Odisha Link
Bridging the Missing Links in Odisha
Monthly Archives

February 2022

ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ଗଣତି…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ରାଜ୍ୟରେ ସରିବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଜୋନ ପାଇଁ ହେବ ନିର୍ବାଚନ । ୧୩୧ ଜିଲ୍ଲା ପରିଷଦ ଜୋନ୍ ରେ ୫୨୦ ପ୍ରାଥି ପ୍ରତିଦ୍ବନ୍ଦିତା କରୁଛନ୍ତି ।। ୧୩,୫୧୪ ବୁଥ ରୁ ୨୦୨୭ ଟି ବୁଥ ସମ୍ବେଦନଶୀଳ ରହିଛି । ସୁରକ୍ଷା ବ୍ୟବସ୍ଥାକୁ…

କାଲିଠୁ ବର୍ଷା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବର୍ଷା ସମ୍ଭାବନା। ଆସନ୍ତା ୨୪ ଓ ୨୫ ତାରିଖରେ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସାଙ୍ଗକୁ ବର୍ଷା ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨୪ ତାରିଖରେ…

ରାତି ୧୦ରେ ଉଠିବ ମହାଦୀପ

ଓଏଲ୍‌ ବ୍ୟୁରୋ: ମଙ୍ଗଳବାର ଅର୍ଥାତ୍‌ ମାର୍ଚ୍ଚ ୧ ତାରିଖରେ ପାଳନ ହେବ ମହାଶିବରାତ୍ରୀ। ଭୋଳାବାବାଙ୍କ ମହାପର୍ବକୁ ସୁରୁଖୁରୁରେ କରିବା ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠରେ ଆରମ୍ଭ ହୋଇଛି ବୈଠକ। ଏସବୁ ମଧ୍ୟରେ ରାଜଧାନୀ ଭୁବନେଶ୍ବର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ…

କେନ୍ଦ୍ରୀୟ ଡେପୁଟେସନ୍‌ରେ ଶ୍ରୀମନ୍ଦିର…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରୀୟ ଡେପୁଟେସନ୍‌ରେ ଗଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଇଏଏସ୍‌ ଅଫିସର କ୍ରିଷନ କୁମାର। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କ୍ରିଷନ୍‌ କୁମାରଙ୍କୁ କେନ୍ଦ୍ର ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯିବ। ୨୦୦୨ ବ୍ୟାଚ୍‌ର…

ବର୍ଷାଙ୍କ ମାରାଥନ୍‌ ପ୍ରଚାର, ଅନୁଭବଙ୍କ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ୩ଟି ପର୍ଯ୍ୟାୟ ଶେଷ। ରାତି ପାହିଲେ ଅନୁଷ୍ଠିତ ହେବ ୪ର୍ଥ ପର୍ଯ୍ୟାୟ ନିର୍ବାଚନ। ଏସବୁ ମଧ୍ୟରେ ନିର୍ବାଚନୀ ପ୍ରଚାର ମଇଦାନରେ ନଜର ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଅନ୍ୟପଟେ କେଉଁଠି ବି ଦେଖାଯାଇନାହାନ୍ତି ଅଭିନେତାରୁ ନେତା ବନିଥିବା…

ଆରମ୍ଭ ହୋଇଗଲା କି ମହାଯୁଦ୍ଧ?

ଓଏଲ୍‌ ବ୍ୟୁରୋ: ବିଶ୍ବରେ ଆରମ୍ଭ ହୋଇଗଲା କି ମହାଯୁଦ୍ଧ? କ'ଣ ଋଷ ଓ ୟୁକ୍ରେନ୍‌ ମଧ୍ୟରେ ଆରମ୍ଭ ହେଲା କି ମହାସମର ? ଏଭଳି ସବୁ ପ୍ରଶ୍ନ ମଧ୍ୟରେ ଋଷ ଦାବି କରିଛି ଯେ, ୟୁକ୍ରେନ୍‌ ବୋମାମାଡ କରି ତାର ସୀମା ପୋଷ୍ଟକୁ ଉଡାଇ ଦେଇଛି। ଏହା ପୂର୍ବରୁ ୟୁକ୍ରେନ ମଧ୍ୟ ବହୁବାର ଦାବି କରି ସାରିଛି ଯେ , ରୁଷ…

କାଲି ୪ର୍ଥ ପର୍ଯ୍ୟାୟ ଭୋଟିଂ

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ରାଜ୍ୟରେ ଅନୁଷ୍ଠିତ ହେବ ୪ର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ୪ର୍ଥ ପର୍ଯ୍ୟାୟରେ ମୋଟ୍‌ ୨୭ ଟି ଜିଲ୍ଲାରେ ନିର୍ବାଚନ ହେବ । ମଙ୍ଗଳବାର ରାଜ୍ୟରେ ୨୭ଟି ଜିଲ୍ଲାର ୬୪ଟି ବ୍ଲକରେ ନିର୍ବାଚନ ହେବ। ୧୨୫୪ ପଞ୍ଚାୟତର…

ପଞ୍ଚାନନ ଦାଶଙ୍କ ସ୍ମୃତିପୁସ୍ତକ…

ଭୁବନେଶ୍ବର: ଉଦ୍ୟୋଗ ବିକାଶ ମଞ୍ଚର ଅଧ୍ୟକ୍ଷ ତଥା ପୂର୍ବତନ ଏମ୍ଏସ୍ଏମ୍ଇ ସଚିବ ପଞ୍ଚାନନ ଦାଶଙ୍କ ଜୀବନସ୍ମୃତି ପୁସ୍ତକ "ଜୀବନ ଯେମିତି" ସ୍ଥାନୀୟ ହୋଟେଲ ସ୍ୱସ୍ତି ପ୍ରିମିୟମ ପରିସରରେ ଉନ୍ମୋଚିତ ହୋଇଯାଇଛି। ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ…

ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୫୬.୫୩…

ଓଏଲ୍‌ ବ୍ୟୁରୋ: ସରିଛି ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଆଜି ରାଜ୍ୟ୍ୟରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ରାଜ୍ୟର ୧୭୧ଟି ଜିଲ୍ଲା ପରିଷଦ ଆସନ, ୧୩୮୨ ପଞ୍ଚାୟତରେ ଉଭୟ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ନିମନ୍ତେ ରାଜ୍ୟର…

ଅବୁଝା ପତ୍ନୀଙ୍କୁ ପିଟ: ମାଲେସିଆ…

ଓଏଲ୍‌ ବ୍ୟୁରୋ: ପତ୍ନୀଙ୍କୁ ଶାଳୀନତାର ସହ ପିଟିବାକୁ ପରାମର୍ଶ ଦେଇଛନ୍ତି ମାଲେସିଆର ମହିଳା, ପରିବାର ଓ ବିକାଶ ଉପମନ୍ତ୍ରୀ ସିଟି ଜାଇଲ୍ହା ମହମ୍ମଦ ୟୁସୁଫ୍। ଯାହାକୁ ନେଇ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା। ମନ୍ତ୍ରୀ କହିଛନ୍ତି ଯେ, ଯଦି ସ୍ତ୍ରୀ ଜିଦ୍ଦି କରୁଛି ଆଉ ଅଭଦ୍ର ବ୍ୟବହାର…