Odisha Link
Bridging the Missing Links in Odisha
Daily Archives

December 6, 2022

ବିଜୁ ପଟ୍ଟନାୟକଙ୍କୁ ମିଳୁ ଭାରତରତ୍ନ…

ଓଏଲ୍‌ ବ୍ୟୁରୋ : ବହୁଦିନର ବ୍ୟବଧାନ ପରେ ପୁଣି ଉଠିଲା ସ୍ବଗର୍ତ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦାବି। ବିଜୁ ପଟ୍ଟନାୟକଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ଦାବି କଲା ଜେଡିୟୁ। ବିଜୁ ବାବୁଙ୍କ ଅବଦାନକୁ ଚିର ସ୍ମରଣୀୟ କରି ରଖିବା ପାଇଁ ତାଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯାଉ ବୋଲି ଦାବି କରିଛି…

‘ଦିନ ଆସିବ ଲୋକେ ମୋଦି-ମୋଦି…

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ରାଜସ୍ଥାନରେ ପହଁଞ୍ଚିଛି କଂଗ୍ରେସର 'ଭାରତ ଯୋଡ଼ୋ ଯାତ୍ରା'। ଏହି ଯାତ୍ରାରେ ରାହୁୁଲଙ୍କ ସହ ସାମିଲ ହୋଇଛନ୍ତି କହ୍ନେୟା କୁମାର। ଦେବରିଘାଟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସେ ଦିନ ବେଶି ଦୂର ନୁହେଁ,…

କାଲିଠୁ ସଂସଦର ଶୀତକାଳୀନ ଅଧିବେଶନ,…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଏହାପୂର୍ବରୁ ଆଜି ଅନୁଷ୍ଠିତ ହୋଇଯାଇଛି ସର୍ବଦଳୀୟ ବୈଠକ। ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ବିଜେଡି ସମେତ ୩୧ଟି ରାଜନୈତିକ ଦଳର ନେତା ଯୋଗ ଦେଇଥିଲେ । ଏଥିରେ ବିରୋଧୀ ଦଳମାନେ ମୂଲ୍ୟବୃଦ୍ଧି, ବେକାରୀ, ଚୀନ୍…

କବାଟରେ ଲେଖା ହେଲା ପ୍ରଶ୍ନ, ପରୀକ୍ଷା…

ଓଏଲ୍ ବ୍ୟୁରୋ : ଅବହେଳାରୁ ବିଦ୍ୟାଳୟକୁ ନିର୍ଦ୍ଧାରିତ ସମୟରେ ପ୍ରଶ୍ନପତ୍ର ଆସି ପାରିଲା ନାହିଁ। ଶ୍ରେଣୀ ଗୃହରେ କଳାପଟା ବି ନଥିଲା ତେଣୁ ଶିକ୍ଷକ କବାଟରେ ପ୍ରଶ୍ନ ଲେଖିଥିଲେ। କବାଟରୁ ପ୍ରଶ୍ନ ଦେଖି ପରୀକ୍ଷା ଦେଇଥିଲେ ଛାତ୍ର ଛାତ୍ରୀ। ସ୍ମାର୍ଟ ଯୁଗରେ ଏଭଳି ଘଟଣା ଓଡ଼ିଶାର ଯାଜପୁର ଜିଲ୍ଲା ଧର୍ମଶାଳା…

କାଲିଠୁ ସଂସଦର ଶୀତକାଳୀନ ଅଧିବେଶନ

ଓଏଲ୍ ବ୍ୟୁରୋ : ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଏହି ଗୁରୁତ୍ୱପୂର୍ଣ ଅଧିବେଶନ ପାଇଁ ଆଜି କେନ୍ଦ୍ରସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଥିବାବେଳେ ସବୁ ଦଳର ନେତାଙ୍କୁ ଏଥିପାଇଁ ଆମନ୍ତ୍ରଣ କରାଯାଇଛି। ଡିସେମ୍ବର ୨୯ପର୍ଯ୍ୟନ୍ତ ହେବ ଶୀତ ଅଧିବେଶନ ଏବଂ ଏଥିରେ ୨୩ଟି କାର୍ଯ୍ୟ…

ଯେତେବେଳେ କହିବି, ସାରା ରାଜ୍ୟ…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଆଉ ଏକ ମୋଡ। ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ନେଲା ଇଡି। କଡା ସୁରକ୍ଷା ଭିତରେ ୭ଦିନିଆ ଇଡିର ରିମାଣ୍ଡରେ ଅର୍ଚ୍ଚନା। ମେଡିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଗଲାବେଳେ ଗଣମାଧ୍ୟମ ସାମ୍ନାରେ ଅର୍ଚ୍ଚନା କହିଛନ୍ତି ସେ ଇଡିକୁ ଅପେକ୍ଷା…

ଭୂମିହୀନଙ୍କୁ ଜମି ଦେବା ପାଇଁ, ୫ରାଜ୍ୟକୁ…

ଓଏଲ୍‌ ବ୍ୟୁରୋ: ଭୂମିହୀନଙ୍କୁ ଜମି ନଦେଲେ ଫେରିଯିବ ଆବାସ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଭୁକ୍ତ ଭୂମିହୀନଙ୍କୁ ଜମି ଦେବା ପାଇଁ ୫ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର। କେନ୍ଦ୍ର ସରକାର ଓଡିଶା ସମେତ ୫ ରାଜ୍ୟକୁ ଚେତାବନୀ ଦେଇ ଚିଠିରେ ଉଲ୍ଲେଖ କରିଛନ୍ତି, ଯଦି ଚଳିତ ମାସ ୧୫ତାରିଖ…

କଲମ୍ବିଆରେ ଭୟଙ୍କର ଭୂସ୍ଖଳନ, ୩୪ମୃତ

ଓଏଲ୍‌ ବ୍ୟୁରୋ: ମାଟି ତଳେ ଚାପି ହେଲା ଯାତ୍ରୀବାହୀ ବସ, ନେଇଗଲା ୩୪ ଜୀବନ। ଘଟଣାଟି ଘଟିଛି ଦକ୍ଷିଣ ଆମେରିକାର ଗେଟୱେ କୁହାଯାଉଥିବା କଲମ୍ବିଆର ରିସାରାଲ୍ଡରେ ଏବଂ ସେଠାରେ ପୁଣି ଥରେ ଭୟଙ୍କର ଭୂସ୍ଖଳନ ହୋଇଛି। ସୂଚନା ଅନୁସାରେ କଲମ୍ବିଆର ରିସାରାଲ୍ଡ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଥିବାବେଳେ ପ୍ରବଳ…

ଆଜିଠୁ ଇଡିର ୭ଦିନିଆ ରିମାଣ୍ଡରେ…

ଓଏଲ୍‌ ବ୍ୟୁରୋ: ଇଡି ଖୋଲିବ ଗୁମର। ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ମିଳିଛି। ଅର୍ଚ୍ଚନାକୁ ରିମାଣ୍ଡରେ ନେଇ ଜେରା କରିବା ଇଡି। ଅର୍ଚ୍ଚନାର କଳା ସାମ୍ରାଜ୍ୟର ସତ କାହାଣୀ ଆସିପାରେ ସାମ୍ନାକୁ। ହନିଟ୍ରାପ, ବ୍ଲାକମେଲିଂ, ଅନୈତିକ ଆର୍ଥିକ କାରବାରର ଉତ୍ସ…

ଅନୁକୁଳଚନ୍ଦ୍ରଙ୍କୁ ଠାକୁର ଘୋଷଣା ପାଇଁ…

ଓଏଲ୍‌ ବ୍ୟୁରୋ: ସୋମବାର ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ‘ପରମାତ୍ମା’ ଘୋଷଣା କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ହୋଇଥିଲା। ସୋମବାର ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ଭର୍ତ୍ସନା କରିଛନ୍ତି। ଏଥିସହିତ ଆବେଦନକାରୀଙ୍କ ଉପରେ ସର୍ବୋଚ୍ଚ ଅଦାଲତ ୧ ଲକ୍ଷ…