Odisha Link
Bridging the Missing Links in Odisha
Daily Archives

August 12, 2022

ନବବିବାହତଙ୍କୁ “ପରିବାର ନିୟୋଜନ ପୁଟୁଳି”…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ନେଇଛନ୍ତ ବଡ଼ ପଦକ୍ଷେପ। ଏଣିକି ନବବିବାହତଙ୍କୁ “ପରିବାର ନିୟୋଜନ ପୁଟୁଳି” ଦେବେ ଓଡ଼ିଶା ସରକାର। ଯାହା ସାରା ଦେଶରେ ପ୍ରଥମ। ଓଡ଼ିଶା ପୂର୍ବରୁ କେଉଁ ରାଜ୍ୟ ଏଭଳି ଘୋଷଣା…

ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ଟି…

ଓଏଲ୍‌ ବ୍ୟୁରୋ: ଖୋଲିଲା ହୀରାକୁୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍। ପୂର୍ବରୁ ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଥିବାବେଳେ ଆଜି ଆଉ ୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ମୋଟ୍‌ ୧୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୫.୬୦ ଫୁଟ ରହିଛି। ୪ଲକ୍ଷ ୨୧ହଜାର ୫୮୯…

୩ ବର୍ଷ ପରେ ମୟୂରଭଞ୍ଜ ଗସ୍ତରେ ନବୀନ,…

ଓଏଲ୍‌ ବ୍ୟୁରୋ: ମୟୂରଭଞ୍ଜ ଚାଷୀଙ୍କ ପାଇଁ ଭଲ ଖବର। ଆଜି ଜିଲ୍ଲାର ଦୁଇ ପ୍ରାନ୍ତରେ ଦୁଇଟି ମଧ୍ୟମ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନ ୧୧ଟା ୧୦ରେ ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକ ଟିକିରିପଡ଼ାରେ ଅସ୍ଥାୟୀ ହେଲିକେପ୍ଟର ପଡ଼ିଆରେ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ…

କଶ୍ମୀରରେ ଟାର୍ଗେଟ କିଲିଂ: ୫ ବର୍ଷରେ…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଅଶାନ୍ତ ଜମ୍ମୁ-କଶ୍ମୀର।ଚାଲିଗଲା ଆଉ ଜଣେ ଅଣ କାଶ୍ମୀରୀଙ୍କ ଜୀବନ। ବାନ୍ଦିପୋରା ଜିଲ୍ଲାର ସଦୁନାରା ଗାଁରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ଆତଙ୍କୀ। ମୃତକ ଶ୍ରମିକ ଜଣକ ବିହାରର ମଧେପୁର ଜିଲ୍ଲାର ବୋଲି ସୂଚନା ରହିଛି। ଯାହାଙ୍କ ନାମ ମୋହମ୍ମଦ ଅମରେଜ…