Odisha Link
Bridging the Missing Links in Odisha
Daily Archives

February 14, 2022

ମମିତା ହତ୍ୟାକାଣ୍ଡ ମାମଲା: ଭିଡିଓ ଜାରି…

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ରାଜ୍ୟରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ। ହେଲେ ଏହାରି ପୂର୍ବରୁ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ୍‌ ଦାଖଲ କରିଛି ପୁଲିସ। ଦାଖଲ ଚାର୍ଜସିଟ୍‌ରେ ୨ ଜଣଙ୍କ ନାଁ ରହିଛି। ହେଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ…

ଜଗା ଦୁଆରୁ ହଟିଲା କଟକଣା, ଏଣିକି ବିନା…

ଓଏଲ୍‌ ବ୍ୟୁରୋ: ଭକ୍ତଙ୍କ ପାଇଁ ଖୁସିର ଖବର। ଭାବର ଠାକୁର କାଳିଆ ଦର୍ଶନ ପାଇଁ ଆଉ ଟିକେ କୋହଳ ହେଲା କଟକଣା। ଭକ୍ତଙ୍କ ପାଇଁ ଜଗା ଦୁଆର ଖୋଲାଅଛି। ହେଲେ ଯେଉଁ ଶ୍ରଦ୍ଧାଳୁଙ୍କ ପାଖେ କୋଭିଡ ସାର୍ଟିଫିକେଟ୍‌ ନଥିଲା ସେମାନେ ଜଗା ଦର୍ଶନରୁ ବଞ୍ଚିତ ହେଉଥିଲେ। ହେଲେ ଏବେ ବିନା ସାର୍ଟିଫିକେଟରେ ବି…

ନରସିଂହପୁର: ସରପଞ୍ଚ ପ୍ରାର୍ଥୀଙ୍କ ଘରକୁ…

କଟକ: ଆଉ ମାତ୍ର ଦୁଇଦିନ ପରେ ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ଆରମ୍ଭ ହେଉଥିବା ବେଳେ କଟକ ଜିଲ୍ଲା ନରସିଂହପୁର ନିର୍ବାଚନ ମଣ୍ଡଳିରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ଗତ ରାତିରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ରବିବାର ରାତିରେ କାଠଖୁଣ୍ଟୁ ପଞ୍ଚାୟତର ସରପଞ୍ଚ…

ମାଓ ପୋଷ୍ଟର ପାଖରୁ ଦୂରେଇ ରୁହ: କୋରାପୁଟ…

କୋରାପୁଟ: ମାଓ ପୋଷ୍ଟର ଦେଖିଲେ ଏହା ପାଖକୁ ନଯିବା ଲାଗି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି କୋରାପୁଟ ଜିଲ୍ଲା ପୁଲିସ ଅଧୀକ୍ଷକ ବରୁଣ ଗୁଣ୍ଠାପଲ୍ଲୀ। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମାଓବାଦୀ ଅଧିକ ସକ୍ରିୟ ହୋଇଥିବା ନେଇ ଗୁଇନ୍ଦା ସୂଚନା ପାଇବା ପରେ ଏଭଳି ପରାମର୍ଶ ଦେଇଛନ୍ତି ଏସ୍‌ପି।…

ଆଜିଠୁ କମିବ ଶୀତ, ଫେବ୍ରୁଆରୀ ୧୬ରୁ…

ଭୁବନେଶ୍ବର: ଚଳିତ ସପ୍ତାହରେ ଶେଷହେବ ଶୀତଋତୁ। ଆଜିଠାରୁ ରାତି ତାପମାତ୍ରା ବଢ଼ିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ ଦୁଇଦିନ ଯାଏଁ ରାଜ୍ୟରେ ଜଳବାୟୁ ଶୁଷ୍କ ରହିବ। ତେବେ ଫେବ୍ରୁଆରୀ ୧୬ ତାରିଖରୁ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଜଣାଇଛି। ସୂଚନା…