Odisha Link
Bridging the Missing Links in Odisha

ମେ’ ୭ରେ ହେବ ନିଟ ପ୍ରବେଶିକା ପରୀକ୍ଷା

JEE ମେନ ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବାବେଳେ ନିଟ ପରୀକ୍ଷାର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି

ଓଏଲ୍ ବ୍ୟୁରୋ : ପ୍ରକାଶ ପାଇଲା ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ) ତାରିଖ। ଆସନ୍ତା ବର୍ଷ ହେବାକୁ ଥିବା ନିଟ ପ୍ରବେଶିକା ପରୀକ୍ଷା ମେ ୭ରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। JEE ମେନ ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବାବେଳେ ନିଟ ପରୀକ୍ଷାର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି।

Leave A Reply

Your email address will not be published.