Odisha Link
Bridging the Missing Links in Odisha
Daily Archives

February 28, 2022

ବଢ଼ିଲା କ୍ଷୀର ଦାମ, ଏବେ ଦେବାକୁ ପଡ଼ିବ…

ଓଏଲ୍‌ ବ୍ୟୁରୋ: କାଲିଠୁ ପୁଣିଥରେ ବଢ଼ିବ କ୍ଷୀର ଦାମ। ଅମୁଲ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଅମୁଲ କମ୍ପାନୀ। ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ପହିଲାରୁ ଏହି ବର୍ଦ୍ଧିିତ ଦର ସାରା ଦେଶରେ ଲାଗୁ ହେବ। ସୋମବାର ଅମୁଲ ବ୍ରାଣ୍ଡର ପରିଚାଳନା କରୁଥିବା ଗୁଜରାଟ ସହକାରୀ…

ରାଜନୈତିକ ସମାବେଶକୁ ହଁ, ହୋଲି ଖେଳକୁ ନା

ଓଏଲ୍‌ ବ୍ୟୁରୋ: ରାଜ୍ୟ ପାଇଁ ଭଲ ଖବର। କାରଣ ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର କମିବାରେ ଲାଗିଛି। ଏସବୁ ମଧ୍ୟରେ ଆସିଛି ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍। ଏଥିସହିତ ଅନଲକିଂ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଆଜି ରାଜ୍ୟ ସରକାର ଯେଉଁ ଗାଇଡଲାଇନ୍‌ ଜାରି କରିଛନ୍ତି ସେଥିରେ ଉଲ୍ଲେଖ…

ଧର୍ମେନ୍ଦ୍ରଙ୍କ ଜୋନ୍‌ରେ ହାରିଲା ବିଜେପି

ଅନୁଗୁଳ: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନିଜ ଅଞ୍ଚଳରେ ତାଙ୍କ ଦଳର ପ୍ରାର୍ଥୀ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି। ଗାଁ ଜୋନ୍‌ରେ ବିଜେପିକୁ ଜିତାଇବାକୁ ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦୁଳା ପ୍ରଧାନ ବହୁ କସରତ କରିଥିଲେ ବି ବିଜୁ ଜନତା ଦଳର ଲୋକପ୍ରିୟତା ଆଗରେ ସବୁ ଫିକା…