Odisha Link
Bridging the Missing Links in Odisha
Daily Archives

December 13, 2022

ସହିପାରିଲେ ନାହିଁ ଯନ୍ତ୍ରଣା, ମୃତ୍ୟୁକୁ…

ଓଏଲ୍ ବ୍ୟୁରୋ : ଦିନେ ଶିକ୍ଷକତା କରି ଜୀବନ ସୁଖରେ କାଟୁଥିଲେ ହେଲେ ଅସହ୍ୟ ହେଲା ଆକ୍ରମଣ ଜନିତ ଯନ୍ତ୍ରଣା। ଜୀବନ ହାରିଲେ ଯୁବତୀ ଓ ମରିବା ପୂର୍ବରୁ ମନକଥା ଲେଖି ଚାଲିଗଲେ। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟି ଥିବାବେଳେ ଜୀବନ ହାରିଥିବା ଯୁବତୀ ଜଣକ ହେଉଛନ୍ତି ଆଳି ଥାନା ସିଙ୍ଗିରି ଗ୍ରାମର ମିନି…

ହନିଟ୍ରାପ୍‌ କୁଇନ ଅର୍ଚ୍ଚନାଙ୍କୁ ଗିରଫ…

ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ଗିରଫ କଲା ଇଡି। ଅର୍ଚ୍ଚନା ନାଗଙ୍କୁ ୭ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା ଇଡି। ରିମାଣ୍ଡ ଅବଧି ଶେଷ ହେବା ପରେ କୋର୍ଟରେ ହାଜର ହୋଇଥିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା। କୋର୍ଟରେ ହାଜର ହେବା ପରେ ଅର୍ଚ୍ଚନାକୁ ଗିରଫ କରିଛି ଇଡି। ପୂର୍ବରୁ…

‘ବାସ୍ତବ ଇଣ୍ଡିଆ’ର ସଭାପତି…

ଓଏଲ୍ ବ୍ୟୁରୋ : ଛାତ୍ରବୃତ୍ତି ଦେବା ଉଦ୍ଦେଶ୍ୟରେ ୪ କୋଟି ଟଙ୍କା ଠକେଇ। ବାସ୍ତବ ଇଣ୍ଡିଆର ସଭାପତି ଓ ସଂପାଦକଙ୍କୁ ଗିରଫ କରାଯାଇଛି ୪ କୋଟି ଟଙ୍କା ଠକେଇ ଅଭିଯୋଗରେ। ଉଭୟଙ୍କୁ  ଗତ ୧୧ ତାରିଖରେ ରାଞ୍ଚିରୁ ଗିରଫ କରାଯାଇଥିବାବେଳେ ଭୁବନେଶ୍ୱର ଅର୍ଥ‌ନୈତିକ ଅପରାଧ ଶାଖା ଗିରଫ କରି ଟ୍ରାଞ୍ଜିଟ୍…

ଆନ୍ଦୋଳନକାରୀ ଓକିଲ ସଂଘର ସୂଚନା :…

ଓଏଲ୍ ବ୍ୟୁରୋ : ସମ୍ବଲପୁରରେ ଚାଲିଛି ଓକିଲ ସଂଘ ଆନ୍ଦୋଳନ। ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ ଏବଂ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ଆନ୍ଦୋଳନରୁ ଓହରୁନାହାନ୍ତି ଆଇନଜୀବୀ। ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଚାଲିଛି, ଆଗକୁ ବି ଚାଲିବ। ବାର୍ କାଉନସିଲ୍ ଇଣ୍ଡିଆ ତାଙ୍କୁ…

ଚୀନ ସେନା ଉପରେ ରଖୁଛି ନଜର, ଭାରତର ଲଢୁଆ…

ଓଏଲ୍ ବ୍ୟୁରୋ : ଅରୁଣାଚଳ ପ୍ରଦେଶ ସୀମାରେ ପାଟ୍ରୋଲିଂ କରୁଛି ଭାରତୀୟ ବିମାନ। ଚୀନ ସେନାର କାର୍ଯ୍ୟକଳାପକୁ ଚିନ୍ହଟ କରୁଛି ଭାରତୀୟ ବାୟୁସେନା। ଚୀନ ପକ୍ଷରୁ ହେଉଥିବା ବାୟୁକ୍ଷେତ୍ର ଉଲ୍ଲଂଘନକୁ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି ଭାରତୀୟ ବାୟୁସେନା। ଭାରତ ଏବଂ ଚୀନ୍‌ ସେନା ମୁହାଁମୁହିଁ ହେବା…

ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ…

ଓଏଲ୍ ବ୍ୟୁରୋ : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାର ଲେଡି ବ୍ଲାକମେଲର ଓ ତାଙ୍କ ସ୍ୱାମୀ ଆଜି କୋର୍ଟରେ ହାଜର ହେବେ। ଇଡିର ୭ଦିନିଆ ରିମାଣ୍ଡ ଗତକାଲି ଶେଷ ହୋଇଥିବାବେଳେ ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା। ପୁଣି ଥରେ ଅର୍ଚ୍ଚନାଙ୍କୁ ଇଡି ନେଇପାରେ ରିମାଣ୍ଡରେ। ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ…

ଶିମିଳିପାଳ ହାତୀ ମୃତ୍ୟୁ ଘଟଣା :…

ଓଏଲ୍ ବ୍ୟୁରୋ : ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ହାଇକୋର୍ଟରେ ଶୁଣାଣି। ଶିମିଳିପାଳ ହାତୀ ମୃତ୍ୟୁ ଘଟଣା ପାଇଁ ହାଇକୋର୍ଟ ପିସିସିଏଫ ଓ ଜେଟିଏଫଙ୍କୁ ଭର୍ତ୍ସନା କଲେ।କୋର୍ଟରେ ପିସିସିଏଫ ସ୍ୱୀକାର କଲେ ହାତୀକୁ ବନ କର୍ମଚାରୀ ମାରିଛନ୍ତି। ପିସିସିଏଫ ସ୍ୱୀକାର ପରେ ହାତୀ ସୁରକ୍ଷା କରିଡର ପାଇଁ କେଉଁ…

ସାମ୍ନାକୁ ଆସିଲା ସାଟେଲାଇଟ ଚିତ୍ର, ଭାରତ…

ଓଏଲ୍ ବ୍ୟୁରୋ : ଚୀନର ଉଦ୍ୟମକୁ ପୁଣିଥରେ ବିଫଳ କରିଛି ଭାରତୀୟ ସେନା। ଭାରତୀୟ ଓ ଚୀନ ସେନା ଗତ ଡିସେମ୍ବର ୭ ତାରିଖରେ ଅରୁଣାଚଳପ୍ରଦେଶର ତୱାଙ୍ଗ ସେକ୍ଟରରେ ଜୋରଦାର ସଂଘର୍ଷ ହୋଇଥିବା ଜଣା ପଡିଛି। ସଂଘର୍ଷର ଖବର ଆଜି ସାମ୍ନାକୁ ଆସିଥିବାବେଳେ ଚୀନ ସେନା ପ୍ରଥମେ ଏଲଏସି ଅତିକ୍ରମ କରିବାପରେ ଭାରତୀୟ ସେନା…

୩.୫ ଘଣ୍ଟା ପୂର୍ବରୁ ବିମାନବନ୍ଦର ଆସିବେ…

ଓଏଲ୍ ବ୍ୟୁରୋ : ବିମାନ ବନ୍ଦରରେ ଭିଡ ଓ ଶୃଙ୍ଖଳା ରକ୍ଷା ପାଇଁ ଇଣ୍ଡିଗୋର ନୂଆ ନିୟମ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଭିଡ ଓ ବିଶୃଙ୍ଖଳା ପାଇଁ ପୂର୍ବରୁ ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ଇଣ୍ଡିଗୋ ଏୟାରଲାଇନ ତରଫରୁ ଯାତ୍ରୀମାନଙ୍କ ପାଇଁ ପରାମର୍ଶ ପତ୍ର ଜାରି କରାଯାଇଥିବାବେଳେ…

ବନ୍ଧା ହେଲେ ୧୨ ଆଇନଜୀବୀ, ସମ୍ବଲପୁର…

ଓଏଲ୍‌ ବ୍ୟୁରୋ: ଓକିଲଙ୍କୁ ଆନ୍ଦୋଳନ କରିବା ପଡ଼ିଲା ମହଙ୍ଗା। ବିଚାରପତିଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା କରିବା ଘଟଣାରେ ୧୨ ଜଣଙ୍କୁ ବାନ୍ଧିଛି ସମ୍ବଲପୁର ପୁଲିସ। ସେମାନଙ୍କ ମଧ୍ୟରୁ ଜାମିନ ନାମଞ୍ଜୁର ହେବାରୁ ୯ ଜଣଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଆଗକୁ ଗିରଫଦାରୀ ଆହୁରି ବଢ଼ିପାରେ ବୋଲି ସୂଚନା…