Odisha Link
Bridging the Missing Links in Odisha
Daily Archives

December 22, 2022

ପେନସିଲ ଚୋପା ନେଇଗଲା ଶିଶୁର ଜୀବନ

ଓଏଲ୍‌ ବ୍ୟୁରୋ : ପାଠ ପଢୁ ପଢୁ ଚାଲିଗଲା ଜୀବନ। ଘଟଣା ଯେତିକି ଦୁଃଖଦ ସେତିକି ଆଶ୍ଚର୍ଯ୍ୟ ଜନକ ମଧ୍ୟ। ପେନସିଲ ଚୋପା ନେଇଗଲା ଜୀବନ। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାର କୋତବାଲି ଗ୍ରାମରେ। ଜଣେ ଛଅ ବର୍ଷର ଶିଶୁ ପେନସିଲ ଚୋପା ଗିଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଖବର…

ଓଡିଏ କୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଘଂନ…

ଓଏଲ୍‌ ବ୍ୟୁରୋ : ପ୍ରସିଦ୍ଧ ନୃତ୍ୟଶିଳ୍ପୀ କୁମକୁମ ମହାନ୍ତି ଘର ନିର୍ମାଣ କାର୍ଯ୍ୟକୁ ନେଇ ଓଡିଏ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅବମାନନା କରିଥିବା ଖବର ସାମ୍ନାକୁ ଆସିଛି। ତଥ୍ୟ ପ୍ରମାଣ ଆଧାରରେ କୋର୍ଟ କୁମକୁମଙ୍କୁ ଘର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକୁ…

ବାଲେଶ୍ୱରରେ ୧୮୦୬କୋଟି ଟଙ୍କାର ୧୯୧ଟି…

ଓଏଲ୍‌ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ଗସ୍ତରେ ଆସିଥିଲେ। ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ପୋଲିସ ରିଜର୍ଭ ପଡ଼ିଆରେ ପହଞ୍ଚିବା ପରେ ସୋମନାଥପୁର ରେଳ ଓଭର ବ୍ରିଜ ଉଦଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ କଡା ସୁରକ୍ଷା…

ଗାୟତ୍ରୀବାଳା ପଣ୍ଡା ପାଇବେ ସାହିତ୍ୟ…

ଭୁବନେଶ୍ବର: ବିଶିଷ୍ଟ ଓଡ଼ିଆ କବି ଡ. ଗାୟତ୍ରୀବାଳା ପଣ୍ଡା ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଛନ୍ତି। ଏ ନେଇ ଆଜି ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। ୨୦୧୭ ମସିହାରେ ପ୍ରକାଶିତ ତାଙ୍କର କବିତା ସଂକଳନ 'ଦୟାନଦୀ' ପାଇଁ ଡ. ପଣ୍ଡାଙ୍କୁ ଏହି ପୁରସ୍କାର ମିଳିବ। ବହିଟିକୁ…

ଜାମିନ ଆବେଦନ ଫେରାଇ ନେଲା ଶ୍ରଦ୍ଧା…

ଓଏଲ୍‌ ବ୍ୟୁରୋ : ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଶ୍ରଦ୍ଧା ମୃତ୍ୟୁ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଅଫତାବ ନିଜର ଜାମିନ ଫେରାଇ ନେଇଥିବା ଖବର ସାମ୍ନାକୁ ଆସିଛି। ଅଫତାବ ଓ ତାଙ୍କ ଓକିଲଙ୍କ ମଧ୍ୟରେ ବୁଝାମଣା ଠିକ୍ ନଥିବା ଯୋଗୁ ସେ ନିଜ ଜାମିନ ଫେରସ୍ତ କରିନେଇଥିବା ଜଣାପଡିଛି। ଚର୍ଚ୍ଚିତ ଶ୍ରଦ୍ଧା…

ସମସ୍ତେ କୋଭିଡ କଟକଣା ମାନ : ଆଇଏମଏ

ଓଏଲ୍‌ ବ୍ୟୁରୋ : ପୁଣି ଥରେ କରୋନାର ଭୟ ବଢ଼ିବାରେ ଲାଗିଥିବା ବେଳେ କୋଭିଡର ନିୟମ ତୁରନ୍ତ ମାନିବାକୁ ପରାମର୍ଶ ଦେଇଛନ୍ତି ଇଣ୍ଡିଆନ ମେଡିକାଲ ଆସୋସିଏସନ।  ଦ୍ରୁତ ଗତିରେ ବଢୁଥିବା କରୋନାର ନୂଆ ଭାରିଆଣ୍ଟ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଥିବାବେଳେ କରୋନା ଭୁତାଣୁ ଠାରୁ ଦୂରରେ ରହିବା ପାଇଁ କୋଭିଡ ନିୟମ…

ଗିରଫ ହେଲେ ଇଡକଲ ଡେପୁଟି ମ୍ୟାନେଜର

ଓଏଲ୍‌ ବ୍ୟୁରୋ : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହେଲେ ଇଡକଲ ଡେପୁଟି ମ୍ୟାନେଜର କୁବେର ଗୟା ସାଁତରା। ପୂର୍ବରୁ ଭିଜିଲାନ୍ସ ଡେପୁଟି ମ୍ୟାନେଜରଙ୍କ ଘରେ ରେଡ କରିଥିଲା।୧୦କୋଟିରୁ ଅଧିକ ସମ୍ପତି ରଖିଥିବା ଜଣା ପଡିଥିବାବେଳେ ଅନେକ ସୁନା ଗହଣା ଓ ଟଙ୍କା ମଧ୍ୟ ଜବତ କରିଛି ଭିଜିଲାନ୍ସ।…

ଘରୋଇ ବସ୍ ମାଲିକ ସଂଘର ଚେତାବନୀ, ଦାବି…

ଓଏଲ୍‌ ବ୍ୟୁରୋ : ଦାବି ପୂରଣ ନହେଲେ ବସ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଜାନୁଆରୀ ୧୬ତାରିଖ ସୁଦ୍ଧା ଯଦି ଦାବି ପୂରଣ ନକରାଯାଏ ତେବେ ୧୭ ତାରିଖରୁ ବସ ଚଳାଚଳ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳନ କରାଯାଉଥିବା ସ୍କ୍ରାପିଂ ପଲିସିକୁ ବିରୋଧ, ପରିବହନ…

ବାଲେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ : ଆଜି ବାଲେଶ୍ୱର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ପୋଲିସ ରିଜର୍ଭ ପଡ଼ିଆରେ ପହଞ୍ଚିବା ପରେ ସୋମନାଥପୁର ରେଳ ଓଭର ବ୍ରିଜ ଉଦଘାଟନ କଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ କଡା ସୁରକ୍ଷା ମଧ୍ୟରେ…

ଆଜି କରୋନାର ସ୍ଥିତି ସମୀକ୍ଷା କରିବେ…

ଓଏଲ୍ ବ୍ୟୁରୋ : ଦେଶରେ ପୁଣି ଥରେ କରୋନାର ଆଉ ଏକ ଭାରିଆଣ୍ଟ ଚିହ୍ନଟ ହୋଇଛି । ଓମିକ୍ରନର ବିଏଫ୍.୭ କରୋନା ଭୂତାଣୁ ଚିହ୍ନଟ ହେବା ପରେ ସରକାର ମଧ୍ୟ ଦେଶର ସୁରକ୍ଷାର ପ୍ରସ୍ତୁତି ଆରମ୍ଭ କରିବା ପାଇଁ ଆଗେଇଛନ୍ତି। କରୋନାର ସ୍ଥିତିକୁ ନେଇ ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି…