Odisha Link
Bridging the Missing Links in Odisha
Daily Archives

February 25, 2022

ଆଉ ନାହାନ୍ତି ଓଡ଼ିଶାର ପ୍ରଥମ ଆଦିବାସୀ…

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଓଡ଼ିଶାର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ୍‌ ନେତା ହେମାନନ୍ଦ ବିଶ୍ବାଳ। ମୃତ୍ୟୁବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ସେ ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର…

ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆଙ୍କ ପାଇଁ…

ଭୁବନେଶ୍ବର: ଯୁଦ୍ଧାକ୍ରାନ୍ତ ୟୁକ୍ରେନ୍‌ରେ ଫସି ରହିଥିବା ଓଡ଼ିଆଙ୍କ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର। ସେଠାରୁ ସୁରକ୍ଷିତ ଭାବରେ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ହେଲ୍ପଲାଇନ୍‌ ନମ୍ବର ଜାରି କରିଛନ୍ତି। ପ୍ରବାସୀଙ୍କୁ ଫେରାଇ ଆଣିବା ଲାଗି ଆବଶ୍ୟକ ସମସ୍ତ ଖର୍ଚ୍ଚ…

ରୋହିତ ଶର୍ମା କଲେନି କଲ୍‌, ସୋସିଆଲ…

ଓଏଲ୍‌ ବ୍ୟୁରୋ: ଓ୍ବେଷ୍ଟଇଣ୍ଡିଜକୁ ଧୂଳି ଚଟାଇବା ପରେ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଦମଦାର ଆରମ୍ଭ କରିଛି ହିଟ୍‌ ମ୍ୟାନ୍‌ଙ୍କ ସୁପର ଟିମ୍। ଶ୍ରୀଲଙ୍କର ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୬୨ ରନରେ ପରାସ୍ତ କରିଛି। ଯାହାକୁ ନେଇ ରୋହିତ…

ହାତ ଟେକି ଦେଲା ଆମେରିକା, ମହାଯୁଦ୍ଧରେ…

ଓଏଲ୍‌ ବ୍ୟୁରୋ: ଋଷ-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ମହାଯୁଦ୍ଧର ପ୍ରଥମ ଦିନରେ ହିଁ ବ୍ୟାକ୍‌ଫୁଟରେ ୟୁକ୍ରେନ୍। ଗୋଟିଏ ପଟେ ଋଷ ଲଗାତାର ଆକ୍ରମଣ। ଅନ୍ୟପଟେ ଧୋକାର ଶିକାର ହେଲା ୟୁକ୍ରେନ୍। ଯୁଦ୍ଧ ଚାଲଥିବା ବେଳେ ୟୁକ୍ରେନକୁ ଲାଗିଛି ବଡ଼ ଝଟକା। ଆମେରିକା ଓ ନାଟୋ ଏହି ଯୁଦ୍ଧରେ ୟୁକ୍ରେନ୍‌କୁ ସେନା ପଠାଇବ…

ମହାଯୁଦ୍ଧର ପ୍ରଥମ ଦିନରେ ୧୩୭ ମୃତ,…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇ ସାରିଛି ମହାଯୁଦ୍ଧ। ଗୁରୁବାରଠୁ ଋଷ-ୟୁକ୍ରେନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ମହାଯୁଦ୍ଧ ସାରା ବିଶ୍ବକୁ ଦୋହାଲାଇ ଦେଇଛି। ଋଷର ଆକ୍ରମଣ ଯୋଗୁଁ ୟୁକ୍ରେନ୍‌ର ରାଜଧାନୀ କିଭ୍‌ ସମେତ ବହୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋିଛି। ଏସବୁ ମଧ୍ୟରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲ୍‌ଦିମିର…