Odisha Link
Bridging the Missing Links in Odisha
Daily Archives

February 23, 2022

ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ଗଣତି…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ରାଜ୍ୟରେ ସରିବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଜୋନ ପାଇଁ ହେବ ନିର୍ବାଚନ । ୧୩୧ ଜିଲ୍ଲା ପରିଷଦ ଜୋନ୍ ରେ ୫୨୦ ପ୍ରାଥି ପ୍ରତିଦ୍ବନ୍ଦିତା କରୁଛନ୍ତି ।। ୧୩,୫୧୪ ବୁଥ ରୁ ୨୦୨୭ ଟି ବୁଥ ସମ୍ବେଦନଶୀଳ ରହିଛି । ସୁରକ୍ଷା ବ୍ୟବସ୍ଥାକୁ…

କାଲିଠୁ ବର୍ଷା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବର୍ଷା ସମ୍ଭାବନା। ଆସନ୍ତା ୨୪ ଓ ୨୫ ତାରିଖରେ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସାଙ୍ଗକୁ ବର୍ଷା ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨୪ ତାରିଖରେ…

ରାତି ୧୦ରେ ଉଠିବ ମହାଦୀପ

ଓଏଲ୍‌ ବ୍ୟୁରୋ: ମଙ୍ଗଳବାର ଅର୍ଥାତ୍‌ ମାର୍ଚ୍ଚ ୧ ତାରିଖରେ ପାଳନ ହେବ ମହାଶିବରାତ୍ରୀ। ଭୋଳାବାବାଙ୍କ ମହାପର୍ବକୁ ସୁରୁଖୁରୁରେ କରିବା ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠରେ ଆରମ୍ଭ ହୋଇଛି ବୈଠକ। ଏସବୁ ମଧ୍ୟରେ ରାଜଧାନୀ ଭୁବନେଶ୍ବର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ…

କେନ୍ଦ୍ରୀୟ ଡେପୁଟେସନ୍‌ରେ ଶ୍ରୀମନ୍ଦିର…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରୀୟ ଡେପୁଟେସନ୍‌ରେ ଗଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଇଏଏସ୍‌ ଅଫିସର କ୍ରିଷନ କୁମାର। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କ୍ରିଷନ୍‌ କୁମାରଙ୍କୁ କେନ୍ଦ୍ର ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯିବ। ୨୦୦୨ ବ୍ୟାଚ୍‌ର…