Odisha Link
Bridging the Missing Links in Odisha
Daily Archives

February 17, 2022

ପଞ୍ଚାୟତ ନିର୍ବାଚନ: କାଲି ୨ୟ ପର୍ଯ୍ୟାୟ,…

ଓଏଲ୍‌ ବ୍ୟୁରୋ: ୨୦୨୪ ଫାଇନାଲ ପୂର୍ବରୁ ସାରା ରାଜ୍ୟରେ ହେଉଛି ସେମି ମୁକାବିଲା। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ। ରାଜ୍ୟରେ ବୁଧବାର ଆରମ୍ଭ ହୋଇ ସାରିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଦିନ ଅନୁଷ୍ଠିତ ହେବ। ଏଥିପାଇଁ ଗତକାଲି ଶେଷ…

୪୫ ଦିନରେ ୨୩ ସରକାରୀ ବାବୁ ଗିରଫ

ଓଏଲ୍‌ ବ୍ୟୁରୋ: ଆକ୍ସନ ମୋଡରେ ଓଡ଼ିଶା ଭିଜିଲାନ୍ସ। ମୋ ସରକାର ଯୋଜନାକୁ ଅଧିକ ପ୍ରାଧାନ୍ୟ ଦେଇ ବଡ଼ ବଡ଼ କାର୍ଯ୍ୟାନୁଷ୍ଠାନ ନେଉଛି ଭିଜିଲାନ୍ସ ଟିମ୍। ଗତ ଦେଢ଼ମାସ ଅର୍ଥାତ୍‌ ୪୫ ଦିନ ଭିତରେ ୨୩ ଜଣ ସରକାରୀ ଚାକିରିଆଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏଥିସହିତ ୩୧ଟି ମାମଲା ରୁଜୁ କରିଛି। ଗିରଫ ଅଧିକାରୀଙ୍କ…

ମୃତ୍ୟୁର କୂଅ! ଚାଲିଗଲା ୧୩ ଜୀବନ

ଓଏଲ୍‌ ବ୍ୟୁରୋ: ଧୁମଧାମରେ ଚାଲିଥିଲା ବାହାଘର। ବିବାହ ଉତ୍ସବରେ ମସଗୁଲ ଥିଲେ ସମସ୍ତେ। ହେଲେ ହଠାତ୍‌ ସବୁ ପଡ଼ିଗଲା ଫିକା। ମଉଳିଗଲା ଖୁସି ଆଉ ଶୁଭିଲା କାନ୍ଦ ବୋବାଳିର ଚିତ୍କାାର। ଅସାବଧାନତା ଯୋଗୁଁ କୂଅରେ ଖସିପଡ଼ି ଚାଲିଗଲା ୧୩ ଜଣଙ୍କ ଜୀବନ। ଉତ୍ତର ପ୍ରଦେଶର କୁଶିନଗରରେ ଘଟିଛି ବଡ଼ ଅଘଟଣ। କୂଅରେ…

ଆଶାୟୀ ପ୍ରାର୍ଥୀଙ୍କ ଲିଖିତ ପରୀକ୍ଷା କଲା…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟିଂ ସରିଥିବା ବେଳେ ଶୁକ୍ରବାର ସାରା ରାଜ୍ୟରେ ଅନୁଷ୍ଠିତ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ। ଏହାପୂର୍ବରୁ ସରପଞ୍ଚ ଓ ସମିତିସଭ୍ୟ ଆଶାୟୀ ପ୍ରାର୍ଥୀ ଦେଇଛନ୍ତି ଲିଖିତ ପରୀକ୍ଷା। ଏହି ପରୀକ୍ଷାରେ ଯେଉଁ…