Odisha Link
Bridging the Missing Links in Odisha
Daily Archives

December 27, 2022

କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର…

ଓଏଲ୍‌ ବ୍ୟୁରୋ: ନିକଟରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ୨୦୨୨ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା କବିତା ସଂକଳନ “ଦୟାନଦୀ” ପୁସ୍ତକର ରଚୟିତା ତଥା ବିଶିଷ୍ଟ ଓଡ଼ିଆ କବି ଓ ଲେଖିକା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ…

ଅମାନିଆ ସାବଧାନ ! ନୂଆବର୍ଷ ପାଇଁ…

ଓଏଲ୍‌ ବ୍ୟୁରୋ: ଆଉ କିଛିଦିନ ପରେ ସାରା ବିଶ୍ବବାସୀ ନୂତନ ବର୍ଷ ୨୦୨୩କୁ ସ୍ବାଗତ କରିବେ। ଏଥିପାଇଁ ସବୁଆଡ଼େ ଚାଲିଛି ଯୋରଦାର ପ୍ରସ୍ତୁତି। ନୂଆବର୍ଷକୁ ନଜରରେ ରଖି କମିଶନରେଟ୍‌ ପୋଲିସ ପକ୍ଷରୁ ନିଆଯାଇଛି କଡ଼ା ସୁରକ୍ଷା। ଏଥର ନୂଆବର୍ଷ ସେଲିବ୍ରେସନ ପାଇଁ କଟକଣା ନଥିବାରୁ ସୁରକ୍ଷା ବଢ଼ାଇଛି ପୁଲିସ।…

ଓଡ଼ିଶା ବୁଲି ଆସିଥିବା ୨ ରୁଷୀୟ ପର୍ଯ୍ୟଟକ…

ଓଏଲ୍‌ ବ୍ୟୁରୋ: ରୁଷ୍‌‌ର ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ କଡ଼ା ବିରୋଧୀ ତଥା ସମାଲୋଚକ ଭାବେ ଜଣାଶୁଣା ପାଭେଲ ଆଣ୍ଟଭଙ୍କ(୬୫)ର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ଏବେ ଏହି ମାମଲାର ତଦନ୍ତ କରିବେ କ୍ରାଇମବ୍ରାଞ୍ଚ । ଏନେଇ ଆଜି ଡିଜିପି ସୂଚନା ଦେଇଛନ୍ତି । ଡିଜି ସୁନୀଲ ବଂଶଲ କହିଛନ୍ତି, ଏବେ…

ପ୍ରେମିକ ସାଜିଲା ନରରାକ୍ଷସ, ୫୧ ଥର…

ଓଏଲ୍‌ ବ୍ୟୁରୋ : ସାରା ଦେଶରେ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଆଉ ଏକ ଭୟଙ୍କର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ପ୍ରେମିକାକୁ ହତ୍ୟା କରିଛି ପ୍ରେମିକ। ଘଟଣାଟି ଛତିଶଗଡ ଜିଲ୍ଲାର କୋରବା ଜିଲ୍ଲାରେ ଜଣେ ପ୍ରେମିକ ତାର ୨୦ ବର୍ଷିୟା ପ୍ରେମିକାକୁ ଏକ ପେଚକସ ସହାୟତାରେ ୫୧ ଥର…

ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର…

ଓଏଲ୍‌ ବ୍ୟୁରୋ : ରାୟଗଡାରେ ଘଟିଥିବା ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼। ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ହୋଟେଲ ଛାଡିଲେ ଅନ୍ୟ ଦୁଇ ରୁଷୀୟ ନାଗରିକ। ଅନ୍ୟ ଦୁଇ ରୁଷୀୟ ପର୍ଯ୍ୟଟକ ହେଲେ ତୁରୋଭ ମିଖାଇଲ ଓ ତାଙ୍କ ପତ୍ନୀ ପାନସେନକୋ ମାତାଲିଆଙ୍କୁ ପୋଲିସ ଛାଡି ଦେଇଛି। ପୂର୍ବରୁ…

ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା…

ଓଏଲ୍‌ ବ୍ୟୁରୋ : କରୋନା ମହାମାରୀକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ ଥିବାବେଳେ ବିଦ୍ୟାଳୟରେ ମାସ୍କ ପିନ୍ଧିବାକୁ ପିଲାମାନଙ୍କୁ ପରାମର୍ଶ ଦିଆଯାଇଛି। ଏହା ମଧ୍ୟରେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଘୋଷଣା କରାଯାଇଛି। ମାର୍ଚ୍ଚ ପହିଲାରୁ ଅନୁଷ୍ଠିତ ହେବ ଯୁକ୍ତ ଦୁଇ ପରୀକ୍ଷା। ଏକା ସମୟରେ କଳା, ବାଣିଜ୍ୟ,…

ପ୍ରାଥମିକ ଶିକ୍ଷକ ଏକ୍ସ-କ୍ୟାଡର ମହାସଂଘର…

ଓଏଲ୍‌ ବ୍ୟୁରୋ : ରାଜ୍ୟସରକାର ଘୋଷଣା କରିଥିବା ସ୍ଥାୟୀ ନିଯୁକ୍ତି ପରେ ଚୁକ୍ତି ଭିତ୍ତିକ ନିଯୁକ୍ତିରେ ଥିବା ବିଭିନ୍ନ ଶିକ୍ଷକ ସଙ୍ଘ ଧାରଣା ଦେବାର ପୂର୍ବରୁ ଦେଖିବାକୁ ମିଳିଥିଲା। ଆଜି ରାଜଧାନୀ ରାଜରାସ୍ତାରେ ପୁଣି ଶିକ୍ଷକ ସଙ୍ଘର ବିକ୍ଷୋଭ ଦେଖିବାକୁ ମିଳିଛି। ଲୋୟର ପିଏମଜିରେ ବିକ୍ଷୋଭ କରୁଛନ୍ତି…

ପରମ୍ପରାକୁ ନେଇ ରକ୍ତରଞ୍ଜିତ ଶୁଲିଆ ପୀଠ

ଓଏଲ୍‌ ବ୍ୟୁରୋ : ପୁଣି ବଳି ପଡିଲେ ହଜାର ହଜାର ପଶୁପକ୍ଷୀ। ପରମ୍ପରାକୁ ବଜାଇ ରଖିଲେ ବଲାଙ୍ଗିରର ଆଦିବାସୀ। ବଲାଙ୍ଗୀର ଦେଓଗାଁ ଖାଇରଗୁଡା ଶୁଲିଆ ପୀଠରେ ପଡିଛି ବଳି। ପୁଲିସ ଉପସ୍ଥିତ ସତ୍ୱେ ବି ପଶୁପକ୍ଷୀଙ୍କ ବଳିରେ ରକ୍ତ ରଞ୍ଜିତ ହୋଇଛି ପୀଠ। ବର୍ଷ ବର୍ଷ ଧରି ଏହି ଶୁଲିଆ ପୀଠରେ ବଳି ପଡିଆସୁଥିବା…

ବୁଷ୍ଟର ଡୋଜ୍ ଭାବେ ମଞ୍ଜୁର ହୋଇଥିବା…

ଓଏଲ୍‌ ବ୍ୟୁରୋ : ଚୀନରେ ବଢୁଥିବା କରୋନା ମହାମାରୀ ସାରା ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଦେଇଛି। ଭାରତ ସରକାର ମହାମାରୀ ପାଇଁ ଦେଶ ବାସୀଙ୍କୁ ସତର୍କ ରହିବା ପାଇଁ ଉଦ୍ବୋଧନ ଦେଇଥିଲେ। ପୂର୍ବରୁ କରୋନାର ମୁକାବିଲା ପାଇଁ ୩ଟି ସ୍ତରରେ ଟୀକାକରଣ କରାଯାଉଥିବାବେଳେ ଶେଷ ଡୋଜ ବୁଷ୍ଟର ଡୋଜ ଭାବେ ଦିଆଯାଉଥିଲା।…

ଆଜିଠୁ ବରଗଡରେ ବିଶ୍ୱପ୍ରସିଦ୍ଧ…

ଓଏଲ୍‌ ବ୍ୟୁରୋ : ଆଜିଠାରୁ କମ୍ପିବ ବରଗଡ଼। ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଜି ସନ୍ଧ୍ୟାରେ ବରଗଡ଼ରେ ୭୫ତମ ଧନୁଯାତ୍ରା ଉଦ୍ଘାଟନ ହେବ। ବରଗଡ଼ ଧନୁଯାତ୍ରାର ହୀରକ ଜୟନ୍ତୀ ଉପଲକ୍ଷେ ଧୁମଧାମରେ ପାଳନ ହେବ ଧନୁଯାତ୍ରା। ୧୧ଦିନ ଧନୁଯାତ୍ରା ହେବାକୁ ଥିବାବେଳେ ସର୍ବବୃହତ ମୁକ୍ତାକାଶ…