Odisha Link
Bridging the Missing Links in Odisha
Daily Archives

December 8, 2022

ହୀରାକୁଦରେ ଇକୋ ରିଟ୍ରେଟ ୨୦୨୨ ଉଦଘାଟିତ

ଓଏଲ୍ ବ୍ୟୁରୋ : ହୀରାକୁଦକୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକମାନଙ୍କୁ ଆକୄଷ୍ଠ କରିବା ପାଇଁ ଆଜି ଉଦଘାଟିତ ହୋଇଛି ହିରାକୁଦ ଇକୋ ରିଟ୍ରେଟ ୨୦୨୨। ଏହା ହୀରାକୁଦରେ ତୃତୀୟଥର ଅନୁଷ୍ଠିତ ହେଉଥିବାବେଳେ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଏହା ଚାଲିବ। ଭିଡିଓ କନଫରେନସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ…

ପରଲୋକରେ ପଣ୍ଡିତ ଉମେଶ ଚନ୍ଦ୍ର କର

ଓଏଲ୍ ବ୍ୟୁରୋ: ରାଜ୍ୟର କଳା ଜଗତରେ ଶୋକର ଛାୟା ଖେଳିଯାଇଛି। ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ବିୟୋଗ ହୋଇଯାଇଛି। ପଣ୍ଡିତ କର ଓଡ଼ିଶାର ପ୍ରଥମ ତବଲାବାଦକ ଭାବେ ଆକାଶବାଣୀ ଟପ୍ ଗ୍ରେଡ୍ କଳାକାର ମାନ୍ୟତା ଲାଭ କରିଥିଲେ। ଆଜି ସକାଳେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ…

ପଦ୍ମପୁର ଜନାଦେଶକୁ ପ୍ରଦୀପ ପୁରୋହିତଙ୍କ…

ଓଏଲ୍ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନରେ ଆସିଲା ଜନାଦେଶ। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ। ପଦ୍ମପୁର ଜନାଦେଶକୁ ସ୍ବାଗତ କରିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ସେ କହିଛନ୍ତି, ଜିତ୍ ହାର ବଡ ପ୍ରସଙ୍ଗ ନୁହେଁ, ପରାଜିତ ହେଲେ ବି ଲୋକଙ୍କ ସହ ରହିଵି। ଏଠି ବିଜୁ ଜନତା ଦଳ ନୁହେଁ…

ପଦ୍ମପୁର ଜନାଦେଶ : ବିଜେଡିର ବିଜୟ,…

ଓଏଲ୍‌ ବ୍ୟୁରୋ : ପଦ୍ମପୁରରେ ବିଜୁ ଜନତା ଦଳର ବଡ଼ ବିଜୟ। ପଦ୍ମପୁର ଉପନିର୍ବାଚନରେ ଜିତିଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ବିପୁଳ ଭୋଟ ପାଇ ବିଜେପିକୁ ପଛରେ ପକାଇ ବିଜେଡିର ବାଜିମାତ। ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ନେଇ ମତଦାନ ହୋଇଥିବା ବେଳେ ଆଜି ଭୋଟ ଗଣତି କରାଯାଉଥିଲା। ମୋଟ ୨୩ଟି…

ପଦ୍ମପୁର ଜନାଦେଶ :ବିଜେଡି ଆଗରେ, ବିଜେପି…

ଓଏଲ୍ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ଜାରି ରହିଛି ଭୋଟ ଗଣତି। ପ୍ରଥମ ରାଉଣ୍ଡରୁ ବର୍ଷା ସିଂ ବରିହା ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ଆଗରେ ରହିଥିବାବେଳେ ରାଉଣ୍ଡ ପରେ ରାଉଣ୍ଡ ଗଣତି ଜାରି ରହିଛି। ମୋଟ ୨୩ଟି ରାଉଣ୍ଡ ହେବାକୁ ଥିବାବେଳେ ୧୮ଟି ରାଉଣ୍ଡ ଶେଷ ହୋଇଛି। ୧୮ ରାଉଣ୍ଡରେ ବିଜେଡିକୁ…

ସମ୍ବଲପୁରରେ ହାତୀ ମୃତ, ଉଦ୍ଧାର କଲା…

ଓଏଲ୍ ବ୍ୟୁରୋ : ଦୀର୍ଘ ଦିନ ହେବ ଲଗାତାର ଭାବେ ଶୁଣିବାକୁ ମିଳୁଛି ହାତୀ ମୃତ୍ୟୁ ଘଟଣା। ଏକ ମାଈ ହାତୀ ମୃତଦେହ ବନବିଭାଗ ଦ୍ଵାରା ଉଦ୍ଧାର ହୋଇଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ଜୁଯୋମୁର ବ୍ଲକ ରେଞ୍ଜର ଲଦଲଦି ବିଟ ଧଲୋପାଲଠାରେ। ସମ୍ବଲପୁର ଡିଏଫ୍ଓ ବିଶ୍ଵନାଥ ନୀଳାମ୍ବର ସୂଚନା ଦେଇଛନ୍ତି ଯେ ଏକ…

ପଦ୍ମପୁର ଜନାଦେଶ : ୧୦ ରାଉଣ୍ଡରେ ବିଜେଡି…

ଓଏଲ୍ ବ୍ୟୁରୋ: ପଦ୍ମପୁର ଜନାଦେଶ, ସରଗରମ ଓଡିଶା ରାଜନୀତି। ବର୍ତମାନ ସୁଦ୍ଧା ଦଶମ ରାଉଣ୍ଡ ଗଣତି ଶେଷ ହୋଇଥିବାବେଳେ ବିଜେଡିର ବର୍ଷା ସିଂ ବରିହା ଆଗରେ। ବିଜେଡି ୫୪୧୭୩ ଓ ବିଜେପି ୩୪୭୪୮ ଏବଂ କଂଗ୍ରେସ ୧୯୯୨ ଭୋଟ ଦଶମ ରାଉଣ୍ଡରେ ହାତେଇଛି। ନବମ ରାଉଣ୍ଡରେ ବିଜେଡି ୪୮୫୮୮ ଓ ବିଜେପି ୩୧୧୪୩ ଏବଂ କଂଗ୍ରେସ…

ଶ୍ରୀମନ୍ଦିରକୁ ନିଷେଧ ସ୍ମାର୍ଟଫୋନ

ଓଏଲ୍ ବ୍ୟୁରୋ: ବାରମ୍ବାର ଶ୍ରୀମନ୍ଦିର ରତ୍ନବେଦୀର ଫଟୋ ଭାଇରାଲ ହେବା ଦେଖିବାକୁ ମିଳିଥିଲା ଏବଂ ମନ୍ଦିର ଉପରେ ଡ୍ରୋନ କ୍ୟାମେରା ଉଡିବାକୁ ନେଇ ଅସନ୍ତୋଷ ଦେଖାଇଥିଲା। ଏଭଳି ଘଟଣାପରେ ସ୍ମାର୍ଟଫୋନ ବ୍ୟାନ କରିବା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତି ହୋଇଛି । ସ୍କାର୍ଟଫୋନ ପାଇଁ କେବଳ ମନ୍ଦିର…

ପଦ୍ମପୁର ଜନାଦେଶ: ତୃତୀୟ ରାଉଣ୍ଡ ସୁଦ୍ଧା…

ଓଏଲ୍ ବ୍ୟୁରୋ : ସରଗରମ ଓଡିଶା ରାଜନୀତି। ଚାଲିଛି ଭୋଟ ଗଣତି, ଆଜି ଆସିବ ପଦ୍ମପୁର ଜନାଦେଶ। ବର୍ତମାନ ସୁଦ୍ଧା ତୃତୀୟ ରାଉଣ୍ଡ ଗଣତି ଶେଷ ହୋଇଥିବାବେଳେ ବିଜେଡି ଆଗରେ ରହିଛି। ବିଜେଡି ୧୫୯୧୬ ଓ ବିଜେପି ୧୦୧୫୦ ଏବଂ କଂଗ୍ରେସ ପ୍ରାର୍ଥୀ ୪୭୪ ଭୋଟ ପାଇଛନ୍ତି। ପଦ୍ମପୁର ଉପନିର୍ବାଚନରେ ଆଜି ଭୋଟ ଗଣତି…