Odisha Link
Bridging the Missing Links in Odisha
Daily Archives

March 7, 2022

ପୌର ନିର୍ବାଚନ ମଇଦାନରେ ୭,୧୫୨ ପ୍ରାର୍ଥୀ

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ପୌର ନିର୍ବାଚନ ତାତି। ଏହାରି ମଧ୍ୟରେ ଆଜି ଶେଷ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ୧୦୬ଟି ମ୍ୟୁନିସପାଲଟି ଓ ଏନଏସି ଏବଂ ୩ଟି ମହାନଗର ନିଗମର ମୋଟ ୧୮୯୯ଟି ୱାର୍ଡରେ କର୍ପୋରେଟର/କାଉନସିଲର, ମେୟର/ଅଧ୍ୟକ୍ଷ ପାଇଁ ୭୧୫୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ସହ…

ଏକଜିଟ୍‌ ପୋଲ କ’ଣ? ନିର୍ବାଚନ…

ଓଏଲ୍‌ ବ୍ୟୁରୋ: ସରିଛି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ। ୧୦ ତାରିଖରେ ଆସିବ ଫାଇନାଲ ରେଜଲ୍ଟ। କେଉଁ ରାଜ୍ୟରେ କିଏ ସରକାର ଗଢ଼ିବ ସେ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା। ଏସବୁ ମଧ୍ୟରେ ସାମ୍ନାକୁ ଆସିଛି ଏକଜିଟ୍‌ ପୋଲ୍। ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡରେ କାହାର ସରକାର ଗଠନ ହେବ?…

ୟୁକ୍ରେନରୁ ଓଡ଼ିଶା ଫେରିଲେ ଛାତ୍ରଛାତ୍ରୀ,…

ଓଏଲ୍‌ ବ୍ୟୁରୋ: ଋଷ-ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ ଚାଲିଥିବା ବେଳେ ଓଡ଼ିଶା ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ। ବିଧ୍ବଂସ୍ତ କେନ୍ଦ୍ର ୟୁକ୍ରେନରୁ ଓଡ଼ିଶା ଫେରିଲେ ୭୭ ଜଣ ଓଡ଼ିଆ ଛାତ୍ରଛାତ୍ରୀ। ଅପରାହ୍ନ ସାଢ଼େ ୫ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଞ୍ଚିବା ପରେ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…