Odisha Link
Bridging the Missing Links in Odisha

ବିଏମସି କମିଶନରଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ

ଡେପୁଟି କମିଶନର ତାଙ୍କ ଘରକୁ ଯାଇ ଦୁର୍ବ୍ୟବହାର କରିଥିବା ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି ଆଲବମ୍ ଅଭିନେତ୍ରୀ

ଓଏଲ୍ ବ୍ୟୁରୋ : ବିଏମସି ଡେପୁଟି କମିଶନରଙ୍କ ନାଁରେ ସଂଗୀନ ଅଭିଯୋଗ ହୋଇଥିବା ଜଣା ପଡିଛି। ଏହି ସଂଗୀନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଆଲବମ୍ ପ୍ରଡ୍ୟୁସର ତଥା ଅଭିନେତ୍ରୀ। ଡେପୁଟି କମିଶନର ତାଙ୍କ ଘରକୁ ଯାଇ ଦୁର୍ବ୍ୟବହାର କରିଥିବା ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି ଆଲବମ୍ ଅଭିନେତ୍ରୀ।

ଅନ୍ୟପକ୍ଷେ, ଆଲବମ୍ ଅଭିନେତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଏମସି ଡେପୁଟି କମିଶନର। ବ୍ୟବସାୟ ପାଇଁ ଅଭିନେତ୍ରୀ ଜଣଙ୍କ ତାଙ୍କଠାରୁ ୪ ଲକ୍ଷ ଟଙ୍କା ନେଇଥିବା ବିଏମସି ଡେପୁଟି କମିଶନର କହିଛନ୍ତି। ଅଭିନେତ୍ରୀ ଜଣକ ନେଇଥିବା ଟଙ୍କା ମାଗିବାରୁ ଏପରି ମିଛ ଅଭିଯୋଗ କରିଥିବା କହିଲେ ଡେପୁଟି କମିଶନର।

Leave A Reply

Your email address will not be published.