Odisha Link
Bridging the Missing Links in Odisha
Daily Archives

December 2, 2022

ବିଧାନସଭା : ମାତ୍ର ୮ ଦିନରେ ଶେଷ ହେଲା…

ଓଏଲ୍‌ ବ୍ୟୁରୋ: ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭାର ଶୀତକାଳୀନ ଅଧିବେଶନ। ନଭେମ୍ବର ୨୪ରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥାଆନ୍ତା। କିନ୍ତୁ ତା ପୂର୍ବରୁ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଚଳିତଥର…

ମ୍ୟାଲେରିଆରୁ ମିଳିବ ମୁକ୍ତି, ଟୀକା…

ଓଏଲ୍ ବ୍ୟୁରୋ : ମ୍ୟାଲେରିଆରେ ଆଉ ଯିବନି ଜୀବନ। ଚିକିତ୍ସା କ୍ଷେତ୍ରରେ ମ୍ୟାଲେରିଆ ନିରାକରଣ ପାଇଁ ପ୍ରତିଷେଧକ ଟୀକା ପ୍ରସ୍ତୁତ ହେଉଛି। ଇଣ୍ଡିଆନ ମେଡିକାଲ ଫ୍ରାଟେନିଟୀର ବୈଜ୍ଞାନିକ ମାନେ ପ୍ରସ୍ତୁତ କରିଛନ୍ତି ମ୍ୟାଲେରିଆ ନିରାକରଣ ଟୀକା ଯାହା ମ୍ୟାଲେରିଆ ଚିକିତ୍ସା କ୍ଷେତ୍ରକୁ ସହଜ କରିବ। ଏହି ଟୀକା…

ASO ପରୀକ୍ଷା ମାମଲା : ଚୂଡାନ୍ତ…

ଓଏଲ୍ ବ୍ୟୁରୋ : ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କିଛି ଦିନ ହେବ ଲାଗିରହିଥିଲା ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ। ବାଦବିବାଦ ପରେ ପରୀକ୍ଷା ଫଳକୁ ନେଇ ଗୁରୁତ୍ୱପୂର୍ଣ ରାୟ ହାଇକୋର୍ଟ ଶୁଣାଇଲେ। ତେବେ ପରୀକ୍ଷାର ଚୂଡାନ୍ତ ତାଲିକା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। କୋର୍ଟର…

ଏନଆଇଏ ଜାଲରେ କୋର୍ଟ ବିସ୍ଫୋରଣ…

ଓଏଲ୍ ବ୍ୟୁରୋ : ଗିରଫ ହେଲା କୋର୍ଟ ବିସ୍ଫୋରଣ ଷଡ଼ଯନ୍ତ୍ରକାରୀ ହରପ୍ରିତ ସିଂହ। ଷଡ଼ଯନ୍ତ୍ରକାରୀ ହରପ୍ରିତକୁ ଲୁଧିଆନା କୋର୍ଟ ବିସ୍ଫୋରଣର ପ୍ରାୟ ୧୧ ମାସ ପରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଜାତୀୟ ତଦନ୍ତକାରୀ ସଂସ୍ଥା ଗିରଫ କରିଛି। ପୂର୍ବରୁ ବିସ୍ଫୋରଣକାରୀକୁ ଧରିବା ପାଇଁ…

ମୁଖ୍ୟମନ୍ତ୍ରୀ କରିବେ ରାଲି, ଆଜି…

ଓଏଲ୍ ବ୍ୟୁରୋ : ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ କରିବେ ରାଲି। ରାଲି ପାଇଁ ଜିଲ୍ଲାର ସବୁ ବିଦ୍ୟାଳୟ ଆଜି ପାଇଁ ବନ୍ଦ। ଉତ୍ତରପ୍ରଦେଶ ମୈନପୁରୀ ଜିଲ୍ଲାରେ ଏଭଳି ଖବର ଶୁଣିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକସଭା ଉପନିର୍ବାଚନ ପାଇଁ ଆଜି ମୈନପୁରୀରେ ରାଲି କରିବେ। ରାଲି ପରେ ଏକ…

ବିଦ୍ୟାଳୟରେ ଛାତ୍ରୀ ଦୁଷ୍କର୍ମ ଘଟଣା

ଓଏଲ୍ ବ୍ୟୁରୋ : କ୍ଲାସରୁମରେ ଛାତ୍ରୀ ଅସୁରକ୍ଷିତ। ଅଷ୍ଟମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଘଟଣା। ମହାରାଷ୍ଟ୍ର ମୁମ୍ବାଇରେ ସ୍କୁଲ ଭିତରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଛି। ୧୩ ବର୍ଷର ଅଷ୍ଟମ ଶ୍ରେଶୀ ଛାତ୍ରୀଙ୍କୁ କ୍ଲାସ ରୁମ ଭିତରେ ତାଙ୍କର ୪ ଜଣ କ୍ଲାସମେଂଟ ଦୁଷ୍କର୍ମ…

ନାଳରୁ ମିଳିଲା ମୃତଶରୀର

ଓଏଲ୍ ବ୍ୟୁରୋ : ସାମ୍ନାକୁ ଆସିଲା ବ୍ୟାଙ୍କ କର୍ମଚାରୀଙ୍କ ମୃତ ଖବର। ମନମୁଣ୍ଡା ବାଇପାସର ଏକ ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର। ମୃତକ ବ୍ୟାଙ୍କ କର୍ମଚାରୀ ଜଣକ ହେଉଛନ୍ତି ଦେଉଳି ଗ୍ରାମର ଚିତ୍ତରଞ୍ଜନ ନାଏକ। ମୃତ ବ୍ୟାଙ୍କ କର୍ମଚାରୀ ଚିତ୍ତରଞ୍ଜନ ସୋନପୁର ୟୁନିୟନ ବ୍ୟାଙ୍କର କର୍ମଚାରୀ…

ଚିରନିଦ୍ରାରେ ଲୋକପ୍ରିୟ ଅଭିନେତ୍ରୀ ଝରଣା…

ଓଏଲ୍ ବ୍ୟୁରୋ : ପରଲୋକରେ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଝରଣା ଦାସ। ଅଭିନେତ୍ରୀ ଝରଣାଙ୍କର କଟକ ଚଣ୍ଡୀ ଛକ ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି। ୮୨ ବର୍ଷରେ ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଳାକାରର କେବେ ମୃତ୍ୟୁ ହୁଏନି ଏବଂ କଳାକାର…

ପଦ୍ମପୁର ଉପନିର୍ବାଚନ: ମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ତାରିଖ ଘୋଷଣା ପରେ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ଜୋର ଧରିଥିଲା। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ଡିସେମ୍ବର ସୁଦ୍ଧା ‘ପଦ୍ମପୁର’ ଉପଖଣ୍ଡକୁ ରାଜ୍ୟର ୩୧ତମ ଜିଲ୍ଲା ମାନ୍ୟତା ମିଳିବ ବୋଲି ପଦ୍ମପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ…

ଫିଫା ବିଶ୍ବକପ୍‌ରେ ବଡ଼ ବିପର୍ଯ୍ୟୟ

ଓଏଲ୍‌ ବ୍ୟୁରୋ: କତାରେ ଚାଲିଥିବା ଫିଫା ବିଶ୍ବକପ୍‌ ୨୦୨୨ରେ ଗୋଟିଏ ପରେ ଗୋଟିଏ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିିଛି। ଗ୍ରୁପ୍‌ ଷ୍ଟେଜରୁ ବିଦା ହେଲା ଫିଫା ର‍୍ୟାଙ୍କିଙ୍ଗର ୨ ନମ୍ବର ଦଳ ବେଲଜିୟମ୍। ସେହିପରି ୪ଥରର ବିଶ୍ବ ବିଜେତା ଜର୍ମାନୀ ଦଳ ସୁପର ୧୬ରେ ଏଣ୍ଟ୍ରି କରିପାରି ନାହିଁ। ଅନ୍ୟପଟେ ଗ୍ରୁପ୍‌…