Odisha Link
Bridging the Missing Links in Odisha
Daily Archives

February 2, 2023

ଭାଲେଣ୍ଟାଇନ୍ସ ଡେ’ ପୂର୍ବରୁ ୯୫…

ଓଏଲ୍‌ ବ୍ୟୁରୋ: ଆଗକୁ ଆସୁଛି ଭାଲେଣ୍ଟାଇନ୍ସ ଡେ। ଏହି ଅବସରରେ ପ୍ରେମ ସପ୍ତାହକୁ ପ୍ରେମୀଯୁଗଳମାନେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିଥାନ୍ତି। ହେଲେ ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଥାଇଲାଣ୍ଡ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ଯୌନ ସଂକ୍ରମିତ ରୋଗ, କିଶୋରବସ୍ଥାରେ ଗର୍ଭଧାରଣକୁ ରୋକିବା ସହ ସୁରକ୍ଷିତ ଯୌନ…

ହଜିଗଲା ୮୮ଟି ପୋଖରୀ, ଖୋଜି ପାଉନି…

ଓଏଲ୍‌ ବ୍ୟୁରୋ: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ମନରେଗା ଦୁର୍ନୀତି ସବୁ ସୀମା ସରହଦକୁ ପାର କରିଥିବା ବେଳେ ଭାପୁର ବ୍ଳକ ପଦ୍ମାବତୀ ଗ୍ରାମ ପଞ୍ଚାୟତରେ ୨୦୧୭-୨୨ ଅର୍ଥାତ ୫ ବର୍ଷ ମଧ୍ୟରେ ୯୮ଟି ମୋ ପୋଖରୀ ଖୋଳା ଦୁର୍ନୀତି ପ୍ରସଙ୍ଗ ଏବେ ସବୁଠି ଚର୍ଚ୍ଚାରେ। ଯାହାକୁ ନେଇ ସ୍ଥାନୀୟ ଲୋକେ ଅନିୟମିତତା ତଥା…

ବଦଳିଲା ‘ଓଡ଼ିଶା ଅଗ୍ନିଶମ ସେବା’ର ନାମ,…

ଓଏଲ୍‌ ବ୍ୟୁରୋ : ‘ଓଡ଼ିଶା ଅଗ୍ନିଶମ ସେବା’ର ନାମ ବଦଳିଥିବା ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ‘ଓଡ଼ିଶା ଅଗ୍ନିଶମ ସେବା’ ବର୍ତ୍ତମାନ ‘ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ନାଁରେ ନାମିତ ହୋଇଛି। ଓଡ଼ିଶା ଅଗ୍ନିଶମ ସେବା ୧୯୪୪ ମସିହାରେ ପ୍ରତିଷ୍ଠା…

ଦୁର୍ବୁତ୍ତଙ୍କ ଆକ୍ରମଣରେ ଚାଲିଗଲା…

ଓଏଲ୍‌ ବ୍ୟୁରୋ : ୧୬ ନମ୍ବର ଜାତୀୟ ରାଜପଥରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ଦୁର୍ବୁତ୍ତ ମାନଙ୍କ ଆକ୍ରମଣର ଶିକାର ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ବୃତ୍ତମାନେ ଧାରୁଆ ମାରଣାସ୍ତ୍ରରେ ଯୁବକଙ୍କ ମୁହଁକୁ ହାଣିଛନ୍ତି। ଆକ୍ରମଣର ଶିକାର ହୋଇଥିବା ମୃତ ଯୁବକ ଜଣକ ହେଲେ ଭଦ୍ରକ…

ଲୁଟ୍ ଘଟଣାରେ ୫ ଅଭିଯୁକ୍ତ ଗିରଫ ; ଜବତ…

ଓଏଲ୍‌ ବ୍ୟୁରୋ : ସହରର ବିଭିନ୍ନ ସ୍ଥାନରେ ଲୁଟେରାମାନେ ଲୁଟପାଟ କରିବା ଘଟଣା ବାରମ୍ବାର ସାମ୍ନାକୁ ଆସିଛି। ରାୟଗଡା ଠାରେ ଗତ ଜାନୁଆରୀ ୧୭ ତାରିଖ ଦିନ ହୋଇଥିବା ଚୋରୀ ଘଟଣା ସାମ୍ନାକୁ ଆସିଛି। ତେବେ ଚୋରି ହେବା ପରେ ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ କରିଥିଲା। ଘଟଣାର ତଦନ୍ତ କରି ପୁଲିସ ଆଜି ୪୦୦…

ଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ;…

ଓଏଲ୍‌ ବ୍ୟୁରୋ : ନେପାଳରୁ ଆସିଛି ଶାଳଗ୍ରାମ। ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ନିର୍ମାଣ ହେବା ପାଇଁ ନେପାଳରୁ ଅଣାଯାଇଥିବା ଦୁଇଟି ପ୍ରକାଣ୍ଡ ଦୁର୍ଲଭ ଶିଳାଖଣ୍ଡ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପହଞ୍ଚିଛି। ନେପାଳର କାଳୀ ଗଣ୍ଡକୀ ନଦୀରୁ ଆସିଥିବା ଏହି ବିରାଟକାୟ ଶାଳଗ୍ରାମ ପଥରକୁ ଅଯୋଧ୍ୟାର…

ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟ…

ଓଏଲ୍‌ ବ୍ୟୁରୋ : ଜୟପୁରର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ମିଳିଲା ନୂତନ ପରିଚୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟପୁରର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବା ପାଇଁ ଅନୁମୋଦନ କରିଛନ୍ତି। ଆସନ୍ତାକାଲି କଲେଜର ହୀରକ ଜୟନ୍ତୀ ଅବସରରେ ଯୋଗ ଦେଇ…

ଗାତରେ ପଡ଼ି ଚାଲିଗଲା ଦୁଇ ଶିଶୁକନ୍ୟାଙ୍କ…

ଓଏଲ୍‌ ବ୍ୟୁରୋ : ଚିତ୍ରକୋଣ୍ଡା ପଞ୍ଚାୟତ ସ୍ଥିତ ଢେପାସାହିରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ରାସ୍ତା କାମ ପାଇଁ ଚିତ୍ରକୋଣ୍ଡା ପଞ୍ଚାୟତ ଢେପାସାହିରେ ଖୋଳା ଯାଇଥିଲା ଗାତ। ଖୋଳା ଯାଇଥିବା ଗାତ ପାଖରେ ଖେଳୁଥିଲେ ଦୁଇ ଶିଶୁକନ୍ୟା। ଖେଳିବା ବେଳେ ଗାତରେ ୨ ଶିଶୁକନ୍ୟା ପଡ଼ିଯାଇଥିବା…

୨୧ରୁ ରାଜ୍ୟ ବଜେଟ୍‌‌ ଅଧିବେଶନ

ଓଏଲ୍‌ ବ୍ୟୁରୋ : ଆସନ୍ତା ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ ଅଧିବେଶନ। ଫେବ୍ରୁଆରୀ ୨୪ ତାରିଖରେ ରାଜ୍ୟ ବଜେଟ ଆଗତ ହେବ। ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ହେବ। ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇ ଏପ୍ରିଲ ୬ ଯାଏଁ ୨ଟି ପର୍ଯ୍ୟାୟରେ ଚାଲିବ ରାଜ୍ୟ…

ଅର୍ଚ୍ଚନା ନାଗ ମାମଲା : ଆଜି ଚାର୍ଜସିଟ୍…

ଓଏଲ୍‌ ବ୍ୟୁରୋ : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିବ ପୁଲିସ। ୨୪ ଶହ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିବ ଖଣ୍ଡଗିରି ଥାନା ପୁଲିସ। ୧ କୋଟିରୁ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥିବା ଏହି ଚାର୍ଜସିଟରେ ଉଲ୍ଲେଖ ହୋଇଥିବା କୁହାଯାଉଛି। ସିଡିଆର…