Odisha Link
Bridging the Missing Links in Odisha
Monthly Archives

March 2022

ଭାରତରେ ୩.୨ ଲକ୍ଷ କୋଟି ନିବେଶ କରିବ ଏହି…

ଓଏଲ୍‌ ବ୍ୟୁରୋ: କୋଟିଏକି ୨ କୋଟି ନୁହେଁ ଭାରତରେ ୪୨ ବିଲିୟନ ଡଲାର ବା ୩.୨ ଲକ୍ଷ କାେଟି ଟଙ୍କାର ପୁଞ୍ଜି ନିବେଶ କରିବ ଜାପାନ। ଆସନ୍ତା ୫ ବର୍ଷ ମଧ୍ୟରେ ଏତେ ଟଙ୍କା ଜାପାନା ପୁଞ୍ଜି ନିବେଶ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ପିଏମ୍‌ ମୋଦି କହିଛନ୍ତି, ଭାରତରେ…

ରାଜଧାନୀରେ ରକ୍ତର ଛିଟା

ଓଏଲ୍‌ ବ୍ୟୁରୋ: ରଙ୍ଗର ପର୍ବ ହୋଲିରେ ରାଜଧାନୀ ଭୁବନେଶ୍ବରରେ ଲାଗିଲା ରକ୍ତର ଛିଟା। ଏୟାରପୋର୍ଟ ଥାନା କାର୍ଗିଲ ବସ୍ତିରେ ଯୁବକଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ। ଆକ୍ରମଣରେ ଗ୍ୟାରେଜ ମାଲିକ ହାପି ଓ ତାର ସହଯୋଗୀ ଆହତ ହୋଇଥିବା ସୂଚନା। ଆହତ ଯୁବକମାନେ ହେଲେ ଭୁବନେଶ୍ବର ସୁନ୍ଦରପଦା କପିଳ ପ୍ରସାଦ…

ଫାଟିଲା ଗ୍ୟାସ ସିଲିଣ୍ଡର: ଜଳିଗଲା ୫ ଘର,…

ଓଏଲ୍‌ ବ୍ୟୁରୋ: ଚାରିଆଡେ ଥିଲା ହସଖୁସିର ମାହୋଲ। କାରଣ ସମସ୍ତେ ପାଳନ କରୁଥିଲେ ରଙ୍ଗର ପର୍ବ ହୋଲି। ହେଲେ ଭଦ୍ରକ ଜିଲ୍ଲା ଅସ୍ତଳ ଛକରୁ ଆସିଛି ଦୁଃଖଦ ଖବର। ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଅସ୍ତଳ ଛକରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ୫ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଜଣେ ମହିଳା ଗୁରୁତର…

୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ମାସ ଅଧା ହୋଇଛି ହେଲେ ଅସହ୍ୟ ହେଲାଣି ତାତି। ରାଜ୍ୟରେ କିଛିଦିନ ହେବ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଗ୍ରୀଷ୍ମ ପ୍ରବାହ ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ପକ୍ଷରୁ ଜାରି ହୋଇଛି ୟେଲୋ ଓ୍ବାର୍ଣ୍ଣିଂ। ଆଜି ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି…

ଏପ୍ରିଲ ୨୮ରୁ +୨ ପରୀକ୍ଷା: ଏଥର କେମିତି…

ଓଏଲ୍‌ ବ୍ୟୁରୋ: ଏପ୍ରିଲ ୨୮ରୁ ଆରମ୍ଭ ହେବ ଯୁକ୍ତ ୨ ବୋର୍ଡ ପରୀକ୍ଷା। କଳା, ବାଣିଜ୍ୟ, ବିଜ୍ଞାନ ଧନ୍ଦାମୂଳକ ବିଷୟରେ ମୋଟ ୩ ଲକ୍ଷ ୨୦ ହଜାର ପିଲା ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଦେବେ। ଏନେଇ ଆଜି ଉଚ୍ଚ ମାଧ୍ୟମିକ ପରିଷଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ଯେଉଊଁ ପ୍ରକାର…

‘ବିଜେଡିର ରଣନୀତିକୁ ଭେଦି…

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୨୪ରେ ପୌର ନିର୍ବାଚନ। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ନଜର ଏବେ ପୌର ସିଂହାସନ ଉପରେ। ପଞ୍ଚାୟତ ନିର୍ବାଚନରେ ବିିପୁଳ ବିଜୟ ହାସଲ କରିଥିବା ବିଜେଡିର ନଜର ଏବେ ପୌର ଗାଦି ଉପରେ। ଅନ୍ୟପଟେ ପଞ୍ଚାୟତ ନିର୍ବାଚନରେ ଅମାନତ ହରାଇଥିବା ବିଜେପି ଓ କଂଗ୍ରେସ ପୌର ଗଡ଼ ଦଖଲ କରିବା…

ରାଜ୍ୟରେ ମୁଣ୍ଡଫଟା ଖରା, ୩୯ ଡିଗ୍ରୀ…

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ସରିନି ହେଲେ ହେଲାଣି ମୁଣ୍ଡଫଟା ଖରା। ଜାଡ଼ ଛାଡ଼ଉ ଛାଡ଼ୁ ଛାଡ଼ୁ ରାଜ୍ୟରେ ଡଠାତ୍‌ ଉପରମୁହାଁ ତାତି। ମଙ୍ଗଳବାର ଦିନ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହେଉଛି ଅନୁଗୁଳ। ୩୯7 ଡିଗ୍ରୀ ସହ ଅନୁଗୁଳ ପାଲଟିଛି ସବୁଠୁ ଉତ୍ତପ୍ତ ସହର। ୧୨ଟି ସହରରେ ଦିନ ତାପମାତ୍ରା ୩୮ଡ଼ିଗ୍ରୀ କିମ୍ବା…

୪ ଦିନ ମିଳିବନି ମଦ

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୨୪ ତାରିଖରେ ଅନୁଷ୍ଠିତ ହେବ ପୌର ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏଥିସହିତ ମାର୍ଚ୍ଚ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଡ୍ରାଏ ଡେ' ଘୋଷଣା କରିଛନ୍ତି ରାଜ୍ୟ ସରକାର। ୪ଦିନ ରାଜ୍ୟର ୧୦୬ଟି ସହରାଞ୍ଚଳ ଓ ୩ଟି ମହାନଗର ନିଗମ ଅଞ୍ଚଳରେ ମଦ ବିକ୍ରି ଉପରେ କଟକଣା…

ଦଶ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭା ବଜେଟ୍‌ ଅଧିବେଶନ। ସେହିପରି ମାର୍ଚ୍ଚ ୩୦ ତାରିଖରେ ଆଗତ ହେବ ୨୦୨୨-୨୩ ବର୍ଷ ପାଇଁ ବଜେଟ୍। ଏହାପୂର୍ବରୁ ଗୃହକୁ ସୁରୁଖରୁରେ ଚଳାଇବା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଆଜି ଦିନ ୧୧ ଟା ୩୦ରେ…

୩୭ ଡିଗ୍ରୀ ଉପରେ ୧୨ ସହର, ସବୁଠୁ…

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ମାସ ମଧ୍ୟଭାଗରୁ ହିଁ ରାଜ୍ୟରେ ଅସହ୍ୟ ତାତି। ତାତିରେ ଆଉଟପାଉଟ ହେଲେଣି ଲୋକେ। ଏସବୁ ମଧ୍ୟରେ ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହେଉଛି ବଲାଙ୍ଗୀର। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବଲାଙ୍ଗୀରେ ୩୮.୩ ଡିଗ୍ରୀ ରହିଛି। ଯାହା ରାଜ୍ୟରେ ସର୍ବାଧିକ। ସବୁଠୁ…