Odisha Link
Bridging the Missing Links in Odisha
Daily Archives

December 1, 2022

ରାୱଲପିଣ୍ଡି ଟେଷ୍ଟରେ ଇତିହାସ ରଚିଲା…

ଓଏଲ୍‌ ବ୍ୟୁରୋ: ଦୀର୍ଘ ୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଟେଷ୍ଟ ମ୍ୟାଚ୍‌ ଖେଳୁଛି ଇଂଲଣ୍ଡ। ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ହିଁ ୧୧୨ ବର୍ଷର ରେକର୍ଡ ଭାଙ୍ଗି ନୂଆ ଇତିହାସ ରଚିଛି ଇଂଲଣ୍ଡ। ପ୍ରଥମ ଦଳ ଭାବେ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମ ଦିନରେ ୫୦୦ ରନ୍ କରିଛି ଇଂଲଣ୍ଡ। ରାଓ୍ବଲପିଣ୍ଡିରେ…

ମେକ୍‌ ଇନ୍‌ ଓଡିଶା କନ୍‌କ୍ଳେଭ୍‌ରେ ସୋଆର…

ଭୁବନେଶ୍ୱର : ନିବେଶକ ମହାକୁମ୍ଭ ମେକ୍‌ ଇନ୍‌ ଓଡିଶା ନଭେମ୍ବର ୩୦ ବୁଧବାର ଠାରୁ ଆରମ୍ଭ ହୋଇଛି । ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଥିବା ଏହି ଶିଳ୍ପ ମହାକୁମ୍ଭରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ମଧ୍ୟ ଷ୍ଟଲ ଖୋଲା ଯାଇଛି । ସୋଆର ଏହି ଷ୍ଟଲ୍‌ କୁ ଉଦ୍‌ଘାଟନ କରିଛନ୍ତି ଆଇଟି ସଚିବ ମନୋଜ ମିଶ୍ର ।…

ହତ୍ୟାକାରୀ ପ୍ରେମିକର ସରିଲା ନାର୍କୋ…

ଓଏଲ୍ ବ୍ୟୁରୋ : ପ୍ରେମିକାକୁ ପ୍ରେମିକ ୩୫ଖଣ୍ଡ କରି କାଟି ଫିଙ୍ଗିଦେଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ସମ୍ପୃକ୍ତ ପ୍ରେମିକକୁ ପୁଲିସ ଗିରଫ କରିଥିଲା। ଗିରଫ ପରେ ପୁଲିସ ତଦନ୍ତ କରିବାପାଇଁ ବିଭିନ୍ନ ପଦ୍ଧତି ଆପଣେଇ ଥିବାବେଳେ ଶ୍ରଦ୍ଧା ୱାକରଙ୍କ ହତ୍ୟାକାରୀ ୨୮ ବର୍ଷୀୟ ଅଭିଯୁକ୍ତ ଅଫତାବ ଅମିନ…

ବହୁ ଚର୍ଚ୍ଚିତ ମମିତା ମେହେର…

ଓଏଲ୍ ବ୍ୟୁରୋ: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ୨ଜଣଙ୍କୁ ଗିରଫ କରିଛି ପୁଲିସ। ମହାଲିଙ୍ଗ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଓ ଜଣେ ଅଧ୍ୟାପକଙ୍କୁ ଗିରଫ କରାଯାଇଛି। ଅଧ୍ୟକ୍ଷ ରଂଜିତ ସାହୁ ଓ ଅଧ୍ୟାପକ କୃତି ଚନ୍ଦନଙ୍କୁ ପୁଲିସ ମମିତା ମେହେରଙ୍କ ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଗିରଫ କରିଛି…

ଓଡିଶା ପାଇଁ ଅଦାନୀ ଗ୍ରୁପ କରିବ ୬୦ହଜାର…

ଓଏଲ୍ ବ୍ୟୁରୋ : ମେକ୍ ଇନ୍ ଓଡିଶା କନକ୍ଳେଭରେ ଅଦାନୀ ଗ୍ରୁପର ବଡ ଘୋଷଣା। ଅଦାନୀ ପୋର୍ଟସ ଆଣ୍ଡ ଏସଇଜେଡ ସିଇଓ କରନ ଅଦାନୀ ଓଡିଶା ପାଇଁ ୬୦ହଜାର କୋଟିର ପୁଞ୍ଜି ନିବେଶ କରିବା ଆଇଁ ଆଜି ମେକ ଇନ ଓଡିଶା କନକ୍ଳେଭରେ ଜଣାଇଛନ୍ତି। କରନ ଅଦାନୀ କହିଛନ୍ତି ଆଗାମୀ ୧୦ବର୍ଷ ମଧ୍ୟରେ ଓଡ଼ିଶାରେ ୬୦ହଜାର କୋଟି…

ଜାନୁଆରୀରେ ରିଲିଜ୍ ହେବ କିଙ୍ଗ ଖାନଙ୍କ…

ଓଏଲ୍ ଵ୍ୟୁରୋ : ଦମଦାର ଅଭିନୟ ସହ ରୋମାଞ୍ଚକର କାହାଣୀ ନେଇ ୨୦୨୩ରେ ବକ୍ସ ଅଫିସରେ ଧମାଲ କରିବା ଆଶାରେ ଆସୁଛି ବଲିଉଡ ଅଭିନେତା ସାହ ରୁଖ ଖାନଙ୍କ ପଠାନ୍। ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ସହ ରିଲିଜ ତାରିଖ ନିଜେ କିଙ୍ଗ ଖାନ ଟ୍ୱିଟ ମାଧ୍ୟମରେ ଘୋଷଣା କରିଛନ୍ତି। ଚଳଚ୍ଚିତ୍ରଟି ୨୦୨୩ ଜାନୁଆରୀ ୨୩ରେ ରିଲିଜ…

ବିଜେପିରେ ସାମିଲ ହେଲେ ପୂର୍ବତନ ସାଂସଦ…

ଓଏଲ୍ ବ୍ୟୁରୋ: ବିଜେପିରେ ମିଶ୍ରଣ ପର୍ବ। ବିଜେପିରେ ସାମିଲ ହେଲେ କଂଗ୍ରେସ ନେତା। ପୂର୍ବତନ ବରଗଡ ସାଂସଦ ସଞ୍ଜୟ ଭୋଇ ବିଜେପି ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଥିବାର ସୂଚନା ମିଳିଛି। ପୂର୍ବତନ ସାଂସଦ ସଞ୍ଜୟ ଭୋଇ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦଳରେ ସାଂସଦ ଥିଲେ କିନ୍ତୁ ପରେ ସେ ଦଳ ବିରୋଧରେ…

ଆଜି ବିଶ୍ୱ ଏଡସ୍ ଦିବସ

ଓଏଲ୍ ବ୍ୟୁରୋ: ବିଶ୍ୱ ପାଳୁଛି ଏଡସ୍ ଦିବସ। ପ୍ରତିବର୍ଷ ଡିସେମ୍ବର ୧ ତାରିଖରେ ଏହି ଦିବସ ପାଳନ କରାଯାଉଥିବାବେଳେ ଏହା ୧୯୮୮ ମସିହାରୁ ଆରମ୍ଭ ହୋଇଥିଲା। ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ରୋଗର ନିରାକରଣ ପଦ୍ଧତିକୁ ଅବଲମ୍ବନ କରିବା ପାଇଁ ବିଭିନ୍ନ ସଭାର ଆୟୋଜନ ହୋଇଥାଏ। ବିଶ୍ୱବାସୀଙ୍କ…

ଶ୍ରୀକ୍ଷେତ୍ର ଯାତ୍ରା ହେଲା ଶେଷ ଯାତ୍ରା,…

ଓଏଲ୍ ବ୍ୟୁରୋ : ସକାଳୁ ସକାଳୁ ଏକ ମର୍ମତୁନ୍ତ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଟ୍ରକକୁ କାରଟି ପଛରୁ ପିଟିଥିବାବେଳେ ୪ଜଣଙ୍କ ମୃତ୍ୟୁ ହୋଇଛି। ଅଧା ରହିଯାଇଛି ଜଗା ଦର୍ଶନ। ଆଜି ଘଟଣାଟି ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥ ବଡ଼ପୋଖରିଆ ନିକଟରେ ଦୁର୍ଘଟଣା ହୋଇଥିବାବେଳେ ଘଟଣା ସ୍ଥଳରେ ୪ଜଣ ବ୍ୟକ୍ତିଙ୍କର…