Odisha Link
Bridging the Missing Links in Odisha

ବିସିସିଆଇ ଚୟନ କମିଟିରେ ଓଡ଼ିଆ ପୁଅ ଶିବସୁନ୍ଦର ଦାସ

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ବୋର୍ଡରେ ଓଡ଼ିଆ ପୁଅ ଶିବସୁନ୍ଦର ଦାସଙ୍କୁ ମିଳିଲା ଗୁରୁ ଦାୟିତ୍ବ। ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ଶିବସୁନ୍ଦର ଦାସ ବିସିସିଆଇ ସିନିୟର ଚୟନ କିମିଟିର ଚୟନକର୍ତ୍ତା ନିଯୁକ୍ତ ହୋଇଛନ୍ତି। ଯାହା ଓଡ଼ିଶା ପାଇଁ ଗର୍ବର ବିଷୟ।

କ୍ରିକେଟ ଆଡଭାଇଜରି କମିଟି ଆଜି ବିସିସିଆଇ ସିନିୟର ଚୟନ କିମିଟିର ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି। ପୂର୍ବଭଳି ଚୟନ କମିଟିର ଅଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ଚେତନ ଶର୍ମା। ସେହିପରି ଶିବ ସୁନ୍ଦର ଦାସ, ସୁବୋଧ ବାନାର୍ଜୀ, ସଲିଲ ଆଙ୍କୋଲା ଓ ଶ୍ରୀଧରନ ଶରତ କମିଟିରେ ସ୍ଥାନ ପାଇଛନ୍ତି।

Leave A Reply

Your email address will not be published.