Odisha Link
Bridging the Missing Links in Odisha
Daily Archives

January 28, 2023

ନକଲି ଡାକ୍ତର ଚିହ୍ନଟ କରିବାକୁ ଓଡ଼ିଶା…

ଓଏଲ୍ ବ୍ୟୁରୋ : ନକଲି ଡାକ୍ତରଙ୍କ ପାଇଁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ। ରାଜ୍ୟରେ ନକଲି ଡାକ୍ତର ଚିହ୍ନଟ କରାଯିବ। ଯଦି ନକଲି ଡାକ୍ତର ଚିହ୍ନଟ ହେବେ ତେବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଡାକ୍ତରୀ ପେସାରେ ଥିବା ସମସ୍ତଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।…

ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ…

ଓଏଲ୍ ବ୍ୟୁରୋ : ବକ୍ସ ଅଫିସରେ ରିଲିଜ୍ ହୋଇସାରିଛି କିଙ୍ଗ ଖାନଙ୍କ ଅଭିନୀତ ଫିଲ୍ମ ‘ପଠାନ’। ରିଲିଜ ଦିନଠାରୁ ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘ପଠାନ'। ତେବେ ଏତେ ବର୍ଷ ପରେ କିଙ୍ଗ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ରିଲିଜ ହୋଇଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରଟି ୩ଟି…

ପରଲୋକରେ କବି ହୁସେନ ରବିଗାନ୍ଧୀ

ଓଏଲ୍ ବ୍ୟୁରୋ : ବିଶିଷ୍ଟ କବି ତଥା ରାଜନେତା ହୁସେନ ରବିଗାନ୍ଧୀଙ୍କ ଦେହାନ୍ତ। ୭୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଗତ କିଛି ଦିନ ଧରି ହୁସେନ ରବିଗାନ୍ଧୀ ଅସୁସ୍ଥ ଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କଟକ ବଡ଼ ମେଡିକାଲ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା…

ବିଷାକ୍ତ ଖାଦ୍ୟ ଖାଇ ଛାତ୍ରଛାତ୍ରୀ…

ଓଏଲ୍ ବ୍ୟୁରୋ : ବାଲେଶ୍ଵର ଜିଲ୍ଲା ସୋର ଅନ୍ତର୍ଗତ ବରଖୁରୀ ମାଧ୍ୟମିକ ବିଦ୍ୟାଳୟର ୧୫ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣା ପଡିଛି। ଖେଳୁଥିବା ବେଳେ ତାଙ୍କ ଛାତି ଓ ମୁଣ୍ଡରେ ଯନ୍ତ୍ରଣା ଅନୁଭବ ହେଉଥିବାରୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା। ପିଲାମାନେ କେଉଁ କାରଣ ପାଇଁ…

ନବଜାତର ମୃତଦେହକୁ ଖାଇଲା କୁକୁର

ଓଏଲ୍ ବ୍ୟୁରୋ : କେନ୍ଦୁଝର ଡାକ୍ତରଖାନା ପରିସରରୁ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଏକ ନବଜାତ ଶିଶୁର ମୃତଦେହ କୁକୁର ଖାଉଥିବାର ଦେଖିବାକୁ ମିଳିଛି। ନବଜାତ ଶିଶୁ ମୃତଦେହ କେଉଁଠୁ ଆସିଲା ଏବଂ ଏଭଳି ଅବସ୍ଥାରେ କିପରି କୁକୁର ମୃତଦେହ ପାଇଲା, ତାହାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା…

ବାୟୁସେନାର ଦୁଇଟି ଲଢୁଆ ବିମାନ…

ଓଏଲ୍ ବ୍ୟୁରୋ : ମଧ୍ୟପ୍ରଦେଶରେ ବଡ ବିମାନ ଦୁର୍ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ଭାରତୀୟ ବାୟୁସେନାର ଦୁଇଟି ବଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୁଖୋଇ-୩୦ ଓ ମିରାଜ୍-୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରତର ୨ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ‘ଦିଲ୍ଲୀ ଡିଫେନ୍‌ସ୍‌ ରିଭ୍ୟୁ’ ଟୁଇଟ୍‌…

ଆଜିଠୁ ଖଣ୍ଡଗିରି ମେଳା

ଓଏଲ୍ ବ୍ୟୁରୋ : ଦୁଇ ବର୍ଷ ପରେ ବିନା କୋଭିଡ କଟକଣାରେ ଆଜିଠୁ ଆରମ୍ଭ ହୋଇଛି ଖଣ୍ଡଗିରି ମେଳା। ଖଣ୍ଡଗିରି ଓ ଉଦୟଗିରିରେ ଜମିଲାଣି ସାଧୁସନ୍ଥଙ୍କ ଭିଡ। ଆଜିଠୁ ଆରମ୍ଭ ହୋଇ ୯ ଦିନ ଧରି ଚାଲିବାକୁ ଥିବା ଏହି ମେଳା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ସାଧୁସନ୍ଥମାନେ ହୋମଜଜ୍ଞ, ଜପତପ, ପୂଜାର୍ଚ୍ଚନା କରିବେ…

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

ଓଏଲ୍ ବ୍ୟୁରୋ : ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଶରୀର ଉଦ୍ଧାର ହୋଇଥିବା ଜଣା ପଡିଛି। ଏହି ଚାଞ୍ଚଲ୍ୟକର ଘଟଣା ବରଗଡ଼ ଭଟଲି ଥାନା ଅନ୍ତର୍ଗତ ଭଡ଼ିଗାଁରେ ଘଟିଥିବା ଜଣା ପଡିଛି। ମୃତ୍ୟୁ କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ଜଣା ପଡିଛି। ସୂଚନା ଅନୁସାରେ, ଗତ ଡିସେମ୍ବର ୨ରେ…

ଅଟୋ ସହ ବୋଲେରୋ ଧକ୍କା ; ୩ ମୃତ ଏବଂ ୫…

ଓଏଲ୍ ବ୍ୟୁରୋ : ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ଅଟୋ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣା ପଡିଛି। ଅଟୋ ସହ ବୋଲେରୋ ଧକ୍କା ହେବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା କେନ୍ଦୁଝର…

ଟ୍ରେନ୍ ଧକ୍କାରେ ଚାଲିଗଲେ ସାଂସଦଙ୍କ ପୁଅ

ଓଏଲ୍ ବ୍ୟୁରୋ : ଆଜି ଡୁଙ୍ଗୁରିପାଲି – ରାମପୁର ରୋଡ଼ ଠାରେ ଭୋର ୫ଟାରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ପୁରୀ-ଦୁର୍ଗ ଟ୍ରେନ ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ପୂର୍ବତନ ସାଂସଦ ବାଲଗୋପାଳ ମିଶ୍ରଙ୍କ ପୁଅ ଅବିନାଶ ମିଶ୍ର। ସୂଚନା ଅନୁସାରେ, ଅବିନାଶ…