Odisha Link
Bridging the Missing Links in Odisha
Daily Archives

January 26, 2023

ଓଡ଼ିଶା: ହିନ୍ଦୁ ଧର୍ମକୁ ଫେରିଲେ…

ଓଏଲ୍‌ ବ୍ୟୁରୋ: ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀ ଏବେ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଲୋକଙ୍କ ମନ କଥା ପଢି ତାଙ୍କର ପ୍ରଶ୍ନର ଉତ୍ତର ଦେଇ ଏବେ ଚର୍ଚ୍ଚାରେ ରହିଛନ୍ତି ଧୀରେନ୍ଦ୍ର ଶାସ୍ତ୍ରୀ। ଯାହାକୁ ନେଇ ଏବେ ଅନେକ ଚର୍ଚ୍ଚା ଏବଂ ବିବାଦ ସାମ୍ନାକୁ ଆସିଛି। ଏସବୁ…

ସ୍ୱାଭିମାନ ଅଞ୍ଚଳରେ ଉଡ଼ିଲା ଜାତୀୟ…

ଓଏଲ୍ ବ୍ୟୁରୋ : ଆଜି ଦେଶ ପାଳୁଛି ୭୪ ତମ ଗଣତନ୍ତ୍ର ଦିବସ। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ସୂଚନା ଅନୁସାରେ, ସ୍ୱାଭିମାନ ଅଞ୍ଚଳରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ସ୍ୱାଭିମାନ ଅଞ୍ଚଳରେ ତ୍ରିରଙ୍ଗା ଉଡାଇଲେ ରାଜ୍ୟ ପୁଲିସ ବରିଷ୍ଠ ଅଧିକାରୀ।…

ବିଦେଶକୁ ରପ୍ତାନି ହେଲା ଓଡ଼ିଶା ମାଣ୍ଡିଆ

ଓଏଲ୍ ବ୍ୟୁରୋ : ଓଡ଼ିଶା ମାଣ୍ଡିଆ ରପ୍ତାନି କ୍ଷେତ୍ରରେ ସଫଳତା ଲାଭ କରିଛି। ରାଜ୍ୟରେ ଉତ୍ପାଦିତ ମାଣ୍ଡିଆକୁ ବିଦେଶକୁ ରପ୍ତାନି କରାଯାଇଛି। ପ୍ରଥମଥର ପାଇଁ ଓଡ଼ିଶା ମିଲେଟ୍ ବିଦେଶକୁ ପଠାଯାଇଥିବା ଜଣା ପଡିଛି। ଓଡ଼ିଶାରେ ଉତ୍ପାଦିତ ମାଣ୍ଡିଆକୁ ଦୁବାଇ ପଠାଯାଇଛି। ରାଜ୍ୟ ସରକାରଙ୍କ କୃଷି ଓ କୃଷକ…

ଆଜି ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ…

ଓଏଲ୍ ବ୍ୟୁରୋ : ଆଜି ପବିତ୍ର ଶ୍ରୀ ପଞ୍ଚମୀ ଉପଲକ୍ଷେ ଉତ୍ସବମୁଖର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଦ୍ୟାଦାତ୍ରୀ ମା ସରସ୍ବତୀ ପୂଜା ଆରମ୍ଭ ହୋଇଯାଇଛି। ଛାତ୍ରଛାତ୍ରୀମାନେ ମା ସରସ୍ବତୀଙ୍କ ଆରାଧନ କରିବେ।  ପାରମ୍ପରିକ ରୂପରେ ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ…

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ:…

ଓଏଲ୍‌ ବ୍ୟୁରୋ: ଧୁମଧାମରେ ସମଗ୍ର ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ। ପଲ୍ଲୀରୁ ଦିଲ୍ଲୀ ସବୁଠି ଉତ୍ସବମୁଖର ପରିବେଶ। ଭୁବନେଶ୍ୱରରେ ବି ବେଶ୍‌ ଆଡମ୍ବର ସହ ଆଜି ପାଳିତ ହୋଇ ଯାଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ। ଏଥର ବିନା କରୋନା କଟକଣାରେ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବାରୁ ସମସ୍ତେ ବେଶ୍‌…

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ:…

ଓଏଲ୍‌ ବ୍ୟୁରୋ: ଆଜି ସମଗ୍ର ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ। ଏଥିନିମନ୍ତେ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବମୁଖର। ଭୁବନେଶ୍ୱରରେ ବି ବେଶ୍‌ ଆଡମ୍ବର ସହ ଆଜି ପାଳିତ ହୋଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ। ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ…

୨୧ ତୋପ ସଲାମୀ ପରେ କାହିଁକି ଆରମ୍ଭ ହୁଏ…

ଓଏଲ୍‌ ବ୍ୟୁରୋ: ସାରା ଦେଶ ପାଳନ କରୁଛିି ୭୪ ତମ ସାଧାରଣତନ୍ତ୍ର ଦିବସ। ମହାମାରୀ କରୋନା କଟକଣା କୋହଳ ହେବା ପରେ ଦେଶର ପୁରପଲ୍ଲୀଠୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଧୁମଧାମରେ ପାଳନ କରାଯାଉଛି ଗଣତନ୍ତ୍ର ଦିବସ। ଐହି ଅବସରରେ ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ…