Odisha Link
Bridging the Missing Links in Odisha
Monthly Archives

May 2022

୧୬ କି.ମି ବେଗରେ ଆସୁଛି…

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ସକ୍ରିୟ ହୋଇ ଆଜି ସକାଳରେ ନେଇଛି ବାତ୍ୟାର ରୂପ। ଘଣ୍ଟାପ୍ରତି ୧୬ କିମି ବେଗରେ ମାଡ଼ି ଆସୁଛି ବାତ୍ୟା। ଏହି ବାତ୍ୟାର ନାଁ 'ଅସାନି' ରଖାଯାଇଛି। ଯାହାର ନାମ ଶ୍ରୀଲଙ୍କା ତରଫରୁ ନାମକରଣ କରାଯାଇଛି। ଯାହାର ଅର୍ଥ 'କ୍ରୋଧ'। ଏନେଇ ଭୁବନେଶ୍ବର ଆଞ୍ଚଳିକ…

୨୦ ଫୁଟ୍‌ ତଳକୁ ଖସିଲା ବସ୍, ୮ ଗୁରୁତର

ଓଏଲ୍‌ ବ୍ୟୁରୋ: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଗଣ୍ଠି ଛକ ନିକଟରେ ଦୁର୍ଘଟଣା। ୧୬ ନମ୍ବର ଜାତୀୟ ରାଜପଥରେ ଏକ ବସ୍‌ ଭାରସାମ୍ୟ ହରାଇ ୨୦ ଫୁଟ୍‌ ତଳକୁ ଖସି ଯାଇଥିଲା। ଯାହଫଳରେ ବସରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା। ଆହତ…

ରୋଷେଇ ଘରେ ଲାଗିଲା ନିଆଁ, ଏବେ ସିଲିଣ୍ଡର…

ଓଏଲ୍‌ ବ୍ୟୁରୋ: ମେ' ମାସ ପ୍ରଥମ ସପ୍ତାହରୁ ହିଁ ମହଙ୍ଗା ମାଡ଼। ପୁଣି ବଢ଼ିଲା ଘରୋଇ ରନ୍ଧନ ଗ୍ୟାସ୍‌ ଦର। ଶନିବାର ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି। ଏହି ବର୍ଦ୍ଧିତଦର ଆଜିଠାରୁ ଲାଗୁ ହୋଇଛି। ବର୍ଦ୍ଧିତ ଗ୍ୟାସଦର ବୃଦ୍ଧି ପାଇବା ପରେ ବର୍ତ୍ତମାନ ଗ୍ୟାସ୍‌ ସିଲିଣ୍ଡର ଦର…

ନେତାଙ୍କ ଗିରଫକୁ ନେଇ ୩ ରାଜ୍ୟର ପୁଲିସ…

ଓଏଲ୍‌ ବ୍ୟୁରୋ: ବଗାଙ୍କୁ ନେଇ ଜାତୀୟ ରାଜନୀତିଠୁ ଆରମ୍ଭ କରି ରାଜ୍ୟ ରାଜନୀତି କମ୍ପୁଛି। କେବଳ ରାଜନୀତି ନୁହେଁ ୩ଟି ରାଜ୍ୟର ପୁଲିସଙ୍କ ମଧ୍ୟରେ ଛକପଞ୍ଝା। ବିଜେପି ନେତା ତେଜିନ୍ଦର ପାଲ ସିଂ ବଙ୍ଗାଙ୍କ ଗିରଫ ଘଟଣାକୁ ନେଇ ପଞ୍ଜାବ, ହରିଆଣା ଓ ଦିଲ୍ଲୀ ଉଠୁଛି ପଡ଼ୁଛି । ଶୁକ୍ରବାର ସକାଳୁ ବିଜେପି ନେତା…

ସମ୍ଭାବ୍ୟ ବାତ୍ୟାକୁ ନେଇ କ’ଣ…

ଓଏଲ୍‌ ବ୍ୟୁରୋ: ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ହୋଇଛି ଲଘୁଚାପ କ୍ଷେତ୍ର। ଏହା ଉତ୍ତରପଶ୍ଚିମ ଦିଗରେ ବଙ୍ଗୋପସାଗର ଆଡ଼କୁ ଗତି କରୁଛି। ଏହି ଲଘୁଚାପ ଆସନ୍ତାକାଲି ସୁଦ୍ଧା ଅବପାତର ରୂପ ନେବା ପରେ ଏହା ତୀବ୍ର ଅବପାତ ହେବ କି ସାମୁଦ୍ରିକ ଝଡ଼ର…

ଭାରତରେ କରୋନା ଯୋଗୁଁ ଯାଇଛି ୪୭ ଲକ୍ଷ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ସାରା ବିଶ୍ବବାସୀଙ୍କୁ ଅସ୍ତବ୍ୟସ୍ତ କରି ସାରିଛି। ଏବେବି ବିଶ୍ବରୁ ସମ୍ପୂର୍ଣ୍ଣ ଭାବେ ନିପାତ ହୋଇନାହିଁ ମହାମାରୀ କରୋନା। ବହୁ ଦେଶରେ ଏବେ ବି କରୋନା ମାମଲା ସକ୍ରିୟ ରହିଛି । ଏସବୁ ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO) ଜାରି କରିଛି ଏପରି ଏକ ରିପୋର୍ଟ ଯାହାକୁ…

‘ବାତ୍ୟା ହେବ କି ନାହିଁ କାଲି…

ଓଏଲ୍‌ ବ୍ୟୁରୋ: ବାତ୍ୟା ବାତ୍ୟା ବାତ୍ୟା.. ଯେଉଁଠି ଦେଖ ବାତ୍ୟାକୁ ନେଇ ଚର୍ଚ୍ଚା। ଓଡ଼ିଶାକୁ ବାତ୍ୟା ଆଶଙ୍କା ଥିବା ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ରାଜ୍ୟର ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଲୋକଙ୍କୁ ଭୟଭୀତ ନେହେବା ପାଇଁ ବାର୍ତ୍ତା ଦେଇଛନ୍ତି। ଦକ୍ଷିଣ ଆଣ୍ଡାମାନ ସାଗରରେ…

ଚିଲିକାରେ ପୁଣି ବୁଡ଼ିଲା ଡଙ୍ଗା: ଜଣଙ୍କର…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଚିଲିକାରେ ବୁଡ଼ିଲା ଡଙ୍ଗା। ମଝି ଦରିଆରେ ବୁଡିଗଲା ଯାତ୍ରୀବାହୀ ଡଙ୍ଗା। କାଳବୈଶାଖୀ ଜନିତ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବୁଡ଼ିଗଲା ଡଙ୍ଗା। ମା' କାଳିଜାଈ ଦର୍ଶନ ସାରି ଫେରୁଥିବା ବେଳେ ବୁଡିଗଲା ଡଙ୍ଗା। ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିବା ବେଳେ ୧୧ ଜଣ ଉଦ୍ଧାର ହୋଇଛନ୍ତି।…