Odisha Link
Bridging the Missing Links in Odisha
Monthly Archives

January 2022

୨୧ ତୋପ ସଲାମୀ ପରେ କାହିଁକି ଆରମ୍ଭ ହୁଏ…

ଓଏଲ୍‌ ବ୍ୟୁରୋ: ସାରା ଦେଶ ପାଳନ କରୁଛିି ୭୩ ତମ ସାଧାରଣତନ୍ତ୍ର ଦିବସ। ମହାମାରୀ କରୋନା କଟକଣା ମଧ୍ୟରେ ଦେଶର ପୁରପଲ୍ଲୀଠୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଧୁମଧାମରେ ପାଳନ କରାଯାଉଛି ଗଣତନ୍ତ୍ର ଦିବସ। ଐହି ଅବସରରେ ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।…

ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ମାନିତ ହେବେ…

ଭୁବନେଶ୍ବର: ଭାରତୀୟ ରାଜସ୍ବ ସେବା ଅଧିକାରୀ ସମର ନନ୍ଦଙ୍କୁ ସମ୍ଭାନିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। କେନ୍ଦ୍ର ସରକାରଙ୍କ ସୀମାଶୁଳ୍କ (କଷ୍ଟମ) ବିଭାଗରେ କାର୍ଯ୍ୟରତ ମୋଟ ୨୯ ଜଣ ଅଧିକାରୀଙ୍କୁ ରାଷ୍ଟ୍ରପତି ପ୍ରଶଂସା ପ୍ରମାଣପତ୍ର ପ୍ରଦାନ କରିବେ ବୋଲି ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି।…

୭ ଓଡ଼ିଆଙ୍କୁ ପଦ୍ମ ସମ୍ମାନ

ଓଏଲ୍‌ ବ୍ୟୁରୋ: ମଙ୍ଗଳବାର ଘୋଷଣା ହେଲା ବର୍ଷ ୨୦୨୨ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର। ପଦ୍ମ ବିଭୂଷଣ୪, ପଦ୍ମ ଭୂଷଣ ୧୭ ଓ ପଦ୍ମଶ୍ରୀ ପୁରସ୍କାର ପାଇଁ ୧୦୭ ଜଣ ମନୋନୀତ ହୋଇଛନ୍ତି। ଏହି ତାଲିକାରେ ୭ ଜଣ ଓଡ଼ିଆ ମଧ୍ୟ ଅଛନ୍ତି। ସାହିତ୍ୟ ପାଇଁ ଡକ୍ଟର ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିବ। ପାରା…

ବିଜେପିରେ ମିଶିଲେ କଂଗ୍ରେସର ଭେଟେରାନ୍‌…

ଓଏଲ୍‌ ବ୍ୟୁରୋ: ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ମଙ୍ଗଳବାର ଆୟୋଜିତ ମିଶ୍ରଣ ପର୍ବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ରତନଜିତ ପ୍ରତାପ ନାରାୟଣ ସିଂହଙ୍କୁ ଦଳରେ ସ୍ୱାଗତ କରିଛନ୍ତି ଉତରପ୍ରଦେଶ ନିର୍ବାଚନ ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ବଡ଼ ସମ୍ମାନ ପାଇବେ ସ୍ବର୍ଣ୍ଣ ପଦକ ବିଜେତା…

ଓଏଲ୍‌ ବ୍ୟୁରୋ: ଗୋଲ୍ଡନେ ବୟ ତଥା ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଷ୍ଟାରର ଆଥଲେଟ୍‌ ନୀରଜ ଚୋପ୍ରା ପାଇବେ ଆଉ ଏକ ବଡ଼ ସମ୍ମାନ। ପରମ ବିଶିଷ୍ଟ ସେବା ମେଡାଲ ପାଇବେ ନୀରଜ ଚୋପ୍ରା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ନୀରଜଙ୍କୁ ଏହି…

ଗଣତନ୍ତ୍ର ଦିବସ ପାଇଁ ଜାରି ହେଲା…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ସାରା ଦେଶ ପାଳନ କରିବ ଗଣତନ୍ତ୍ର ଦିବସ। କରୋନା କଟକଣା ମଧ୍ୟରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏଥିସହିତ ଆସନ୍ତାକାଲି ପାଇଁ ଅର୍ଥାତ୍‌ ଜାନୁଆରୀ ୨୬ ତାରିଖ ପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ନେଇ ଗାଇଡଲାଇନ୍‌…

ନୟାଗଡ଼ରୁ ୪ କୋଟିର ବ୍ରାଉନ୍‌ସୁଗର ଜବତ,…

ଓଏଲ୍‌ ବ୍ୟୁରୋ: ଏସ୍‌ଟିଏଫ୍‌ ଟିମ୍‌କୁ ବଡ଼ ସଫଳତା। ନୟାଗଡ଼ରେ ଗତକାଲି ରାତିରେ ଚଢ଼ାଉ କରି ପ୍ରାୟ ପାଖାପାଖୀ ୩କେଜିରୁ ଅଧିକ ବ୍ରାଉନସୁଗର ଓ ନଗଦ ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ଏସଟିଏଫ୍‌ ଟିମ୍। ଜବତ ହୋଇଥିବା ବ୍ରାଉନ୍‌ସୁଗରର ମୂଲ୍ୟ ୪ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବ ବୋଲି ଅନୁମାନ କରିଛି…

ହାତ ଛାଡ଼ି ପଦ୍ମ ଧରିବେ କଂଗ୍ରେସର…

ଓଏଲ୍‌ ବ୍ୟୁରୋ: ବାଜି ସାରିଛି ବିଗୁଲ। ଆଉ କିଛିଦିନର ଅନ୍ତର ପରେ ଉତ୍ତର ପ୍ରଦେଶରେ ହେବ ବିଧାନସଭା ନିର୍ବାଚନ। ଏହାପୂର୍ବରୁ ଉତ୍ତର ପ୍ରଦେଶ ରାଜନୀତିରେ ହଟଚମଟ। କାରଣ ଦଳଡିଆଁ ରାଜନୀତି ୟୁପିରେ ଜମୁଛି। ଏଥିସହିତ କଂଗ୍ରେସକୁ ଲାଗିବାକୁ ଯାଉଛି ଆଉ ଏକ ବଡ଼ ଝଟକା। କଂଗ୍ରେସର ଦିଗ୍ଗଜ ନେତା ଆରପିଏନ୍ ସିଂହ…

୫ ବର୍ଷର ଶିଶୁକୁ ଦୁଷ୍କର୍ମ, କଟକ…

ଓଏଲ୍‌ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀରେ ପୁଣି ଲଜ୍ଜା। ଦିନ ଦ୍ବିପ୍ରହରରେ ଟାଉନ୍‌ ଥାନା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରି ଦୁର୍ବୃତ୍ତ ଫେରାର। ଅନ୍ୟପଟେ ସଙ୍କଟାପନ୍ନ ଅବସ୍ଥାରେ କଟକକୁ ସ୍ଥାନାନ୍ତର ହୋଇଛନ୍ତି ନାବାଳିକା ଜଣକ। ଟାଉନଥାନା ପୁଲିସ ୧୮/ ୨୨ ନମ୍ବରରେ ଏକ ମାମଲା ରୁଜୁ କରି…

ମନ୍ଧାନାଙ୍କୁ ICCର ସର୍ବଶ୍ରେଷ୍ଠ…

ଓଏଲ୍‌ ବ୍ୟୁରୋ: ଭାରତୀୟ ମହିଳା କ୍ରିକେଟରଙ୍କୁ ଆଇସିସିର ସର୍ବଶ୍ରେଷ୍ଠ ପୁରସ୍କାର। ୨୦୨୧ ବର୍ଷ ପାଇଁ ଆଇସିସିର ଶ୍ରେଷ୍ଠ କ୍ରିକେଟର ଭାବେ ବିବେଚିତ ହୋଇଛନ୍ତି ଭାରତୀୟ ମହିଳା ଦଳର ଷ୍ଟାର କ୍ରିକେଟର ସ୍ମୃତି ମନ୍ଧନା। ଭାରତର ଏକମାତ୍ର ଖେଳାଳି ଭାବେ ମାନ୍ଧନା ୨୦୨୧ ବର୍ଷ ପାଇଁ ପୁରସ୍କାର ଜିତିଛନ୍ତି।…