Odisha Link
Bridging the Missing Links in Odisha
Daily Archives

May 8, 2022

ବ୍ରଜରାଜନଗର ଉପନିର୍ବାଚନ:…

ଓଏଲ୍‌ ବ୍ୟୁରୋ: ଆଗକୁ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ଏହାରି ମଧ୍ୟରେ ପ୍ରଥମ ଦଳ ଭାବେ ଭାରତୀୟ ଜନତା ପାର୍ଟି ଘୋଷଣା କରିଛି ପ୍ରାର୍ଥୀଙ୍କ ନାମ। ଦଳ ପୂର୍ବତନ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଟିକେଟ୍‌ ଦେଇଛି। ଏନେଇ ଆଜି ବିଜେପି କେନ୍ଦ୍ରୀୟ କମିଟି ପକ୍ଷରୁ ଘୋଷଣା କରାଯାଇଛି।…

୧୬ କି.ମି ବେଗରେ ଆସୁଛି…

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ସକ୍ରିୟ ହୋଇ ଆଜି ସକାଳରେ ନେଇଛି ବାତ୍ୟାର ରୂପ। ଘଣ୍ଟାପ୍ରତି ୧୬ କିମି ବେଗରେ ମାଡ଼ି ଆସୁଛି ବାତ୍ୟା। ଏହି ବାତ୍ୟାର ନାଁ 'ଅସାନି' ରଖାଯାଇଛି। ଯାହାର ନାମ ଶ୍ରୀଲଙ୍କା ତରଫରୁ ନାମକରଣ କରାଯାଇଛି। ଯାହାର ଅର୍ଥ 'କ୍ରୋଧ'। ଏନେଇ ଭୁବନେଶ୍ବର ଆଞ୍ଚଳିକ…

୨୦ ଫୁଟ୍‌ ତଳକୁ ଖସିଲା ବସ୍, ୮ ଗୁରୁତର

ଓଏଲ୍‌ ବ୍ୟୁରୋ: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଗଣ୍ଠି ଛକ ନିକଟରେ ଦୁର୍ଘଟଣା। ୧୬ ନମ୍ବର ଜାତୀୟ ରାଜପଥରେ ଏକ ବସ୍‌ ଭାରସାମ୍ୟ ହରାଇ ୨୦ ଫୁଟ୍‌ ତଳକୁ ଖସି ଯାଇଥିଲା। ଯାହଫଳରେ ବସରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା। ଆହତ…