Odisha Link
Bridging the Missing Links in Odisha
Daily Archives

March 8, 2022

ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ, ମେଡିକାଲରେ…

ଓଏଲ୍‌ ବ୍ୟୁରୋ: ମେଡିକାଲରେ ଭର୍ତ୍ତି ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆଜି ସନ୍ଧ୍ୟାରେ ଅସୁସ୍ଥ ହେବାରୁ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ବୋଲି ସୂଚନା ରହିଛି। ମିଳିଥିବା ସୂଚନା ମୁତାବିକ, କେଉଁ କାରଣରୁ ନିରଞ୍ଜନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଦଳ…

ଋଷ-ୟୁକ୍ରେନ ଯୁଦ୍ଧ: ଗଲାଣି ୧୨ ହଜାର ଋଷ…

ଓଏଲ୍‌ ବ୍ୟୁରୋ: ୧୩ ଦିନରେ ପହଁଞ୍ଚିଛି ଋଷ-ୟୁକ୍ରେନ ମହାଯୁଦ୍ଧ। ଋଷର ଘନଘନ ଆକ୍ରମଣରେ ୟୁକ୍ରେନ ବହୁ ସ୍ଥାନ ଧ୍ବଂସ ହେବାକୁ ବସିଲାଣି। ହେଲେ ହାର ନମାନି ଋଷ ସେନାକୁ କଡ଼ା ଟକ୍କର ଦେଉଛି ୟୁକ୍ରେନ। ଇତିମଧ୍ୟରେ ମହାଯୁଦ୍ଧକୁ ୧୨ ଦିନ ବିତିସାରିଲାଣି। ଉଭୟ ଦେଶର ବହୁ ସୈନ୍ୟଙ୍କ ମୃତ୍ୟୁ ମଧ୍ୟ ହୋଇ…

ନିର୍ବାଚନ ପାଇଁ ୩ ଦିନ ପରୀକ୍ଷା ବନ୍ଦ

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୨୪ ତାରିଖରେ ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନଏସି ସହିତ ୩ ମହାନଗରରେ ହେବ ଭୋଟ୍‌ ଗ୍ରହଣ। ଏହାକୁ ନଜରରେ ରଖି ମାର୍ଚ୍ଚ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ କଲେଜ ଗୁଡ଼ିକରେ କୌଣସି ପରୀକ୍ଷା ନ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ…

ହଟିଲା କଟକଣା, ୨ ବର୍ଷ ପରେ ଅନ୍ତର୍ଜାତୀୟ…

ଓଏଲ୍‌ ବ୍ୟୁରୋ: ଦେଶରେ କମିବାରେ ଲାଗିଛି କରୋନା ସଂକ୍ରମଣ। ପୂର୍ବପରି ଦେଶରେ ଆଉ ନାହିଁ ସଂକ୍ରମଣ। ଏସବୁକୁ ନଜରରେ ରଖି କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ଯାହାଫଳରେ ୨ ବର୍ଷ ପରେ ପୁଣି ଥରେ ସ୍ବଭାବିକ ହେବାକୁ ଯାଉଛି ଅନ୍ତର୍ଜାତୀୟ ବିମାନ ଉଡ଼ାଣ। ମାର୍ଚ୍ଚ ୨୭ ତାରିଖରୁ ଭାରତରେ ଅନ୍ତର୍ଜାତୀୟ…