Odisha Link
Bridging the Missing Links in Odisha
Daily Archives

February 13, 2022

“କୋକୋଲି” ଚଳଚ୍ଚିତ୍ରର…

ଭୁବନେଶ୍ବର: ଆମ ସମାଜର ବିଭିନ୍ନ ବର୍ଗ ଓ ଗୋଷ୍ଠୀ ମଧ୍ୟରେ ସମନ୍ବୟର ଅଭାବ ରହିଛି। ସାହିତ୍ୟ କ୍ଷେତ୍ରର ବ୍ୟକ୍ତି ସିନେମା ବାବଦରେ ଆଗ୍ରହ ରଖୁନାହାନ୍ତି। ସିନେମା କରୁଥିବା ବ୍ୟକ୍ତି ସାହିତ୍ୟର ପାଖ ମାଡ଼ୁନାହାନ୍ତି। ସାହିତ୍ୟ ଓ ସିନେମା ଭିତରେ ସେତୁ ନିର୍ମାଣର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବରିଷ୍ଠ…

ଦେଶର ସବୁଠୁ ବଡ଼ ବ୍ୟାଙ୍କ୍‌ ଠକେଇ: ୨୮ଟି…

ଓଏଲ୍ ବ୍ୟୁରୋ: ଦେଶର ସବୁଠୁ ବଡ଼ ବ୍ୟାଙ୍କ୍‌ ଠକେଇ ସାମନାକୁ ଆସିଛି। ଗୁଜୁରାଟର ଏକ ଜାହାଜ ନିର୍ମାଣ କମ୍ପାନୀ ବିଭିନ୍ନ ବ୍ୟାଙ୍କ୍‌ରୁ ୨୨,୮୪୨ କୋଟି ଟଙ୍କା ଠକିନେଇଛି। ଶନିବାର ଦିନ ଏଭଳି ବଡ଼ ଧରଣର ଠକେଇ ସାମନାକୁ ଆସିବା ପରେ କମ୍ପାନୀ ନିର୍ଦ୍ଦେଶକଙ୍କ ନାମରେ ମାମଲା ରୁଜୁ କରିଛି ସିବିଆଇ। କମ୍ପାନୀର…

ସ୍କୁଲ ଯିବାକୁ କହିବାରୁ ଆତ୍ମହତ୍ୟା କଲେ…

ମାଲକାନଗିରି: କୋଭିଡ୍‌ କାରଣରୁ ପ୍ରାୟ ୨ ବର୍ଷ ଧରି ରାଜ୍ୟରେ ବିଦ୍ୟାଳୟ ବନ୍ଦ ଥିବାବେଳେ ଫେବ୍ରୁଆରୀ ୭ ତାରିଖରୁ ପୁଣି ଖୋଲିଛି। ତେବେ ସ୍କୁଲକୁ ଯିବା ପାଇଁ କହିବାରୁ ମାଲକାନଗିରି ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଭିମରାଙ୍ଗିରି ଗାଁରେ ଘଟିଛି…

ନୟାଗଡ଼ରେ ଛିଡ଼ୁଛି ବିଜେଡି ଭୋଟ୍: ଦଶପଲ୍ଲା…

ନୟାଗଡ଼: ନିରବଛିନ୍ନ ଭାବେ ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅରୁଣ କୁମାର ସାହୁ ୪ ଥର ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସଙ୍ଗଠନ ଓ ଦଳର ଭୋଟ୍‌ବ୍ୟାଙ୍କ୍‌କୁ ଏହା ସିଧାସଳଖ ପ୍ରଭାବିତ କରୁଛି। ସଂଗଠନ ଭିତରେ ନେତୃତ୍ବ ପ୍ରତି ଆସ୍ଥା କମୁଥିବା ବେଳେ ଦଳର ଭୋଟ ଭାଗ ମଧ୍ୟ ବେଳକୁ ବେଳ କମିଆସୁଛି। ପଡ଼ୋଶୀ…