Odisha Link
Bridging the Missing Links in Odisha
Monthly Archives

November 2022

୧୨ ବିଭାଗର ୧୭ପ୍ରସ୍ତାବକୁ ରାଜ୍ୟ…

ଓଏଲ୍ ବ୍ୟୁରୋ : ରାଜ୍ୟ କ୍ୟାବିନେଟରେ ୧୨ ବିଭାଗର ୧୭ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ରାଜ୍ୟ କ୍ୟାବିନେଟର ୫୨ତମ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ସେଥିରେ ବିଭିନ୍ନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଓଡିଶା ପୋଷାକ ଓ ବୈଷୟିକ ବୟନଶିଳ୍ପ ନୂତନ…

ସ୍କ୍ରାପିଂ ପଲିସିକୁ ରାଜ୍ୟ କ୍ୟାବିନେଟର…

ଓଏଲ୍ ବ୍ୟୁରୋ : ରାଜ୍ୟ କ୍ୟାବିନେଟରେ ୧୨ ବିଭାଗର ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବାବେଳେ ସ୍କ୍ରାପିଂ ପଲିସିରେ ଲାଗିଲା ମୋହର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୫୨ତମ  ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଅନେକ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟ କ୍ୟାବିନେଟ ଯାନବାହାନ ଜନିତ…

ଓକିଲ ଆନ୍ଦୋଳନ ବେଳେ ଉତ୍ତେଜନା, ଆଇନଜୀବୀ…

ଓଏଲ୍ ବ୍ୟୁରୋ : ଦୀର୍ଘଦିନ ହେବ ଲାଗିରହିଛି ଓକିଲ ଆନ୍ଦୋଳନ। ସମ୍ବଲପୁରରେ ଓକିଲ ଆନ୍ଦୋଳନ ଚାଲିଥିବାବେଳେ ଦେଖାଦେଇଛି ଉତ୍ତେଜନା।ଆନ୍ଦୋଳନକାରି ଓକିଲମାନେ କୋର୍ଟକୁ ବିଚାରପତିଙ୍କୁ ଯିବାକୁ ଦେଉନାହାନ୍ତି। ଯାହା ଫଳରେ ପୋଲିସ ଏବଂ ଆଇନଜୀବୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି।ପୂର୍ବରୁ ଏହି ଆନ୍ଦୋଳନକୁ ନେଇ…

କମେଣ୍ଟମରାରୁ ଛାତ୍ରଙ୍କୁ ଆକ୍ରମଣ,…

ଓଏଲ୍ ବ୍ୟୁରୋ : କମେଣ୍ଟମରାକୁ ପ୍ରତିରୋଧରୁ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ। ଛାତ୍ର ଜଣକ ଗୁରୁତର ଅବସ୍ଥାରେ ଆଇସିୟୁରେ ଜୀବନ ସହ କରୁଛି ସଂଘର୍ଷ। ମାଟ୍ରିକ ସମ୍ମେଟିଭ ପରୀକ୍ଷା ଦେଇ ଫେରୁଥିବାବେଳେ କିଛି ଛାତ୍ର ଆକ୍ରମଣ କରିଥିଲେ। ଆକ୍ରମଣରେ ଛାତ୍ର ଜଣକ ଗୁରୁତର ହୋଇଥିଲେ। ଘଟଣା ଘଟିଛି ବାଲିପାଟଣା ଜୟଦେବ…

ପ୍ରେମ ପାଇଁ ଗଡ଼ିଲା ମୁଣ୍ଡ, ପ୍ରେମିକାର…

ଓଏଲ୍ ବ୍ୟୁରୋ : ପ୍ରେମ ପାଇଁ ଜୀବନ ନେଲା ପ୍ରେମିକ। ପ୍ରେମରେ ବିଫଳ ହେବାରୁ ପ୍ରେମିକ ଘଟାଇଛି ବର୍ବର କାଣ୍ଡ। ନିଜ ପ୍ରେମରେ ବିଫଳ ହେବାରୁ ପ୍ରେମିକ ଜଣକ ପ୍ରେମିକାର ଭାଇକୁ କଟୁରିରେ ହାଣି ମାରିଦେଇଥିବାବେଳେ ଯୁବତୀଙ୍କ ବାପା ମଧ୍ୟ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣା ଘଟିଛି…

ପଦ୍ମପୁର ଉପନିର୍ବାଚନ : ଡିସେମ୍ବର ୨ରେ…

ଓଏଲ୍‌ ବ୍ୟୁରୋ: ପ୍ରଚାରରେ କମ୍ପୁଛି ପଦ୍ମପୁର । ଉପନିର୍ବାଚନରେ ଲୋକଙ୍କ ମନ ଜିଣିବା ପାଇଁ ଜୋରଦାର ପ୍ରଚାର କରୁଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ। ବିଜେଡିର ମାଳ ମାଳ ମନ୍ତ୍ରୀ, ବିଧାୟକ ପ୍ରଚାର କରୁଛନ୍ତି। ସେହିପରି ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଓ ବିଧାୟକ କରୁଛନ୍ତି ଜୋରଦାର…

ଆଜିଠୁ ରାଜଧାନୀରେ ଶିଳ୍ପ ମହାକୁମ୍ଭ

ଓଏଲ୍‌ ବ୍ୟୁରୋ: ୩ ବର୍ଷର ଅନ୍ତର ପରେ ଆଜିଠୁ ଆରମ୍ଭ ହେଉଛି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌। ଏହି ଶିଳ୍ପ ମହାକୁମ୍ଭର ୩ୟ ସଂସ୍କରଣକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ଦିନ ଧରି ହେବାକୁ ଥିବା କନକ୍ଲେଭରେ ବିଭିନ୍ନ ଶିଳ୍ପ ସଂସ୍ଥାମାନେ ସାମିଲ ହେବେ। ତେବେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ…

ଆଇଟି ଓ ଜିଏସ୍‌ଟି ଚଢ଼ାଉକୁ ବିରୋଧ,…

ଓଏଲ୍‌ ବ୍ୟୁରୋ : ବପଦ୍ମପୁର ଉପନିର୍ବାଚନ ମତଦାନ ତାରିଖ ଯେତେ ପାଖେଇ ଆସୁଛି ସେତେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦେଇଛି ପଦ୍ମପୁର ବଣିକ ସଂଘ। ଆଇଟି ଓ ଜିଏସ୍‌ଟି ଚଢ଼ାଉକୁ ବିରୋଧ କରି ବନ୍ଦ ଡାକରା ଦେଇଛି ପଦ୍ମପୁର ବଣିକ ସଂଘ। ପଦ୍ମପୁର ବଣିକ…

କ୍ଲାସରେ ମୁସଲିମ୍‌ ଛାତ୍ରଙ୍କୁ…

ଓଏଲ୍‌ ବ୍ୟୁରୋ: ମୁସଲିମ ଛାତ୍ରଙ୍କୁ ଆତଙ୍କବାଦୀ କହି କଲେଜରୁ ନିଲମ୍ବିତ ହେଲେ ପ୍ରଫେସର। ବେଙ୍ଗାଲୁରୁର ମଣିପାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ଏଭଳି ଘଟଣା ଘଟିଛି। କ୍ଲାସ୍‌ ରୁମରେ ପ୍ରଫେସର ପାଠ ପଢ଼ାଉଥିବା ବେଳେ ଜଣେ ମୁସଲିମ୍‌ ଛାତ୍ରଙ୍କୁ ଆତଙ୍କବାଦୀ କହିବାର ଏକ ଭିଡିଓ ଭାଇରାଲ ହେବାରେ…

‘ଅଶୋକ ଗେହେଲଟ୍‌ ଓ ସଚିନ ପାଇଲଟ୍‌…

ଓଏଲ୍‌ ବ୍ୟୁରୋ: ରାଜସ୍ଥାନ କଂଗ୍ରେସ କଳି କାହାକୁ ବି ଅଛପା ନୁହେଁ । କଂଗ୍ରେସ ଦଳୀୟ କନ୍ଦଳ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । ଏସବୁମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଓ ସଚିନ ପାଇଲଟଙ୍କ ମଧ୍ୟରେ ବଢ଼ୁଥିବା ବିବାଦକୁ ନେଇ ପ୍ରତିକ୍ରିୟା ରଖିିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ସେ…