Odisha Link
Bridging the Missing Links in Odisha
Daily Archives

November 24, 2022

ଶୀତ ଅଧିବେଶନରେ ଅର୍ଚ୍ଚନା ନାଗ ନିଆଁ,…

ଓଏଲ୍‌ ବ୍ୟୁରୋ : ବିଧାନସଭାର ଶୀତ ଅଧିବେଶନ ଆରମ୍ଭରୁ ହିଁ ଗୃହ ସରଗରମ। ବ୍ଲାକମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ଉଠାଇ ଶାସକ ଦଳକୁ ଟାର୍ଗେଟ କଲେ ବିରୋଧୀ କଂଗ୍ରେସ ଓ ବିଜେପି। କଂଗ୍ରେସ ନେତା ନରସିଂହ ମିଶ୍ର ଓ ବିଜେପି ନେତା ମୋହନ ମାଝୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି।…

ବିଧାନସଭା: ପଦ୍ମପୁରରେ ଅର୍ଥମନ୍ତ୍ରୀ,…

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନରେ ହିଁ ୨୦୨୨-୨୩ ବର୍ଷ ଲାଗି ଅତିରିକ୍ତ ବଜେଟ୍‌ ଉପସ୍ଥାପନ ହୋଇଛି। ମୋଟ ୧୬ ହଜାର ୮୦୦ ଟଙ୍କା ଅତିରିକ୍ତ ଖର୍ଚ୍ଚ ଦାବିକୁ ବିଧାନସଭାରେ ଅର୍ଥମନ୍ତ୍ରୀଙ୍କ ବଦଳରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ୍‌ ଉପସ୍ଥାପନ…

ଆଜିଠୁ ଶୀତ ଅଧିବେଶନ

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ସରକାରୀ ଦଳକୁ ଘେରିବା ପାଇଁ ବିରୋଧୀଙ୍କ ସଜବାଜ। ଶୀତ ଅଧିବେଶନକୁ ଗରମ କରିବା ପାଇଁ ଅର୍ଚ୍ଚନା ନାଗ ପ୍ରସଙ୍ଗ, ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସରକାରୀ ଦଳକୁ ଘେରିବାକୁ ଯୋଜନା କରିଛନ୍ତି ।…

କାର୍ତ୍ତିକେଶ୍ବର ଭସାଣିରେ ବାଣ ଫୁଟି ୩୦…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ ବଡ଼ଧରଣର ଅଘଟଣ। କାର୍ତ୍ତିକେଶ୍ବର ଭସାଣି ଉତ୍ସବରେ ବାଣ ଫୁଟି ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ୬ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ଥିବା ସୂଚନା। ପ୍ରଥମେ ସମସ୍ତଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପରେ ୨୦ରୁ…