Odisha Link
Bridging the Missing Links in Odisha
Daily Archives

December 10, 2022

୪୦ ମାସ ପରେ ଦିନିକିଆରେ ଶତକ ମାରିଲେ…

ଓଏଲ୍‌ ବ୍ୟୁରୋ: ବାଂଲାଦେଶ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ ଦଳ ତୃତୀୟ ଦିନିକିଆରେ କରିଛି ରନ ବର୍ଷା। ଈଶାନ କିଶନଙ୍କ ଦ୍ବିଶତକୀୟ ଇନିଂସ ପରେ କିଙ୍ଗ୍‌ କୋହଲି ଖେଳିଛନ୍ତି ଶତକୀୟ ଇନିଂସ୍‌। ସବୁଠୁ ବଡ଼ କଥା ହେଲା ରୋହିତ ଶର୍ମା ଆଜି ଖେଳୁ ନଥିବା ବେଳେ ବିରାଟ…

ଦିନିକିଆରେ ଦ୍ବିଶତକ ମାରି ବିଶ୍ବ ରେକର୍ଡ…

ଓଏଲ୍‌ ବ୍ୟୁରୋ: ବାଂଲାଦେଶ ବିପକ୍ଷ ଶେଷ ଦିନିକିଆରେ ବିଶ୍ବ ରେକର୍ଡ ରଚିଲେ ଟିମ୍‌ ଇଣ୍ଡିଆର ବାମହାତୀ ବ୍ୟାଟସମ୍ୟାନ୍‌ ଈଶାନ କିଶନ। ବାଂଲାଦେଶ ବିପକ୍ଷରେ ଦ୍ବିଶତକୀୟ ଇନିଂସ ଖେଳିଛନ୍ତି କିଶନ। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହଓ୍ବାଗ ଓ ରୋହିତ ଶର୍ମାଙ୍କ ପରେ ୪ର୍ଥ ଭାରତୀୟ ଭାବେ…

ସ୍ନାତକରେ ଅନର୍ସ ଡିଗ୍ରୀ ୪ବର୍ଷ ହେବ,…

ଓଏଲ୍ ବ୍ୟୁରୋ : ଶିକ୍ଷାରେ ଉନ୍ନତି ଆଣିବା ସହ ଶିକ୍ଷାଗତ ପ୍ରଣାଳୀକୁ ସୁଦୃଢ କରିବା ପାଇଁ ଆସିପାରେ ନୂଆ ନିୟମ। ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବା ପାଇଁ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ରଖାଯାଇଛି। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ସଂସ୍କାର ପାଇଁ ବିଭିନ୍ନ ପାଠ୍ୟକ୍ରମରେ…

୨୦୨୪ ପୂର୍ବରୁ ବହୁତ କିଛି ହେବ :…

ଓଏଲ୍‌ ବ୍ୟୁରୋ: ସରିଛି ପଦ୍ମପୁର ଫାଇଟ୍‌। ହେଲେ କମିନି ରାଜନୈତିକ ଉଷ୍ମତା। ପଦ୍ମପୁରରେ ବିଜେଡିର ବଡ଼ ବିଜୟ ପରେ ବିଧାୟକ ସୁଶାନ୍ତ ସିଂହ ଦେଇଛନ୍ତି ବଡ଼ ବୟାନ। ସୁଶାନ୍ତ ସିଂହଙ୍କ ମିଶନ ୧୨୫ର ବୟାନକୁ ନେଇ ଜୋର ଧରିଛି ରାଜ୍ୟ ରାଜନୀତି। ରାଜ୍ୟର ତିନି ପ୍ରମୁଖ ଦଳର ନେତା ଏହାକୁ ନେଇ ବୟାନବାଜି…

କିଏ ହେବ ହିମାଚଳ ମୁଖ୍ୟମନ୍ତ୍ରୀ ?…

ଓଏଲ୍‌ ବ୍ୟୁରୋ: ହିମାଚଳ ପ୍ରଦେଶରେ ସରକାର ଗଠନ ପାଇଁ ବହୁମତ ପାଇବା ପରେ କଂଗ୍ରେସ ପାଇଁ ବଢ଼ୁଛି ଅଡ଼ୁଆ। ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବ, ଏହାକୁ ନେଇ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ସହମତି ହୋଇପାରୁ ନାହିଁ। ଗତକାଲି ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ସିମଲାରେ ଦଳ ପକ୍ଷରୁ ନବନିର୍ବାଚିତ ବିଧାୟକଙ୍କ ବୈଠକ…

ବାତ୍ୟା ‘ମାଣ୍ଡୋସ’ର ତାଣ୍ଡବ

ଓଏଲ୍ ବ୍ୟୁରୋ : ଲ୍ୟାଣ୍ଡଫଲ କଲା ସାମୁଦ୍ରିକ ବାତ୍ୟା ମାଣ୍ଡୋସ। ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ମାଣ୍ଡୋସ ବିଳମ୍ବିତ ରାତିରେ ଚେନ୍ନାଇ ନିକଟ ମାଲାପୁରମନିକଟରେ ଲାଣ୍ଡଫଲ କରିଛି। ବାତ୍ୟା ପ୍ରଭାବରେ ତାମିଲନାଡୁ ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଜାରି ରହିଛି। ଭାରତୀୟ…

ନେମାଳ ଡ଼କାୟତିରେ ବଡ ଖୁଲାସା, ନାତି…

ଓଏଲ୍ ବ୍ୟୁରୋ : ନେମାଳ ସଶସ୍ତ୍ର ଡକାୟତି ଓ ହତ୍ୟା ଘଟଣାରେ ସାମ୍ନାକୁ ଆସିଛି ସତ। ମୃତ ହୃଷିକେଶ ମୁଦୁଲିଙ୍କ ସମ୍ପର୍କୀୟ ନାତି ତାଙ୍କ ମୃତ୍ୟୁର କାରଣ। ସମ୍ପର୍କୀୟ ନାତି ହେଉଛନ୍ତି ଓମ ପ୍ରକାଶ ମୁଦୁଲି ଯିଏକି ଡକାୟତି ସମୟରେ ତାଙ୍କୁ ଡକାୟତ ମାନେ ଗୋଟେ ଘରେ ବନ୍ଦ କରିଦେଇଥିବା ପୁଲିସକୁ ବୟାନ ଦେଇଥିଲେ।…

ପରୀ ହତ୍ୟା ମାମଲା: ଅଭିଯୁକ୍ତକୁ…

ଓଏଲ୍ ବ୍ୟୁରୋ : ହାଇକୋର୍ଟରୁ ମିଳିଲା ପରୀ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଅନ୍ତରୀଣ ଜାମିନ। ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ପରୀ ହତ୍ୟା ମାମଲାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ହାଇକୋର୍ଟର ନିର୍ଦ୍ଦେଶ କ୍ରମେ…

ବୋରୱେଲରେ ଫସିଥିବା ତନ୍ମୟ ମୃତାବସ୍ଥାରେ…

ଓଏଲ୍ ବ୍ୟୁରୋ : ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଜୀବନ ଯୁଦ୍ଧରେ ହାରିଗଲା ୮ ବର୍ଷର ବାଳକ ତନ୍ମୟ ସାହୁ। ଆଜି ସକାଳୁ ଏହି ଦୁଃଖଦ ଖବର ମିଳିଥିବାବେଳେ ଗତ ୫ ଦିନ ଧରି ଉଦ୍ଧାରକାରୀ ଦଳ ତନ୍ମୟକୁ ଉଦ୍ଧାର କରିବାପାଇଁ ଲାଗିଥିଲେ କିନ୍ତୁ ବଂଚିପାରିଲାନି ତନ୍ମୟର ଜୀବନ। ତନ୍ମୟ ଗତ ୬ ତାରିଖରେ…