବିବାଦ: ହାଇକୋର୍ଟ…

ବ୍ରହ୍ମପୁର: ବ୍ରହ୍ମପୁର ବିବାହ ବିବାଦ ମାମଲାରେ ନୂଆ ଟ୍ବିଷ୍ଟ। କିଛି ସମୟ ପୂର୍ବରୁ ବିବାହ ବିବାଦରେ ଯବନିକା ପଡ଼ିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ କଥା ଏଥର ଏବେ ହାଇକୋର୍ଟ ଯିବ। ଅର୍ଥାତ୍‌ ଜିଲ୍ଲା ଜଜ୍‌ଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ଡାକ୍ତର ସୁମିତ୍। ଏନେଇ ସୂଚନା ଦେଇଛନ୍ତି ସୁମିତଙ୍କ…

ଭୁବନେଶ୍ବର ମାର୍କେଟ୍‌ ବିଲ୍ଡିଂ ବନ୍ଦ

ଭୁବନେଶ୍ବର: ଭୁବନେଶ୍ବରରେ ଥିବା ମାର୍କେଟ୍‌ ବିଲ୍ଡିଂ ବନ୍ଦ। କରୋନା ସଂକ୍ରମଣକୁ ନଜରରେ ରଖି ବନ୍ଦ ହୋଇଛି ମାର୍କେଟ। ବରଂ ଉଠା ଦୋକାନୀଙ୍କୁ ଉଠାଇବା ଦାବିରେ ବନ୍ଦ ହୋଇଛି। ଜଣେ ଉଠାଦୋକାନୀ ମାର୍କେଟ୍ ବିଲଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଚମକ ଦେଇଥିଲେ। ଏହାକୁ ନେଇ ମାର୍କେଟ୍ ବିଲଡିଂ ପରିସରରେ…

ଦିଅରଙ୍କ ଲୁକରେ ଭାଉଜ ଫିଦା

ନୂଆଦିଲ୍ଳୀ: ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡର ଷ୍ଟାର ଭିକ୍କି କୌଶଲ ଓ ବଲିଉଡ ସୁନ୍ଦରୀ କ୍ୟାଟ୍ରିନା କୈଫ୍। ହେଲେ ବିବାହର କିଛିଦିନ ପରେ ଦିଅରଙ୍କ ଲୁକ୍‌ରେ ଫିଦା ଭାଉଜ କ୍ୟାଟ୍ରିନା। ଭିକି ଓ କ୍ୟାଟ୍ରିନା ହନିମୁନରୁ ଫେରିବା ପରେ ଭାଇ ଭାଉଜଙ୍କୁ ସ୍ବାଗତ କରିବା ପାଇଁ ଅନେକ ବ୍ୟବସ୍ଥା…

ବ୍ରହ୍ମପୁର ବିବାହ ବିବାଦ: ସୁମିତଙ୍କ ଘରେ…

ବ୍ରହ୍ମପୁର: ବ୍ରହ୍ମୁପର ବିବାହ ବିବାଦରେ ପଡ଼ିଲା ଯବନିକା। ବହୁ ଚର୍ଚ୍ଚା, ବାଦ ବିବାଦ ସହ ୪୪ ଦିନ ଧରି ଚାଲିଥିବା ଆଇନ୍‌ଗତ ଲଢ଼େଇରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଦୀର୍ଘଦିନ ପରେ ସଫଳ ହୋଇଛି ତପସ୍ବିନୀଙ୍କ ତପସ୍ୟା। ସ୍ବାମୀ ଡାକ୍ତର ସୁମିତ୍‌ ସାହୁ ଅର୍ଥାତ୍‌ ଶାଶୁ ଘରେ ରହିବେ ତପସ୍ବିନୀ। ଏନେଇ ଆଜି ରାୟ…

ରାଜଧାନୀକୁ ଫେରିଲା ସପ୍ତାହନ୍ତ କଟକଣା

ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ। କିଛିଦିନର ଅନ୍ତର ପରେ ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଯେଉଁଥିପାଇଁ ରାଜଧାନୀ ଦିଲ୍ଲୀରେ ଫେରିଛି ସପ୍ତାହନ୍ତ କଟକଣା। ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବେ ଦୈନିକ ସଂକ୍ରମଣ ବୃଦ୍ଧିପାଉଥିବାରୁ ଏହା ଉପରେ ରୋକ ଲଗାଇବାକୁ ଆଜି ଦିଲ୍ଲୀ…