Odisha Link
Bridging the Missing Links in Odisha

ପରଲୋକରେ ପୂର୍ବତନ ସାଂସଦ ମୋହନ ଜେନା

ପୂର୍ବତନ ସାଂସଦ ମୋହନ ଜେନା ଯାଜପୁରରୁ ଦୁଇଥରଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ

ଓଏଲ୍ ବ୍ୟୁରୋ : ଯାଜପୁର ଜିଲ୍ଲାର ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ ହୋଇଯାଇଛି। ସ୍ବର୍ଗତ ସାଂସଦ ମୋହନ ଜେନା ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି।

ମୃତ୍ୟୁ ବେଳକୁ ପୂର୍ବତନ ସାଂସଦ ମୋହନ ଜେନାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସାଂସଦ ମୋହନ ଜେନା ଯାଜପୁରରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଲୋକସଭା ନିର୍ବାଚନ ପାଇଁ ସେ ବିଜେଡିରୁ ୨୦୦୪ ଓ ୨୦୦୯ ରେ ନିର୍ବାଚିତ ହୋଇଥିଲେ।

Leave A Reply

Your email address will not be published.