Odisha Link
Bridging the Missing Links in Odisha
Daily Archives

January 9, 2022

ଜାନୁଆର ୧୦ରେ ପ୍ରେମ୍‌ ଆନନ୍ଦ ଗଜଲ…

ଭୁବନେଶ୍ବର: ରାଜ୍ୟର ପ୍ରତିଷ୍ଠିତ ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦଙ୍କ ଲିଖିତ ଓ ନିର୍ଦ୍ଦେଶିତ ୮ଟି ମନଛୁଆଁ ଗଜଲଧର୍ମୀ ସଂଗୀତକୁ ନେଇ ଓଡ଼ିଆ ମିଡିଆ ପକ୍ଷରୁ ଆସନ୍ତା ୧୦ ତାରିଖରେ ଆୟୋଜିତ ହେଉଛି "ପ୍ରେମ୍‌ ଆନନ୍ଦ ଗଜଲ ସଂଧ୍ୟା ୨୦୨୨"। ରବୀନ୍ଦ୍ର ମଣ୍ଡପ ପରିସରରେ ଆୟାଜିତ ହେବାକୁ ଥିବା ଏହି ଉତ୍ସବରେ…

ବର ବେଶରେ କଂଗ୍ରେସ ସାଂସଦ ! ସୋସିଆଲ…

ନୂଆଦିଲ୍ଲୀ: ଅଜବ ଗଜବ ମନ୍ତବ୍ୟ ଦେଇ ହେଉ ବା ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ଏବେ ପୁଣିଥରେ ସେ ଚର୍ଚ୍ଚାରେ। ଏଥର ଏକ ଫଟୋକୁ ନେଇ ସେ ଚର୍ଚ୍ଚାରେ। ନିକଟରେ ଏକ ନବବିବାହତ ଦମ୍ପତ୍ତିଙ୍କ ସହ ବର ବେଶ୍‌ରେ ସଜେଇ ହୋଇ ଶଶୀ ଥରୁର ପହଞ୍ଚିଥିଲେ। ଯାହାର ଫଟୋ ଏବେ…

୫ ରାଜ୍ୟରେ ବାଜିଲା ନିର୍ବାଚନ ବିଗୁଲ,…

ନୂଆଦିଲ୍ଲୀ: କରୋନା କାଳରେ ବାଜିଲା ନିର୍ବାଚନ ବିଗୁଲ। ଦେଶର ୫ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଗୋଆ, ପଞ୍ଜାବ, ଉତ୍ତର ପ୍ରଦେଶ, ମଣିପୁର ଓ ଉତ୍ତରାଖଣ୍ଡରେ ହେବ ବିଧାନସଭା ନିର୍ବାଚନ। ଏଥିପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁଣୀଲ ଚନ୍ଦ୍ରା। ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ…