Odisha Link
Bridging the Missing Links in Odisha
Daily Archives

July 12, 2022

ଶିଖର ଧାଓ୍ବନଙ୍କ ୧୫୦*

ଓଏଲ୍‌ ବ୍ୟୁରୋ: ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ପ୍ରଥମେ ବ୍ୟାଟିଂ କରୁଛି ଇଂଲଣ୍ଡ ଦଳ। ଏଥିସହିତ ଶିଖର ଧାଓ୍ବନ ଓ ହାର୍ଦ୍ଦିକ ପାଣ୍ଡ୍ୟା…

ଜାତୀୟ ପ୍ରତୀକକୁ ନେଇ ବିବାଦ କାହିଁକି ?

ଓଏଲ୍‌ ବ୍ୟୁରୋ: ଜାତୀୟ ପ୍ରତୀକକୁ ନେଇ ଜୋରଦାର ଚର୍ଚ୍ଚା। ଏପରିକି ଜାତୀୟ ପ୍ରତୀକକୁ ନେଇ ବିବାଦ ଆରମ୍ଭ ହୋଇସାରିଲାଣି। ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧାନୀ ଦିଲ୍ଲୀରେ ନିର୍ମିତ ହେଉଥିବା ନୂଆ ସଂସଦ ଭବନର ଛାତ ଉପରେ ଜାତୀୟ ପ୍ରତୀକକୁ ଅନାବରଣ କରିଥିଲେ। ଯାହାପରଠୁ ବିବାଦ ସୃଷ୍ଟି…

ଇଂଲଣ୍ଡକୁ ଝଟକା ଦେଲେ ଭାରତୀୟ ବୋଲର

ଓଏଲ୍‌ ବ୍ୟୁରୋ: ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ପ୍ରଥମେ ବାଟିଂ କରୁଛି ଇଂଲଣ୍ଡ ଦଳ। ହେଲେ ରୋହିତଙ୍କ ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣ…

ସରକାରୀ କର୍ମଚାରୀଙ୍କ ପାଇଁ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ଅଧିନରେ ଥିବା ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୁଧ…

ପ୍ରଥମ ଦିନିକିଆରେ ଟସ୍‌ ଜିତିଲା ଭାରତ

ଓଏଲ୍‌ ବ୍ୟୁରୋ: ଟି-୨୦ ସିରିଜ ଦଖଲ ପରେ ଏବେ ଟିମ୍‌ ଇଣ୍ଡିଆର ନଜର ଦିନିକିଆ ସିରିଜ ଉପରେ। ଇଂଲଣ୍ଡ ଦଳକୁ ଇଂଲଣ୍ଡ ମାଟିରେ ହରାଇ ୨-୧ରେ ଟି-୨୦ ସିରିଜ ଜିତିଥିଲା ଭାରତୀୟ ଦଳ। ଏବେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳର ନଜର ଦିନିକିଆ ଶୃଙ୍ଖଳା ଉପରେ। ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆ ଅଧିନାୟକ…