Odisha Link
Bridging the Missing Links in Odisha
Monthly Archives

February 2022

ବଢ଼ିଲା କ୍ଷୀର ଦାମ, ଏବେ ଦେବାକୁ ପଡ଼ିବ…

ଓଏଲ୍‌ ବ୍ୟୁରୋ: କାଲିଠୁ ପୁଣିଥରେ ବଢ଼ିବ କ୍ଷୀର ଦାମ। ଅମୁଲ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଅମୁଲ କମ୍ପାନୀ। ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ପହିଲାରୁ ଏହି ବର୍ଦ୍ଧିିତ ଦର ସାରା ଦେଶରେ ଲାଗୁ ହେବ। ସୋମବାର ଅମୁଲ ବ୍ରାଣ୍ଡର ପରିଚାଳନା କରୁଥିବା ଗୁଜରାଟ ସହକାରୀ…

ରାଜନୈତିକ ସମାବେଶକୁ ହଁ, ହୋଲି ଖେଳକୁ ନା

ଓଏଲ୍‌ ବ୍ୟୁରୋ: ରାଜ୍ୟ ପାଇଁ ଭଲ ଖବର। କାରଣ ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର କମିବାରେ ଲାଗିଛି। ଏସବୁ ମଧ୍ୟରେ ଆସିଛି ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍। ଏଥିସହିତ ଅନଲକିଂ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଆଜି ରାଜ୍ୟ ସରକାର ଯେଉଁ ଗାଇଡଲାଇନ୍‌ ଜାରି କରିଛନ୍ତି ସେଥିରେ ଉଲ୍ଲେଖ…

ଧର୍ମେନ୍ଦ୍ରଙ୍କ ଜୋନ୍‌ରେ ହାରିଲା ବିଜେପି

ଅନୁଗୁଳ: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନିଜ ଅଞ୍ଚଳରେ ତାଙ୍କ ଦଳର ପ୍ରାର୍ଥୀ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି। ଗାଁ ଜୋନ୍‌ରେ ବିଜେପିକୁ ଜିତାଇବାକୁ ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦୁଳା ପ୍ରଧାନ ବହୁ କସରତ କରିଥିଲେ ବି ବିଜୁ ଜନତା ଦଳର ଲୋକପ୍ରିୟତା ଆଗରେ ସବୁ ଫିକା…

ଆଉ ନାହାନ୍ତି ଓଡ଼ିଶାର ପ୍ରଥମ ଆଦିବାସୀ…

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଓଡ଼ିଶାର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ୍‌ ନେତା ହେମାନନ୍ଦ ବିଶ୍ବାଳ। ମୃତ୍ୟୁବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ସେ ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର…

ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆଙ୍କ ପାଇଁ…

ଭୁବନେଶ୍ବର: ଯୁଦ୍ଧାକ୍ରାନ୍ତ ୟୁକ୍ରେନ୍‌ରେ ଫସି ରହିଥିବା ଓଡ଼ିଆଙ୍କ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର। ସେଠାରୁ ସୁରକ୍ଷିତ ଭାବରେ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ହେଲ୍ପଲାଇନ୍‌ ନମ୍ବର ଜାରି କରିଛନ୍ତି। ପ୍ରବାସୀଙ୍କୁ ଫେରାଇ ଆଣିବା ଲାଗି ଆବଶ୍ୟକ ସମସ୍ତ ଖର୍ଚ୍ଚ…

ରୋହିତ ଶର୍ମା କଲେନି କଲ୍‌, ସୋସିଆଲ…

ଓଏଲ୍‌ ବ୍ୟୁରୋ: ଓ୍ବେଷ୍ଟଇଣ୍ଡିଜକୁ ଧୂଳି ଚଟାଇବା ପରେ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଦମଦାର ଆରମ୍ଭ କରିଛି ହିଟ୍‌ ମ୍ୟାନ୍‌ଙ୍କ ସୁପର ଟିମ୍। ଶ୍ରୀଲଙ୍କର ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୬୨ ରନରେ ପରାସ୍ତ କରିଛି। ଯାହାକୁ ନେଇ ରୋହିତ…

ହାତ ଟେକି ଦେଲା ଆମେରିକା, ମହାଯୁଦ୍ଧରେ…

ଓଏଲ୍‌ ବ୍ୟୁରୋ: ଋଷ-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ମହାଯୁଦ୍ଧର ପ୍ରଥମ ଦିନରେ ହିଁ ବ୍ୟାକ୍‌ଫୁଟରେ ୟୁକ୍ରେନ୍। ଗୋଟିଏ ପଟେ ଋଷ ଲଗାତାର ଆକ୍ରମଣ। ଅନ୍ୟପଟେ ଧୋକାର ଶିକାର ହେଲା ୟୁକ୍ରେନ୍। ଯୁଦ୍ଧ ଚାଲଥିବା ବେଳେ ୟୁକ୍ରେନକୁ ଲାଗିଛି ବଡ଼ ଝଟକା। ଆମେରିକା ଓ ନାଟୋ ଏହି ଯୁଦ୍ଧରେ ୟୁକ୍ରେନ୍‌କୁ ସେନା ପଠାଇବ…

ମହାଯୁଦ୍ଧର ପ୍ରଥମ ଦିନରେ ୧୩୭ ମୃତ,…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇ ସାରିଛି ମହାଯୁଦ୍ଧ। ଗୁରୁବାରଠୁ ଋଷ-ୟୁକ୍ରେନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ମହାଯୁଦ୍ଧ ସାରା ବିଶ୍ବକୁ ଦୋହାଲାଇ ଦେଇଛି। ଋଷର ଆକ୍ରମଣ ଯୋଗୁଁ ୟୁକ୍ରେନ୍‌ର ରାଜଧାନୀ କିଭ୍‌ ସମେତ ବହୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋିଛି। ଏସବୁ ମଧ୍ୟରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲ୍‌ଦିମିର…

ବାଜିଲା ବିଗୁଲ, ଏହି ତାରିଖରୁ ଆରମ୍ଭ ହେବ…

ଓଏଲ୍‌ ବ୍ୟୁରୋ: ବାଜିଲା ଆଇପିଏଲ ବିଗୁଲ। ଘୋଷଣା ହେଲା ତାରିଖ। ଆଇପିଏଲର ୧୫ ତମ ସଂସ୍କରଣ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ। ଏନେଇ ଗୁରୁବାର ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତଥର ଏହି ମେଗା ଟୁର୍ଣ୍ଣାମେଣ୍ଟ ମୁୁମ୍ବାଇ ଓ ପୁନେର ୪ଟି ଷ୍ଟାଡିୟମରେ ଆୟୋଜିତ ହେବ। ଚଳିତ…

ପୋଲାଣ୍ଡ-ହଙ୍ଗେରୀ ସାଜିବେ ସେତୁବନ୍ଧ,…

ଓଏଲ୍‌ ବ୍ୟୁରୋ: ଋଷ-ୟୁକ୍ରେନ୍‌ ମଧ୍ୟରେ ଆରମ୍ଭ ହୋଇ ଯାଇଛି ମହାଯୁଦ୍ଧ। ୟୁକ୍ରେନ୍‌ ଉପରେ ଋଷର ଆକ୍ରମଣ। ଉଭୟ ଦେଶ ମଧ୍ୟରେ ଯୁଦ୍ଧ ସଙ୍କଟ ତୀବ୍ର ହୋଇଥିବା ବେଳେ ୟୁକ୍ରେନ୍‌ରେ ୭୦ଟି ମିଲିଟାରୀ ବେଶକୁ ଧ୍ୱଂଶ କରିଦେଇଛି ରୁଷ ସେନା। ପାଖାପାଖି ୧୧ଟି ଏୟାର ବେଶ ସହ ମୋଟ ୭୦ଟି ମିଲିଟାରୀ ବେଶକୁ ନଷ୍ଠ…