Odisha Link
Bridging the Missing Links in Odisha
Daily Archives

March 30, 2022

ତୈଳ ଦରରେ ଲାଗୁନି ଅଙ୍କୁଶ, ହାଇଡ୍ରୋଜେନ…

ଓଏଲ୍‌ ବ୍ୟୁରୋ: ବିଗତ କିଛି ଦିନ ହେବ ଦେଶରେ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ତୈଳ ଦର। ଯାହାକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ କରି ଚାଲିଛନ୍ତି ଜନତା। ଏସବୁ ମଧ୍ୟରେ ଆଜି ସଂସଦରେ ଗ୍ରୀନ୍‌ ହାଇଡ୍ରୋଜନ ପାଓ୍ବାର କାର୍‌ ଧରି ପହଁଞ୍ଚିଥିଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ୍‌ ଗଡ଼କରୀ।…

ଓଡ଼ିଶା ବଜେଟ୍‌: କେଉଁ ବିଭାଗ ପାଇଁ କେତେ…

ଓଏଲ୍‌ ବ୍ୟୁରୋ: ବୁଧବାର ବିଧନାସଭାରେ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୪ ମାସ ପାଇଁ କାମଚଳା ବଜେଟର ପରିଣାମ ରହିଛି ୧ ଲକ୍ଷ ୬ହଜାର ୪୯୭ କୋଟି ଟଙ୍କା। ବଜେଟ୍‌ ଉପସ୍ଥାପନା ସମୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଓଡ଼ିଶା ଆର୍ଥିକ ଓ ସାମାଜିକ ବିକାଶ…

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଓଏଲ୍‌ ବ୍ୟୁରୋ: ରାଜ୍ୟରରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଏପରିକି ରାଜ୍ୟର କିଛି ସ୍ଥାନରେ ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହୁଛି ତାପମାତ୍ରା। ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ବଡ଼ ଘୋଷଣା କଲେ ରାଜ୍ୟ ସରକାର। ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ। ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ…

ସରକାରୀ କର୍ମଚାରୀଙ୍କୁ ମୋଦି ସରକାରଙ୍କ…

ଓଏଲ୍‌ ବ୍ୟୁରୋ: ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ନୂଆ ଆର୍ଥିକ ବର୍ଷ ଆସିବା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର। ମହଙ୍ଗା ଭତ୍ତା ବା ଡିଏ ୩ ପ୍ରତିଶତ ବୃଦ୍ଧି କରିଛନ୍ତି ମୋଦି ସରକାର। ଆଜି କେନ୍ଦ୍ରୀୟ କର୍ମଚାରୀଙ୍କ ୩ ପ୍ରତିଶତ ଡିଏ ବୃଦ୍ଧିକୁ ମିଳିଛି କ୍ୟାବିନେଟ୍‌…

ଓଡ଼ିଶା ୧ ନମ୍ବର, ରାଜ୍ୟରେ ୭୯ଟି ଶୀତଳ…

ଓଏଲ୍‌ ବ୍ୟୁରୋ: କରୋନା କାଳରେ ରାଜ୍ୟରେ ବଢ଼ିଛି କୃଷୀ ଉତ୍ପାଦନ। ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ଏଥିସହିତ ସମଗ୍ର ଦେଶରେ ଛତୁ ଓ ଲେମ୍ବୁ ଉତ୍ପାଦନରେ ଓଡ଼ିଶା ୧ ନମ୍ବର ରାଜ୍ୟ ହୋଇଛି। ସେହିପରି ବାଇଗଣ ଉତ୍ପାଦନରେ ଓଡ଼ିଶାରେ ଦୁଇ ନମ୍ବରରେ ରହିଛି। ସେହିପରି ଚାଉଳ…