Odisha Link
Bridging the Missing Links in Odisha
Daily Archives

August 17, 2022

ଓଡ଼ିଶାରେ ବନ୍ୟା: ବାଙ୍କୀକୁ ଯୋଗାଯୋଗ…

ଓଏଲ୍‌ ବ୍ୟୁରୋ: ଉଛୁଳୁଛି ମହାନଦୀ। ଯାହାଫଳରେ ରାଜ୍ୟରେ ବନ୍ୟା ସ୍ଥିତି। ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବାଙ୍କୀ ଅଞ୍ଚଳ ସମ୍ପୂର୍ଣ୍ଣ ଜଳବନ୍ଦୀ। ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ବାଙ୍କୀ ଅଞ୍ଚଳର ଦୁଇଟି ବ୍ଲକ୍‌ରେ ମୋଟ୍ ୩୮ଟି ପଞ୍ଚାୟତ। ଏଥିମଧ୍ୟରୁ ୩୦ଟି ପଞ୍ଚାୟତ, ବାଙ୍କୀ ଏନଏସିର ୧୦ଟି…

ଓଡ଼ିଶାରେ ବନ୍ୟା, ପାଣି ଘେରରେ ୧୪୦୦ ଗାଁ

ଓଏଲ୍‌ ବ୍ୟୁରୋ: ହୀରାକୁଦ ଡ୍ୟାମର ୪୦ ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ଫଳରେ ଉଛୁଳୁଛି ମହାନଦୀ। ଅନ୍ୟପଟେ ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। କଟକ ମୁଣ୍ଡଳୀଠାରେ ମହାନଦୀରେ ୧୨ ଲକ୍ଷ କ୍ୟୁସେକରୁ ଅଧିକ ପାଣି ପାସ୍ କରୁଥିବାରୁ ଆଜି ଓ ଆସନ୍ତାକାଲି ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

ରାଜଧାନୀରେ ବନ୍ୟାଜଳ

ଓଏଲ୍‌ ବ୍ୟୁରୋ: ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରେ ବନ୍ୟାସ୍ଥିତି। ଏସବୁ ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପଶିଲା ବନ୍ୟାଜଳ। ରାଜଧାନୀ ଉପକଣ୍ଠ ବାଲିପାଟଣା ଓ ସୁନ୍ଦରପଦା ଅଞ୍ଚଳରେ ବନ୍ୟାଜଳ ପଶିବା ଯୋଗୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ପଛୁଆ…

ଉଦ୍ଧାର ହେଲେ ବାପପୁଅ, ୪ ଦିନ ହେବ…

ଓଏଲ୍‌ ବ୍ୟୁରୋ: ମହନଦୀରେ ବନ୍ୟା। ଉଛୁଳିଥିବା ମହାନଦୀର ବନ୍ୟା ପାଣିରେ ପାଖାପାଖି ୪ ଦିନ ଧରି ଫସି ରହିଥିଲେ ବାପପୁଅ। ଆଠଗଡ଼ କନ୍ଦରପୁରର ଅମଙ୍ଗେଇ କୁଦରେ ପ୍ରାୟ ୫ଦିନ ଧରି ଫସି ରହିଥିବା ଉଭୟ ବାପପୁଅଙ୍କୁ ଉଦ୍ଧାର କରିଛି ଓଡ୍ରାଫ୍‌ ଟିମ୍। ଆଜି ଓଡ୍ରାଫ ଟିମ୍‌ ଉଭୟ ବାପପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର…